Browsing Category

ରାଜନୀତି

ଦୁଇ ବାଇକ ଚୋର ସମେତ ଗୋଟିଏ ମୋବାଇଲ ଚୋର ଗିରଫ

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :- ଆଜି ସୁନ୍ଦରଗଡ଼ ଟାଉନ ପୋଲିସ ପକ୍ଷରୁ  ଦୁଇଟି ବାଇକ ଚୋର ଏବଂ ଗୋଟିଏ ମୋବାଇଲ ଚୋର କୁ ଗିରଫ କରିଛି | ପ୍ରାପ୍ତ ସୂଚନା ରୁ ଜାହାଜଣାପଡିଛି ଦୁଇ ବାଇକ ଚୋର କିଛିଦିନ ଆଗରୁ ମହେଶଡ଼ିହି ଅଞ୍ଚଳରୁ ଗୋଟିଏ ବାଇକ ଚୋରୀ କରିଥିବା ବେଳେ ଆଜି ସେହି ଚୋରୀ ବାଇକ ଯୋଗେ…

କିର୍ମିରା ବ୍ଲକ କଂଗ୍ରେସ ଦ୍ୱାରା ପେଟ୍ରୋଲ ଓ ଡିଜେଲ ର ଅହେତୁକ ଦର ବୃଦ୍ଧିକୁ ପ୍ରତିବାଦ ।

ଝାରସୁଗୁଡ଼ା : (ସୁଭାଷ ସହାରେ)-କିର୍ମିରା ବ୍ଲକ କଂଗ୍ରେସ ଦ୍ୱାରା ପେଟ୍ରୋଲ ଓ ଡିଜେଲ ର ଅହେତୁକ ଦର ବୃଦ୍ଧିକୁ ପ୍ରତିବାଦ । ଝାରସୁଗୁଡା ଜିଲ୍ଲାର କିର୍ମିରା ବ୍ଲକ ଦେଶରେ ହୁ ହୁ ହୋଇ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୦ ଟଙ୍କାକୁ ପହଂଚିଗଲାଣି ।ବର୍ତ୍ତମାନ ମହାମାରୀ କୋରନାରେ ଜର୍ଜରିତ…

ମୟୁରଭଞ୍ଜ ବିଜେଡି ରାଜନୀତିରେ ବବିଙ୍କ ରାମାୟଣ ଫର୍ମୁଲା 

ଦେବାଶିଷଙ୍କୁ ବବିଙ୍କ ପରାମର୍ଶ : ସୁଦାମ ଓ ସାନନ୍ଦ ରାମ-ଲକ୍ଷ୍ମଣ, ଭରତ ଭଳି ସହଯୋଗ କର  ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବିଜେଡ଼ିରେ ଜିଲ୍ଲା ବିଜେଡ଼ିରେ ୩ ମାର୍ଣ୍ଡି ଅର୍ଥାତ୍ ମାର୍ଣ୍ଡି ତ୍ରିମୁର୍ତ୍ତି  । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା…

କୋଭିଡ୍‌ ମୁକାବିଲା : ଦଳର ବିଧାୟକମାନଙ୍କୁ ୮ ସୂତ୍ରୀ ଗୁରୁମନ୍ତ୍ର ଦେଲେ ନବୀନ 

କୋଭିଡ଼ ବିରୋଧୀ ଲଢେଇରେ ସ୍ବେଛାସେବୀ ଭଳି କାମ କରିବାକୁ ହେବ  ଆପଣ କୋଭିଡ ଗାଇଡ୍‌ ଲାଇନ୍ସ ପାଳନ କରି ଆମର କର୍ମୀ ଓ ଲୋକମାନଙ୍କୁ ପ୍ରେରଣା ଦିଅନ୍ତୁ।  ଭୁବନେଶ୍ୱର : "ବର୍ତ୍ତମାନ ମାନବ ଜାତି ଏକ ଅଭୂତପୂର୍ବ ସଂକଟ ମଧ୍ୟ ଦେଇ ଗତି କରୁଛି। ଏହି ସଂକଟକୁ ସଫଳ ଭାବରେ…

ତେଲ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାରେ କଂଗ୍ରେସ : ରାସ୍ତାରେ ଲୋକଙ୍କୁ ଅଟକାଇ ମତ ଲୋଡିଲେ ନିରଞ୍ଜନ

 ଭୁବେନଶ୍ୱର(ଶାସକ ପ୍ରଶାସକ)  – ବର୍ତମାନ କେନ୍ଦ୍ର ବିଜେପି ସରକାର ସମୟରେ ତୈଳ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି । ଏଇ କିଛିଦିନ ହେଲା ଲଗାତର ପେଟ୍ରୋଲ ଓ ଡିଜେଲର ଦାମ ବଢି ବର୍ତମାନ ଯଥାକ୍ରମେ ପ୍ରାୟ ୮୧ ଟଙ୍କା ଓ ୮୦ ଟଙ୍କାରେ ପହଂଚିଲାଣି । ଫଳରେ ଜନସାଧାରଣ ନାହିଁ ନଥିବା…

ରାଜ୍ୟ ସରକାର ରଥଯାତ୍ରା କରାଇ ଦେବାକୁ ଚାହୁଁ ନ ଥିଲେ : ବୈଜୟନ୍ତ 

ରେଙ୍ଗାଲି ବିଧାନସଭା ଭର୍ଚୁଏଲ ରେଲିର ଜନ ସମ୍ବାଦ କାର୍ଯ୍ୟକ୍ରମରେ ଉଦବୋଧନ ଦେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ରେଙ୍ଗାଲି/ ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ଵିତୀୟ ପର୍ଯ୍ୟାୟ ର ପ୍ରଥମ ବର୍ଷ…

ତୈଳ ଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର(ଶାସକ ପ୍ରଶାସକ) – ଲଗାତର ୨୦ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଓଡିଶା ପ୍ରଦେଶ ଯୁବ କଂଗ୍ରେସର ନବନିଯୁକ୍ତ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ମାଷ୍ଟର କ୍ୟାଂଟିନ୍ ଛକଠାରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଉଭୟ କେନ୍ଦ୍ର ଓ…

ଦେଶର ସୈନିକଙ୍କ ମନୋବଳକୁ ଦୃଢ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି – ଧର୍ମେନ୍ଦ୍ର ପ୍ରଧାନ

ଝାଡଖଣ୍ଡ ଜନସମ୍ବାଦ ରାଲିରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ • ପୂର୍ବ ଭାରତର ବିକାଶ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତା • କୋଇଲା କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଝାଡଖଣ୍ଡର ସ୍ଥାନୀୟ ଅର୍ଥନୀତି ସୁଦୃଢ କରିବ • ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଝାଡଖଣ୍ଡକୁ ଅଧିକ ଲାଭ ମିଳିଛି •…

ଯୋଗାଣ ସହାୟକଙ୍କ ନାଁ ରେ ଦୁଷ୍କର୍ମ ଅଭିଯୋଗ :  ଏସ.ପି ଙ୍କ ଦ୍ୱାରସ୍ଥ ହେଲେ ଆଠମାସର ଗର୍ଭବତୀ ଯୁବତୀ

ବିବାହର ପ୍ରତିଶୃତି ଦେଇ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ । ନ୍ୟାୟ ପାଇଁ ବାରଦୁଆର ଗର୍ଭବତୀ ଯୁବତୀ ।  ମୁରିବାହଲ୍ /ଟିଟିଲାଗଡ-ଗୌରବ ଦର୍ଜି : ଏମିତି ଏକ ସମ୍ୱେଦନଶୀଳ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚଲକି ଗାଁ ରେ । ଗତ ସେପ୍ଟେମ୍ୱର ମାସରେ ଜଣେ ନାବାଲିକାକୁ ବିବାହ  ହେବାର…

“ମନ ମାନୁନି , ହେଲେ ମାନିବାକୁ ପଡିବ : ବୋଧହୁଏ ମହାପ୍ରଭୁଙ୍କ ଇଚ୍ଛା” 

ଭୁବନେଶ୍ୱର,(ଶାସକ ପ୍ରଶାସକ): ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ  ଦେଇଥିବା ବେଳେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତିକୁ ସ୍ୱୀକାର କରିବାକୁ ପଡିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।ଶ୍ରୀ ମହାନ୍ତି…