Browsing Category

ରାଜନୀତି

ବିଜୁ ଜନତା ଦଳର ଚବିଶିତମ ପ୍ରତିଷ୍ଠା ଦିବସ ପାଳିତ । 

ବରଗଡ :- ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଅଧ୍ୟକ୍ଷତାରେ ଆଜି ନିର୍ବାଚନ ମଣ୍ଡଳୀ ର ସାଲେପାଲି ଗ୍ରାମରେ ବିଜୁ ଜନତା ଦଳର 24ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ପ୍ରଥମେ…

ପୁନର୍ଗଠିତ ହେଲା ବିଜେଡି ମିଡ଼ିଆ ଟିମ 

ଛ ଜଣ ଜାତୀୟ ମୁଖପାତ୍ର, ଷୋହଳ ମୁଖପାତ୍ର ଏବଂ ଚଉଦ ପ୍ୟାନେଲିଷ୍ଟ | ଭୁବନେଶ୍ୱର:  ବିଜୁ ଜନତା ଦଳ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳର ମିଡିଆ ଟିମ  ପୁନର୍ଗଠନ କରାଯାଇଛି । ଦଳର ପୁନର୍ଗଠିତ ମିଡିଆ ଟିମରେ ଛ ଜଣ ଜାତୀୟ ମୁଖପାତ୍ର, ଷୋହଳ ମୁଖପାତ୍ର ଏବଂ ଚଉଦ ଜଣ…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡିର କର୍ମୀ ବୈଠକ। 

  ଝାରସୁଗୁଡ଼ା :(ସୁଭାଷ ସହାରେ) -ଆସନ୍ତା ଝାରସୁଗୁଡ଼ା ପୌରପାଳିକା ନିର୍ବାଚନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାଇଁ ଅଗ୍ନିପରୀକ୍ଷାର ବେଳ। ଗୋଟିଏ ପକ୍ଷରେ ନିଜର ନବନିଯୁକ୍ତ ଦଳର ପ୍ରଦର୍ଶନକୁ ନେଇ ବେଶ୍ ଆଶାବାନ ଥିବା କଂଗ୍ରେସ ଦଳ ଓ ଅନ୍ୟପକ୍ଷରେ ରାଷ୍ଟ୍ରୀୟ ରାଜନୀତିରେ ଗୋଟିଏ ପରେ ଗୋଟିଏ ସଫଳତା…

ପାଇକମାଲ ଓ ଝାରବନ୍ଧ ବ୍ଳକ ରେ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ 

ପଦ୍ମପୁର-ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଲ ଓ ଝାରବନ୍ଧ ବ୍ଳକ ରେ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ ହୋଇଥିଲା । ବୈଠକରେ ନବ କାର୍ଯ୍ୟଭାର ପାଇଥିବା ଜିଲ୍ଲା ସଭାପତି ପୂର୍ବତନ ବିଧାୟକ ଅତାବିରା ଶ୍ରୀ ନିହାର ମାହାନନ୍ଦ, ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ସତ୍ୟ…

ନିଜ ଦୋଷ ଘୋଡାଇବାକୁ ବିଜେଡ଼ିର ଶସ୍ତା ରାଜନୀତି

ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ନାମରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାମକରଣକୁ ଜେଏମଏମର ବିରୋଧ  ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କର ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସରକାର ମହାରାଜାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା…

ଏସସି ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍ ପରବର୍ତୀ ବୃତ୍ତି ଯୋଜନାରେ ୬୦% ଅର୍ଥ କେନ୍ଦ୍ର ଯୋଗାଇଦେବା ନିଷ୍ପତି ଐତିହାସିକ…

ଏସସି ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ରର ୫୯ ହଜାର କୋଟିର ମାଟ୍ରିକ ପରବର୍ତୀ ବୃତ୍ତି ଯୋଜନା ମଞ୍ଜୁରିକୁ ସ୍ୱାଗତ   ନୂଆଦିଲ୍ଲୀ/ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୫୯…

 ବିଜେପି ହାତରୁ ଜିଲ୍ଲା ପରିଷଦ ଆସନ ଛଡାଇ ନେଲା ବିଜେଡି 

କମୁଛି କନକଙ୍କ ଧାକ, ବଢିଛି ସରୋଜଙ୍କ ପତିଆରା   ବଲାଙ୍ଗୀର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର): ବଲାଙ୍ଗୀର ଜିଲ୍ଲାରେ ଅନୁଷ୍ଠିତ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେପିକୁ ଲାଗିଛି ଶକ୍ତ ଝଟକା | ବିଜେପି ହାତରେ ଥିବା ଜିଲ୍ଲା ପରିଷଦ ଆସନଟିକୁ ଛଡାଇ ନେଇଛି ବିଜେଡି | ଚାରି…

ବିଜେପି ସମର୍ଥିତ ପ୍ରାର୍ଥୀ ସରପଂଚ ନିର୍ବାଚିତ 

ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା ) : ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀର ବୁଗୁଡା ବ୍ଲକ ବି.କରଡାବାଡ଼ି ପଂଚାୟତରେ ହୋଇଥିବା ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ  ନିତ୍ୟନନ୍ଦ ବିପୁଳ ଭୋଟରେ ନିକଟତମ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ପରାସ୍ତ କରି ବିଜୟ ହୋଇଛନ୍ତି। ଏହି ବିଜୟ…

“ଛାତ୍ରଛାତ୍ରୀମାନେ ନୂତନ ଯୁଗର ସାରଥୀ”

ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର,(ଶାସକ ପ୍ରଶାସକ) : ଆଜି ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଦଳୀୟ ସଦସ୍ୟଙ୍କ ଗଠନମୂଳକ ପରାମର୍ଶକୁ ସରକାରରେ ଓ ଦଳରେ ଦିଆଯିବ ପ୍ରାଥମିକତା 

ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନଙ୍କ ଘୋଷଣା  ସରକାରଙ୍କ କାର୍ଯ୍ୟଧାରା ଉପରେ ରାଜ୍ୟ ପରିଷଦ ସଦସ୍ୟ ସଦସ୍ୟା ଦିଅନ୍ତୁ ଗୋଟିଏ ଗୋଟିଏ ପ୍ରସ୍ତାବ  ଉପଯୋଗୀ ପରାମର୍ଶକୁ କାର୍ଯ୍ୟକାରୀ କରିବେ ଦଳ ଓ ସରକାର  ମୟୁର ଭଞ୍ଜ ଜିଲ୍ଲା ବିଜେଡି କମିଟିର ପ୍ରସ୍ତାବ ହେବ କାର୍ଯ୍ୟକାରୀ…