Browsing Category

ରାଜନୀତି

ବିଜେଡି ପାଇଁ ଏବେ ସଂଗଠନ ପ୍ରାଥମିକତା : ଛାମୁଆ ମୁଖିଆ ବଦଳାଇଲେ କାହାକୁ କରିବେ “ଚିନ୍ତା”

 ଭୁୁବନେଶ୍ୱର() - ପଞ୍ଚମ ଥର ପାଇଁ କ୍ଷମତାକୁ ଆସିଛି ବିଜୁ ଜନତା ଦଳ  । ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ  । ମୋଦୀ ଲହରୀରେ କଂଗ୍ରେସ ଭୁଇଁ ଚାଟିଥିବା ବେଳେ ବିଜେପି ୮ଟି ଲୋକସଭା ଆସନ ହାତେଇ ନେଇଛି । ହେଲେ କାରଣ ଯାହା ବି ହେଉ ବିଧାନସଭା ନିର୍ବାନନରେ ମୋଦି ଲହର ପ୍ରଭାବିତ କରିପାରିନି…

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ପଦ୍ମପୁରରେ ଭବ୍ୟ ସମ୍ବର୍ଦ୍ଧନା ।

ପଦ୍ମପୁର(ନୀଲାମ୍ବର ଦୀପ):- ଭାରତୀୟ ଜନତା ପାର୍ଟି ପଦ୍ମପୁର ଓ ଗ୍ରାମୀଣ ମଣ୍ଡଳ ତରଫରୁ ବରଗଡ଼ ଲୋକସଭାର ନବନିର୍ବାଚିତ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ପ୍ରଥମେ ସାଂସଦ ଶ୍ରୀ ପୁଜାରୀଙ୍କୁ ସତୀଭଟା ଗ୍ରାମରେ ସମ୍ବର୍ଦ୍ଧନା କରିବା ପରେ ବାଦୀମାଲ…

ବାରମ୍ବାର ବିଜୁଳି ବିଭ୍ରାଟ ପ୍ରସଙ୍ଗରେ ନରସିଂହଙ୍କ ଚେତାବନୀ

"ଲୋକଙ୍କ ସହିତ ଲୁଚକାଳି ନ ଖେଳୁ ବିଜୁଳି ବିଭାଗ "     ବଲାଙ୍ଗିର,(ନିରୋଜ ମିଶ୍ର)  - ଗତ କିଛି ସପ୍ତାହ ହେଲା ବଲାଙ୍ଗିର ସହର ତଥା ଆଖପାଖ ଅଞ୍ଚଳରେ ଘୋର ବିଜୁଳି ବିଭ୍ରାଟ ଦେଖାଦେଉଛି । ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ସାରା ସହରରେ ବିଜୁଳି ସରବରାହ ବନ୍ଦ କରି ଦିଆଯାଉଛି । ଏପରି…

ନବନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା

କଳାହାଣ୍ଡି/ତୁଳମଣି ନାଗ: ଧର୍ମଗଡ ନିର୍ବାଚନୀ କ୍ଷେତ୍ରର ନବ ନିର୍ବାଚିତ ବିଧାୟକ ମହଷୋଧି ବାଗଙ୍କୁ ଧର୍ମଗଡ ଉପଖଣ୍ଡ ଯାଦବ ସମାଜ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଛି । କୋକସରା ଧାନମଣ୍ଡି ପଡିଆରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହର ଅଧ୍ୟକ୍ଷତା  କରିଥିଲେ ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର…

ଏକାମ୍ର ସଂଗଠନ ପକ୍ଷରୁ ବିଶାଳ ଗ୍ରାମାଚଂଳ ରଜ ମହୋତ୍ସବ

ଭୁବନେଶ୍ୱର : ଓଡ଼ିଶାର ପରମ୍ପରା ବଜାୟ ରଖିବା ପାଇଁ ଏକାମ୍ର ସଂଗଠନ ପକ୍ଷରୁ ଧଉଳି ପଂଚାୟତ ଅଧିନ ଗୋପିନାଥପୁର ମେଳଣ ପଡ଼ିଆରେ ବିଶାଳ ଗ୍ରାମାଚଂଳ ରଜ ମହୋତ୍ସବ ଅନୁଷ୍ଠିତ  ହୋଇଯାଇଛି  । ଧଉଳି ମହିଳା ଓ ଯୁବ ସଂଗଠନର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୋଡ଼ପିଠା, ପାନ ଭଙ୍ଗା, ତାସ…

ମୁଁ ବି ରକ୍ତ ମାଂସ ଶରୀରଧାରୀ ମଣିଷ ,ମନ୍ତ୍ରୀ ନହେବା ମତେ କିଛି ସମୟ ପାଇଁ ଖରାପ ଲାଗିଲା : ଜୁଏଲ

Sundargarh/ Horachand Deuria   :  “ମୁଁ ଜାଣିଛି  ମୁଁ ମନ୍ତ୍ରୀ ହେଲିନି ବୋଲି ସେଥିପାଇଁ ଆପଣମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଟିକିଏ ମନଦୁଃଖ ଲାଗିଛି ।  ମୁ ମନ୍ତ୍ରୀ ନହେଲି ବୋଲି କାହିଁକି ମନ ଦୁଃଖ କରିବି ? ପ୍ରଥମ ଥର ଯେତେବେଳେ ମନ୍ତ୍ରୀ ହେଲି ମୋ ଠାରୁ କଣ ଯୋଗ୍ୟ କେହି ନଥିଲେ ? …

“ପ୍ରତାପ ଷଡ଼ଙ୍ଗୀଙ୍କ ମନ୍ତ୍ରୀତ୍ୱ ଓଡିଶାର ଗ୍ରାମାଂଞ୍ଚଳରେ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବ”

 ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ପ୍ରତାପଙ୍କ ଭେଟିଲେ ସାହ ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ପରିଷଦରେ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଥିବା ଓଡ଼ିଶାର ମୋଦି ଭାବେ ଜାତୀୟ ଗଣମାଧ୍ୟମରେ ପରିଚିତ ଶ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ନୂଆଦିଲ୍ଲୀ ଠାରେ ସାକ୍ଷାତ କରିଛନ୍ତି ବଜରଙ୍ଗ ଦଳର ତାଙ୍କ…

ୟେ କ୍ୟା ହୁଆ…..କେସେ ହୁଆ ….

ମାନସ ମନ୍ଥନ କରି ବିଜେଡି ଖୋଜୁଛି ପରାଜୟର କାରଣ ବାରିପଦା(ଶାସକ ପ୍ରଶାସକ))- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରିଥାଏ । ଜିଲ୍ଲାରେ ବାରିପଦା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ସଙ୍ଗଠନ ଅନ୍ୟ ନିର୍ବାଚନ ମଣ୍ଡଳୀଠାରୁ ଅଧିକ ଶକ୍ତିଶାଳୀ…

ଭଦ୍ରକରେ ରାଜାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

    ଭଦ୍ରକ (ସତ୍ୟଭୂଷଣ ସ୍ୱାମୀ )୨୦୧୯ ନିର୍ବାଚନରେ  ଭଦ୍ରକ ଜିଲ୍ଲାର ୫ଟି ବିଧାନସଭା ମଧ୍ୟରୁ ୪ଟି ରେ ବିଜୟଲାଭ କରିବା ସହିତ ସାଂସଦ ଆସନ ମଧ୍ୟ ଦଖଲ କରିଛି ବିଜେଡି। ତେବେ ଏହି ଦଳର ପ୍ରାର୍ଥୀମାନଙ୍କ ବିଜୟ ବ୍ୟବଧାନ ଓ ହାରିବାର କାରଣ ନେଇ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଖାଦ୍ୟ, ଯୋଗାଣ…

ଜଗତସିଂହପୁର ବିଜେଡିର ବିଜୟ ସମାବେଶ: ନବନିର୍ବାଚିତ ବିଧାୟକ ଓ ମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା

 ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ବ୍ଲକ ଓ ପୌରାଞ୍ଚଳ ପକ୍ଷରୁ ଜଗତସିଂହପୁର ବଜାର ସ୍ଥିତ ସାରଦା ମଣ୍ଡପ ଠାରେ ଅନୁଷ୍ଠିତ ବିଜୟ ସମାବେଶରେ ନବନିର୍ବାଚିତ ଦୁଇ ବିଧାୟକ ଓ ମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ନବନିର୍ବାଚିତ ଦୁଇ ବିଧାୟକ ଓ ମନ୍ତ୍ରୀ ପ୍ରଥମେ…