Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟି ପୁନର୍ଗଠିତ
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ନୂତନ କମିଟି ଗଠିତ ହୋଇଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଆଜି ଜିଲ୍ଲା କଂଗ୍ରେସ ସଭାପତି ଭରତ ଅବସ୍ଥି ନିଜର ନୂଆ ଟିମର ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ଭରତ ଅବସ୍ଥିଙ୍କ ନୂଆ ଟିମରେ…
ପ୍ରଧାନମନ୍ତ୍ରୀ ଦେଶର ମହିଳାଙ୍କ ପାଇଁ ଭାଇ, ବିଜେଡି ମହିଳାଙ୍କୁ କେବଳ ଭୋଟ ବ୍ୟାଂକ ବୋଲି ଭାବଇ: ପୁରନ୍ଦେଶ୍ୱରୀ
ବିଶ୍ୱ ମହିଳା ଦିବସ ଅବସରରେ କଟକ ଜିଲ୍ଲା ମାହାଙ୍ଗାଠାରେ ବିଶାଳ ମହିଳା ସମାବେଶ
ଭୁବନେଶ୍ୱର(ଶାସକ ପ୍ରଶାସକ): ସଶକ୍ତ ହେଲେ ମହିଳା, ସଶକ୍ତ ହେବ ଦେଶ । ଯେଉଁଠି ମହିଳାଙ୍କ ସମ୍ମାନ ହୁଏ ସେଠି ଉନ୍ନତି ହୁଏ । ଦେଶର ଅନେକ ଜାଗାରେ ଝିଅ ଜନ୍ମ ହେବା ବୋଝ ବୋଲି ଚିନ୍ତା କରାଯାଏ, କିନ୍ତୁ…
ବିଧାନସଭାରେ ବି ଉଠିବ ନିଆଁ ପ୍ରସଙ୍ଗ
ଜଙ୍ଗଲ ସୁରକ୍ଷାର ଗାଇଡଲାଇନ ଏବଂ ଏସ୍ଓପିକୁ କଡାକଡି କରନ୍ତୁ ସରକାର : ମୋହନ
ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଜଣାଇଲେ ଦାବୀ
ଭୁବନେଶ୍ୱର : ଓଡିଶାର ସବୁଜ ବନାନୀ ହୁ ହୁ ହୋଇ ଜଳିଯାଉଛି କିନ୍ତୁ ଜଙ୍ଗଲ ବିଭାଗ କିମ୍ବା ରାଜ୍ୟ ସରକାରଙ୍କର ଏଥିପ୍ରତି ଦୃଷ୍ଟି ନାହିଁ । ଜଙ୍ଗଲରେ ନିଆଁ ଲାଗିବା…
କେନ୍ଦ୍ରୀୟ ଯୋଜନାର ଅର୍ଥକୁ ଲୋକଙ୍କ ପାଖରେ ପହଂଚାଇବାରେ ବାଧକ ସାଜିଛନ୍ତି ରାଜ୍ୟ ସରକାର : ସମୀର ମହାନ୍ତି
ରାଜ୍ୟ କାର୍ଯ୍ୟକାରିଣୀ ବୈଠକ , ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆଲୋଚନା | ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ପ୍ରଭାରୀ ଡି.ପୁରାନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିରୋଧୀ ଦଳ ନେତା ପ୍ରଦୀପ୍ତ…
“ରାଜ୍ୟ ସରକାର ଯଥାଶୀଘ୍ର ଏସଇବିସି ଓ ଓବିସିଙ୍କୁ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ସ୍ଥାନ…
ରାଜ୍ୟର ଏସଇବିସି ଓ ଓବିସିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ଦିଲ୍ଲୀ ଧର୍ମେନ୍ଦ୍ରଙ୍କ ସାମ୍ବାଦିକ ସମ୍ମିଳନୀ
ନୂଆଦିଲ୍ଲୀ/ଭୁବନେଶ୍ୱର– ରାଜ୍ୟ ସରକାର ଯଥାଶୀଘ୍ର ଓଡ଼ିଶାର ବହୁସଂଖ୍ୟକ ସାମାଜ ତଥା ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି)ଙ୍କୁ ଶିକ୍ଷା କ୍ଷେତ୍ରରେ ଏବଂ ଅନ୍ୟାନ୍ୟ…
ମୋଦିଙ୍କୁ ସ୍ୱାମୀଙ୍କ ଆହ୍ୱାନ : ନିଜ ନାମ କାଟି ପଟେଲଙ୍କ ନାଁ ପୁଣି ଅତୁଟ ରଖନ୍ତୁ
"ସଦ୍ଦାମ ଓ ଗଦାଫିଙ୍କ କ୍ଷେତ୍ରରେ ଏପରି ଘଟିଛି "
ନୂଆଦିଲ୍ଲୀ : ମୋଟରା ଷ୍ଟାଡିଅମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମକରଣ କରାଯିବା ପ୍ରସଙ୍ଗକୁ ନାପସନ୍ଦ କରିଛନ୍ତି ବିଜେପି ସାଂସଦ ସୁବ୍ରମନ୍ୟମ ସ୍ୱାମୀ | ଏହାକୁ ଏକ ଅସୁସ୍ଥ ପରମ୍ପରା ବୋଲି କହିଛନ୍ତି ସ୍ୱାମୀ | ସେ ଆଜି ଏକ…
ଧାନ କିଣାରେ ଅବ୍ୟବସ୍ଥା ନେଇ ସର୍ଗିବାହାଲ ଛକରେ ବିଜେପିର ଚକାଜାମ ।
ପଦ୍ମପୁର(ଶାସକ ପ୍ରଶାସକ)-ବିଜେପି ପକ୍ଷରୁ ବରଗଡ଼ ପଦ୍ମପୁର ରାସ୍ତା ସର୍ଗିବାହାଲ ଛକରେ ମଧ୍ୟ ରାସ୍ତା ରୋକ କରା ଯାଇଥିଲା | ଏହି ରାସ୍ତାରୋକ 10 ଟାରୁ 1ଯାଏଁ ଅନୁଷ୍ଠିତ ହୋଇଥିବା ବେଳେ ବିଜେପି କୃଷକ ମୋର୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଦଳର ବହୁ ନେତୃବୃନ୍ଦ ଯୋଗ…
ଖୋର୍ଦ୍ଧା ଜିଲ୍ଲାରେ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଂଚଳିକ କେନ୍ଦ୍ରକୁ ଶିଳାନ୍ୟାସ କଲେ କେନ୍ଦ୍ର କୃଷି ମନ୍ତ୍ରୀ
ଡାଲି ଉତ୍ପାଦନ କ୍ଷେତ୍ରରେ ଓଡିଶା ଆତ୍ମନିର୍ଭରଶୀଳ ହେବ :ସମୀର ମହାନ୍ତି
ଭୁବନେଶ୍ୱର : ଡାଲି ଉତ୍ପାଦନ କ୍ଷେତ୍ରରେ ଭାରତ ଆଗରେ ରହିଛି । ବିଗତ ୫-୬ ବର୍ଷ ମଧ୍ୟରେ ଦେଶର କୃଷକ ଓ ବୈଜ୍ଞାନିକମାନଙ୍କର କଠିନ ପରିଶ୍ରମ ଏବଂ କେନ୍ଦ୍ର ସରକାରଙ୍କ କୃଷି ଅନୁକୂଳ ନୀତି ଯୋଗୁଁ ଦେଶରେ ଡାଲି ଉତ୍ପାଦନ…
ବିରୋଧୀଙ୍କ ଗାଲରେ ଅପରାଜିତାଙ୍କ ଶକ୍ତ ଚଟକଣା
ଭୁବନେଶ୍ୱର : ଭୁବନେଶ୍ଵରରେ ବିଭିନ୍ନ ସ୍ଥାନରେ ସାଂସଦ ଅପରାଜିତା ଷଢଙ୍ଗି ନିଖୋଜ ବୋଲି ଲାଗିଛି ପୋଷ୍ଟର | ଲିଙ୍ଗରାଜ ମନ୍ଦିରକୁ ନେଇ ଏନଏମଏ ଉପନିୟମ ପ୍ରତ୍ୟାହାର ହୋଇନଥିବା ବେଳେ ସାଂସଦ ଏ ପ୍ରସଙ୍ଗରେ ନିଖୋଜ ବୋଲି ଲାଗିଛି ପୋଷ୍ଟର | କୋଉଠି ଲୁଚିଛନ୍ତି ଅପରାଜିତା ଓ କାହିଁକି ଏ…
ବିଜେଡି ସମାବେଶରେ ପୂର୍ବରୁ ହାଟରେ ପଡି ଦାଣ୍ଡରେ ଗଡୁଛି ଦଳୀୟ କନ୍ଦଳ
ମାଲକାନଗିରି(ବି ଶ୍ରୀନିବାସ ପାତ୍ର): ମାଲକାନଗିରି ଜିଲ୍ଲାରେ ୧୧ତାରିଖରେ ବିଜୁ ଯୁବ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବା ନେଇ ଆଜି ସକାଳେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ବିଜେଡି ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ…