Browsing Category

ରାଜନୀତି

କାର୍ଯ୍ୟକାରିଣୀ ଅବସରରେ କର୍ମକର୍ତ୍ତା ଓ ନେତାଙ୍କୁ ଧର୍ମେନ୍ଦ୍ରଙ୍କ “୪-ସ” ମନ୍ତ୍ର 

ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର ନୂଆ ଓ ଆତ୍ମନିର୍ଭର ଓଡ଼ିଶା ପାଇଁ ଆସନ୍ତୁ ଅକ୍ଳାନ୍ତ ପରିଶ୍ରମ କରିବା - ଧର୍ମେନ୍ଦ୍ର ପ୍ରଧାନ •  ବିଜେପି ଆଜି ଦେଶରେ ବୃହତ ବଟ୍ଟବୃକ୍ଷର ରୂପ ନେଇଛି  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ସେବା ସପ୍ତାହ ପାଳନ କରିବା • ସାଢେ ୪ କୋଟି…

ଆଗାମୀ ନିର୍ବାଚନ ପାଇଁ ନଡ୍ଡା ଦେଲେ ଟାର୍ଗେଟ : ୫୦% ଭୋଟରେ ଓଡିଶାରେ ବିଜେପି ସରକାର ଗଢିବାକୁ କାର୍ଯ୍ୟକର୍ତାଙ୍କୁ…

ରାଜ୍ୟ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କ ଅଭିଭାଷଣ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ‘ଲକଡାଉନ ଓ ଜନତା କର୍ଫ୍ୟୁ ’ ଜରିଆ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସମଗ୍ର ବିଶ୍ୱ ଓ ୟୁନିସେଫ ଭୁୟସୀ ପ୍ରଶଂସା କରିଛନ୍ତି   ଜାତୀୟ…

ପ୍ରଧାନମନ୍ତ୍ରୀଙ୍କ ବୈଚାରିକ ଦର୍ଶନକୁ ଜନ ଆନ୍ଦୋଳନର ରୂପ ଦେବାକୁ ହେବ – ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ନେଇ ଆୟୋଜିତ ଭର୍ଚୁଆଲ ‘ବୁଦ୍ଧିଜୀବୀ ସମ୍ମିଳନୀ'ରେ କେନ୍ଦ୍ରମନ୍ତ୍ରୀ • ଭାରତୀୟତାକୁ ସର୍ବବ୍ୟାପୀ ଦର୍ଶନର ରୂପ ଦେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦର୍ଶନ • ସଂଗଠନ, ସମାଜ ଏବଂ ଦେଶକୁ ଭାରତୀୟତାର ବୈଚାରିକ ସୁଦୀର୍ଘ ପଥକୁ ଅଧିକ ପ୍ରଶସ୍ତ କରିବ •…

କୃଷକଙ୍କ ସମସ୍ୟାର ଆଠ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ।

ବୁଗୁଡା ;(ଡଃ କୁମୁଦ ଚନ୍ଦ୍ର ବେହେରା)  ଖୋଦ୍ ମୂଖ୍ୟମନ୍ତ୍ରୀଙ୍କ ଜିଲ୍ଲା ବୋଲାଉଥିବା ଗଞ୍ଜାମ ଜିଲ୍ଲାରେ କୃଷକ ମାରଣ ନୀତି ତୀବ୍ରତର ହେଉଛି । ଖବରରୁ ପ୍ରକାଶ ଯେ ଚାଷୀମାନଙ୍କ ଫସଲ ପାଇଁ ବର୍ତ୍ତମାନ ସାର ର ଆବଶ୍ୟକତା ରହିଛି । ରାଜ୍ୟ ସରକାର ସମୁଦ୍ରକୁ ଶଙ୍ଖେ ଭଳି ସାର ଯୋଗାଉଥିବା ବେଳେ…

ମୁଖ୍ୟମନ୍ତ୍ରୀ ସଦାସର୍ବଦା ଅର୍ଥନୀତିଠାରୁ ଲୋକଙ୍କ ଜୀବନକୁ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି : ପ୍ରଣବ ପ୍ରକାଶ 

ଭର୍ଚୁଆଲ୍ ବୈଠକ ମାଧ୍ୟମରେ ବିଜୁ ଯୁବ ଛାତ୍ରଜନତା ଦଳର ପଞ୍ଚମ ପର୍ଯ୍ୟାୟ ସାଙ୍ଗଠନିକ ସମୀକ୍ଷା ପଶ୍ଚିମ ଓଡିଶାର ବଲାଙ୍ଗିର, ସମ୍ବଲପୁର, ବରଗଡ ଓ ଝାରସୁଗୁଡା ଜିଲ୍ଲାର ତୃଣମୂଳସ୍ତରୀୟ ସାଂଗଠନିକ କାର୍ଯ୍ୟର ସମୀକ୍ଷା କଲେ ବବି   ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ପଞ୍ଚମ ପର୍ଯ୍ୟାୟ…

“ତ୍ୟାଗକୁ ମନ୍ତ୍ର କରି ଅସହାୟ ଓ ବିପନ୍ନଙ୍କ ସେବାରେ ବ୍ରତୀ ହୁଅନ୍ତୁ ”  

  ବିଜୁ ଯୁବ ଛାତ୍ର ଜନତା ଦଳର ଚତୁର୍ଥ ପର୍ଯ୍ୟାୟ ଭର୍ଚୁଆଲ୍ ସାଙ୍ଗଠନିକ ସମୀକ୍ଷା ବୈଠକରେ ବବିଙ୍କ ପରାମର୍ଶ  ଭୁବନେଶ୍ୱର (ଶାସକ ପ୍ରଶାସକ) : ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ଭର୍ଚୁଆଲ୍ ସମୀକ୍ଷା ବୈଠକ ହୋଇଯାଇଅଛି । ଆଜି ଓଡିଶାର କେନ୍ଦ୍ରାପଡା, ନୟାଗଡ, ଢେଙ୍କାନାଳ…

ଦିଲ୍ଲୀରେ ବଗଲା : ବଗଲା ଧର୍ମଶାଳା ପ୍ରସଙ୍ଗରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ଡ.ସମ୍ବିତ…

ଘଟଣା ସଂପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ସ୍ମାରକ ପତ୍ର ପ୍ରଦାନ କରିଲେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରାଯିବ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆମେ ଲଢେଇ ଜାରି ରହିବ ଭୁବନେଶ୍ୱର,: ବହୁ ଚର୍ଚ୍ଚିତ ପୁରୀ ବଗଲା ଧର୍ମଶାଳା…

ବଗଲା ଧର୍ମଶାଳା ସଂପୂର୍ଣ୍ଣ ଜମି ଅଧିଗ୍ରହଣ ବେଆଇନ୍ 

ଭୁବନେଶ୍ୱର(ଶାସକ ପ୍ରଶାସକ) – ଶ୍ରୀମନ୍ଦିର ସୁରକ୍ଷା କରିଡର ନାଁରେ ସରକାରଙ୍କୁ ବିଶ୍ୱାସ କରି ଜମି ହରାଇଥିବା ପୁରୀର ସମସ୍ତ ବ୍ୟକ୍ତି ଠକାମୀର ଶିକାର ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ…

ଯୁବ ଛାତ୍ର ନେତୃତ୍ୱକୁ ବବି ଦେଲେ ପ୍ରେରଣାତ୍ମକ ସାଙ୍ଗଠନିକ ଗୁରୁ ଜ୍ଞାନ 

ବିଜୁ ଯୁବ ଛାତ୍ର ଜନତା ଦଳର ଭର୍ଚୁଆଲ୍ ମିଟିଙ୍ଗ୍ ଦ୍ୱାରା ୪ଜିଲ୍ଲାର ସାଙ୍ଗଠନିକ ସମୀକ୍ଷା ବୈଠକ  ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ସାଙ୍ଗଠନିକ ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍ ମିଟିଙ୍ଗର୍ ଅୟଆରମ୍ଭ ହୋଇଯାଇଛି । ପ୍ରଥମ  ପର୍ଯ୍ୟାୟରେ ୪ଜିଲ୍ଲା…

ଗ୍ରାମାଞ୍ଚଳ ଗୃହ ନିର୍ମାଣ ନେଇ ଭ୍ରମିତ କରୁଛି ବିଜେପି : ବିଜେଡି

ଭୁବନେଶ୍ୱର, (ଶାସକ ପ୍ରଶାସକ) : ରାଜ୍ୟରେ ସଫଳତାର ସହ ପକ୍କାଘର ନିର୍ମାଣ ପାଇଁ ବିଜେପି ଶାସିତ କେନ୍ଦ୍ର ସରକାରଦିଲ୍ଲୀରେ ଓଡିଶାକୁ ପୁରସ୍କୃତ କରୁଥିବାବେଳେ ଓଡିଶା ବିଜେପି କିନ୍ତୁ ନିୟମିତ ଭାବେ ଏ ସଂକ୍ରାନ୍ତରେ ମିଥ୍ୟା ସୂଚନା ଦେବା ସହିତ ଓଡିଶାବାସୀଙ୍କୁ ଭ୍ରମରେ ପକାଇବାକୁ ଅପଚେଷ୍ଟା…