Browsing Category

ରାଜନୀତି

କାଲି ଦେଶବ୍ୟାପୀ ଟୀକାକରଣ ଅଭିଯାନର ଶ୍ରୀଗଣେଶ କରିବେ  ପ୍ରଧାନମନ୍ତ୍ରୀ

୩୦୦୦ରୁ ଊର୍ଦ୍ଧ୍ବ ଟୀକାକରଣ କେନ୍ଦ୍ର ଯୋଡ଼ି ହେବେ  ଭର୍ଚୁଆଲ ମାଧ୍ୟମରେ  ଉଦଘାଟନୀ ଦିବସରେ ପ୍ରତ୍ୟେକ କେନ୍ଦ୍ରରେ ପ୍ରାୟ ୧୦୦ ହିତାଧିକାରୀ ନେବେ ଟୀକା  ଶାସକ ପ୍ରଶାସକ( ଭୁବନେଶ୍ୱର) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଜାନୁଆରୀ, ୨୦୨୧ ପୂର୍ବାହ୍ନ ସାଢ଼େ ଦଶଟା…

କୄଷି ଆଇନ ବିରୋଧରେ ଚାଳିଥିବା ଆନ୍ଦୋଳନ ପ୍ରତ୍ୟାହାର ପାଇଁ ବିଜେପି ରାଜ୍ୟ କୄଷକ ମୋର୍ଚ୍ଚା  ସଭାପତି ଙ୍କ ଆହ୍ନାନ।

ରମାକାନ୍ତ ବିଶ୍ବା/.ସମ୍ବଲପୁର - ଦିଲ୍ଲୀ ରେ କୄଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୄଷକ ମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପାଇଁ ଅପିଲ କରିଛନ୍ତି ରାଜ୍ୟ ବିଜେପି କୄଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରୋହିତ । ଚାଷି ଆନ୍ଦୋଳନ ଓ କୄଷି ଆଇନ ଉପରେ ସୁପ୍ରିମକୋଟ  ରାୟଦେଇ କୄଷି ଆଇନ କୁ…

ଭଞ୍ଜନଗର ଗସ୍ତରେ କଂଗ୍ରେସ ଜିଲ୍ଲା ସଭାପତି ରମେଶ ଜେନା

ଯୁବ ଗୋଷ୍ଠ ଙ୍କ ସହଯୋଗରେ ନୂତନ ରଣନୀତି ସହ ଆଗେଇବ କଂଗ୍ରେସ  ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ମଙ୍ଗଳବାର ଭଞ୍ଜନଗର ଗସ୍ତରେ ଆସିଥିଲେ। ଏହି ଗ୍ରସ୍ତ ଅବସରରେ ଦୀର୍ଘ ଦିନ ଧରି ସୁପ୍ତ ଥିବା ଭଂଜନଗର…

ଝାରସୁଗୁଡ଼ାରେ ଆରୋପ ପ୍ରତ୍ୟାରୋପ ରାଜନୀତି। 

ଝାରସୁଗୁଡ଼ା ବିଜେପିର ମୁଖ୍ୟ ଟାର୍ଗେଟରେ ନବଦାସ।  ଝାରସୁଗୁଡ଼ା :(ସୁଭାଷ ସହାରେ)-ରାଜନୀତିର ପଶାପାଳିରେ କିଏ କେତେବେଳେ କେଉଁ ବାଜି ଖେଳି ପ୍ରତିଦ୍ୱନ୍ଦୀକୁ ଧରାଶାୟୀ କରିବ ତାହାର ଯୋଜନା କରିବା କିଛି ନୂଆ କଥା ନୁହେଁ। ଦୀର୍ଘ ଦିନରୁ ଝାରସୁଗୁଡ଼ା ଜିଲ୍ଲାରେ ଏକାଧିପତ୍ୟ ବଜାୟ ରଖିବାରେ ସକ୍ଷମ…

 କୃତାର୍ଥ ମଣିଲି- ଧର୍ମେନ୍ଦ୍ର 

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ପୁରୀ, (ଶାସକ ପ୍ରଶାସକ) –କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମକୁ କହିଛନ୍ତି ଯେ ଦୀର୍ଘ ଦିନ ପରେ ପୁରୀ…

ପୁରନ୍ଦେଶ୍ୱରୀଙ୍କୁ ଭଞ୍ଜନଗରରେ ସ୍ୱାଗତ ; ଗାଙ୍ଗପୁରରେ ଘୁମୁସର ସାଙ୍ଗଠନିକ ଜିଲ୍ଲା କର୍ମକର୍ତ୍ତାଙ୍କ ସହ ବୈଠକ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ନୂତନ ରାଜ୍ୟ ବିଜେପି ପ୍ରଭାରୀ ଡ଼ି.ପୁରନ୍ଦେଶ୍ୱରୀଙ୍କୁ ଶୁକ୍ରବାର ଭଞ୍ଜନଗର ଠାରେ ଦଳ ପକ୍ଷରୁ ସ୍ୱାଗତ କରାଯାଇଛି। କନ୍ଧମାଳ ଜିଲ୍ଲାରୁ ଗାଙ୍ଗପୁର ଅଭିମୁଖେ ଦଳୀୟ କାଯ୍ୟକ୍ରମରେ ଯୋଗ ଦେବା ପାଇଁ ଯିବା ବାଟରେ  ମୁଜାଗଡ଼ ଓ ଭଞ୍ଜନଗର ପୂର୍ତ୍ତ ବିଭାଗ ଡାକ…

ଆସାମରେ ବିଜେପି ନିଶ୍ଚିତ ମିଶନ ୧୦୦+ ହାସଲ କରିବ: ବୈଜୟନ୍ତ ପଣ୍ଡା

ଅଖିଳ ମୋରାନ ଛାତ୍ର ସଂଗଠନର ପୂର୍ବତନ ସଭାପତି ଶ୍ରୀ ଅରୁଣଜ୍ୟୋତି ମୋରାନ ବିଜେପିରେ ଯୋଗଦେଲେ ଭୁବନେଶ୍ବର- ଆସାମରେ ଆଗାମୀ ବିଧାନସଭା ନିର୍ବାଚନ ଲାଗି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ବିଜେପି ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଗତ ୩ ତାରିଖରୁ ସେଠାରେ ପହଞ୍ଚି ମାରାଥନ ବୈଠକ…

ଯାଜପୁର ଜିଲ୍ଲା ବିଜୁ ଜନତା ଦଳ କମିଟି ପୁନର୍ଗଠିତ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଯାଜପୁର ଜିଲ୍ଲା ବିଜୁ ଜନତା ଦଳ କମିଟିର ପୁନର୍ଗଠନ କରାଯାଇଛି । ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ମିଳିଛି । ପ୍ରିୟନାଥ ମହାପାତ୍ର ଜିଲ୍ଲା କମିଟିର ମହାସଚିବ ଭାବେ ନିଯୁକ୍ତ ହୋଇଥିବା ବେଳେ…

ଅପରାଧି ଗିରଫ ହୋଇଥିବା ନେଇ ଅବଗତ ନାହାନ୍ତି ପୁରନ୍ଦେଶ୍ୱରୀ : ବିଜେଡି

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜେପିର ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ବୋଧହୁଏ ଜାଣିନାହାନ୍ତି ଯେ, ମାହାଙ୍ଗା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ମାନଙ୍କୁ ଅପରାଧ ଘଟିବାର ୪୮ଘଣ୍ଟା ମଧ୍ୟରେ ଗିରଫ କରାଯାଇ ସାରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ରହିଛି ଯିଏ କି ନିଜେ…

ବିଜେପି ପକ୍ଷରୁ ଷଣ୍ଢପଥର ଠାରେ ଜାତୀୟ ରାଜପଥ ଅବରୋଧ ।

ସମ୍ବଲପୁର(ରମାକାନ୍ତବିଶ୍ବାଳ):ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଷଣ୍ଢପଥର ଠାରେ ଜାତୀୟ ରାଜପଥ ଅବରୋଧ କରାଜାଇଥିଲା । ଆନ୍ଦୋଳନର ପ୍ରଥମ ଦିନରେ ସନ୍ଧ୍ୟା ୫ ଘଣ୍ଟା ସୁଦ୍ଧା ପ୍ରଥମେ ଜମନକିରା ତହସିଲଦାର ଓ ପରେ କୁଚିଣ୍ଡା ଉପଖଣ୍ଡ ର…