Browsing Category

ରାଜନୀତି

 ଓଡିଶାକୁ କେନ୍ଦ୍ରର ୫୧୨୨ କୋଟି ଜିଏସଟି  ସହାୟତା ରାଶି ପ୍ରଦାନ : କରୋନାରେ ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ…

• ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ • ବିଗତ ୩ ବର୍ଷ ଧରି ଓଡ଼ିଶାକୁ ଜିଏସଟି ସହାୟତା ରାଶି ପ୍ରଦାନରେ କ୍ରମାଗତ ବୃଦ୍ଧି • ଓଡିଶାରେ ବିକାଶମୂଳକ କାର୍ଯ୍ୟ ବୃଦ୍ଧି ପାଇଁ ରାଜ୍ୟ ଅର୍ଥନୀତିକୁ ଗତି ଦେବ • ଓଡ଼ିଶା ସର୍ବଦା ମୋଦି ସରକାରଙ୍କ…

କେତେ ଦିନ ଯାଏ ନିଜ ପିଠି ନିଜେ ଥାପୁଡାଇବ ବିଜେଡି :ବିଜେପି

 ଖବରକାଗଜରେ ମନରେଗା ଦୁର୍ନୀତି ସଂପର୍କିତ ଖବର ବୋଧେ ଶାସକ ଦଳର ମୁଖପାତ୍ର ପଢୁନାହାଁନ୍ତି  ନିର୍ଦ୍ଧିଷ୍ଟ  ପ୍ରଶ୍ନର ଉତର ନଦେଇ ଶାସକ ଦଳର ମୁଖପାତ୍ର ନିଜର ଅପାରଗତା ଲୁଚାଇବାକୁ ଯାଇ ବିଭିନ୍ନ ଆଳ ଦେଖାଇ ରାଜନୀତି ନକରିବା ପାଇଁ କହିବା ଦୁର୍ଭାଗ୍ୟଜନକ  ଯଦି ସତସାହାସ ଅଛି ତେବେ…

କରୋନା ପରିଚାଳନାରେ ସଂପୂର୍ଣ୍ଣଭାବେ ବିଫଳ ହୋଇଛନ୍ତି ରାଜ୍ୟସରକାର:ବିଜେପି

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପ୍ରସଙ୍ଗ  ରାଜ୍ୟସରକାରଙ୍କ ମୁଖପାତ୍ର ଏବଂ ସଚିବ ମାନେ ବିଭ୍ରାନ୍ତିକର ତଥ୍ୟ ରଖି ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି  କୋରନାକୁ ରୋକିବା ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିନାହାଁନ୍ତି ରାଜ୍ୟସରକାର  ମୋଦି ସରକାର କରୋନାକୁ…

ବିଡିଓ-କଂଟ୍ରାକ୍ଟର-ବିଜେଡି ବୁଝାମଣା , ମନରେଗା ହୋଇଛି ବାଟବଣା :ବିଜେପି

ରାଜ୍ୟରେ ମନରେଗା କାମରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପ୍ରସଙ୍ଗ      ଲୋକଙ୍କୁ ମିଳୁନି ମନରେଗା କାମର ସୁଫଳ, ଦୁର୍ନୀତି ଦିଶୁଛି ଜଳଜଳ        ଜେସିବି ଓ ଟ୍ରାକ୍ଟର କରୁଛନ୍ତି ରାତିଅଧିଆ କାମ      ହିତାଧିକାରୀ ଭାବେ ଦର୍ଶାଯାଇଛି ମୃତ ବ୍ୟକ୍ତି, ସରକାରୀ ଚାକିରିଆ, ପ୍ରବାସୀ ଓ…

ଅପରାଧୀଙ୍କୁ ଅପରାଧ କରିବାକୁ ପୂରା ସ୍ୱାଧୀନତା ଦେଉଛନ୍ତି ରାଜ୍ୟସରକାର:ମହିଳାମୋର୍ଚ୍ଚା

କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତର ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ଆତ୍ମହତ୍ୟା ରିପୋର୍ଟ ଦର୍ଶାଇବା ପ୍ରସଙ୍ଗ ଭୁବନେଶ୍ୱର,(ଶାସକ ପ୍ରଶାସକ) : ବିଜେଡି ଶାସନରେ ଆଦିବାସୀ ମହିଳା ହୋଇ ଜନ୍ମହେବା ଅଭିଶାପ ପାଲଟିଛି । ଏଠି ଶାସକ ଦଳ ନେତାଙ୍କ ଇଙ୍ଗିତରେ…

କାଳିଆ ଟଙ୍କା ଫେରସ୍ତ ପାଇଁ ଅଯୋଗ୍ୟଙ୍କୁ ନୋଟିସ କରିବା ଦୁର୍ଭାଗ୍ୟଜନକ -ଜୟଦେବ ଜେନା

ଭୁବନେଶ୍ୱର (ଶାସକ ପ୍ରଶାସକ) :  ସରକାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଫେରସ୍ତ କରିବା ପାଇଁ ନୋଟିସ କରିବା ଦୁର୍ଭାଗ୍ୟଜନକ ବୋଲି ପୂର୍ବତନ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା  କହିଛନ୍ତି । http://www.youtube.com/watch?v=q8cH_Egc2LQ ଶ୍ରୀ ଜେନା କହିଛନ୍ତି ଯେ ସେମାନେ…

ରାଜସ୍ଥାନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ର ରାଜଭବନ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର(ଶାସକ ପ୍ରଶାସକ) -କେନ୍ଦ୍ରର ବିଜେପି ସରକାର ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି ଏବଂ କ୍ରମାଗତ ଭାବେ କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ଲୋକଙ୍କ ଦ୍ୱାରା ନିର୍ବାଚିତ  ସରକାରଙ୍କୁ ଅନୈତିକ ଉପାୟରେ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରୁଛି ବୋଲି ପ୍ରଦେଶ…

 ଚାଷୀଭାଇ ମାନେ ଟଙ୍କାଟିଏ ବି ଫେରାନ୍ତୁନି : ପ୍ରଦୀପ୍ତ ନାଏକ

କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀ ଦର୍ଶାଇ ଚାଷୀଙ୍କୁ ନୋଟିସ ପଠାଯିବା ପ୍ରସଙ୍ଗ  ଯେଉଁ ଅଧିକାରୀମାନେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ବାଛିଥିଲେ ସେମାନଙ୍କଠୁ  ଆଦାୟ ହେଉ ଟଙ୍କା   ଚାଷୀଙ୍କ ପାଖରୁ ଅର୍ଥ ଆଦାୟ କରିବାର ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ରାଜ୍ୟସରକାର …

ଓଡିଶା ସରକାରଙ୍କ ସହାୟତା ନେଇ ବିଜେପି ଅବଗତ ନୁହେଁ: ବିଜେଡି

ଭୁବନେଶ୍ୱର,(ଶାସକ ପ୍ରଶାସକ) :  ଓଡିଶା ସରକାର ଗତ ଏପ୍ରିଲ ମାସଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ର କାର୍ଡଧାରୀ ମାନଙ୍କୁ ଅଗ୍ରୀମ ଭାବେ ମାସକୁ ୫କିଲୋ ଚାଉଳ ଓ ଏକ କିଲୋ ଡାଲି ଯୋଗାଇ ଦେଉଛନ୍ତି ଏବଂ ଆଗାମୀ ୫ମାସ ପାଇଁ ମାଗଣାରେ ଅନୁରୂପ ପରିମାଣ ଚାଉଳ ଓ ଡାଲି ଯୋଗାଇ ଦେବେ । ବିଜେପି…

ସମ ହସ୍ପିଟାଲ ବିରୋଧରେ ଆଣିଥିବା ଅଭିଯୋଗକୁ ନେଇ ଦୁଃଖ ପ୍ରକାଶ କଲେ ସୁର

କହିଲେ" ମୁ ବାଉଳିରେ କହିଦେଇଥିଲି, ସମ ହସ୍ପିଟାଲ ଭଲ ରୋଗୀ ସେବା କରୁଛି"  ଭୁବନେଶ୍ୱର (ଶାସକ ପ୍ରଶାସକ ):  କରୋନା ମହାମାରୀକୁ ଦୃଢତାର ସହ ରାଜ୍ୟ ସରକାର ମୁକାବିଲା କରୁଛନ୍ତି ।  ଏଥିରେ ବିଭିନ୍ନ ଘରୋଇ ହସ୍ପିଟାଲ ମଧ୍ୟ ବେଶ ସହଯୋଗ କରୁଛନ୍ତି । ବିଶେଷ କରି ସମ ହସ୍ପିଟାଲ ପ୍ରମୁଖ…