Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ମମିତାକୁ ନ୍ୟାୟ ମିଳିବ ତ : ସମୀର ମହାନ୍ତି
"ପୋଲିସ ଯାହାକୁ ବାନ୍ଧିବା କଥା, ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସୁଛି"
ଝାରସୁଗୁଡା: ମୁଖ୍ୟମନ୍ତ୍ରୀଙ୍କ ସହ ଭବାନୀପାଟଣାର ସଭାମଂଚରେ ଅଭିଯୁକ୍ତ ଦାଗୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏକାଠି ବସିବା ଦେଖି ସାଧାରଣ ଓଡ଼ିଆଙ୍କ ଭାବାବେଗକୁ ବଡ଼ ଆଘାତ ପହଁଚିଛି । ପୋଲିସ ଯାହାକୁ ବାନ୍ଧିବା…
ବିଜେଡି ଖୋରଧା ଜିଲ୍ଲା କମିଟି ପୁନର୍ଗଠିତ : ବିଭୁତି ସଭାପତି, ରାମଚନ୍ଦ୍ର ଉପଦେଷ୍ଟା
ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳ ଖୋରଧା ଜିଲ୍ଲା କମିଟି ପୁର୍ନର୍ଗଠିତ ହୋଇଛି । ପୂର୍ବତନ ବିଧାୟକ ବିଭୁତି ବଲବନ୍ତରାୟଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଥିବା ବେଳେ ରାମଚନ୍ଦ୍ର ମହାପାତ୍ରଙ୍କୁ…
ମାହାଙ୍ଗା ବିଜେପି ପକ୍ଷରୁ ମାହାଙ୍ଗା ତହସିଲ ଅଫିସ୍ ସାମ୍ନାରେ ଗଣବିକ୍ଷୋଭ।
ମାହାଙ୍ଗା (ଶାସକ ପ୍ରଶାସକ)ମାହାଙ୍ଗା ମଣ୍ଡଳ ବିଜେପି ପକ୍ଷରୁ ସ୍ଥାନୀୟ ତହସିଲ ଅଫିସ ସାମ୍ନାରେ ଏକ ଗଣବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାହାଙ୍ଗା ବ୍ଲକ କୁଅଁପାଳ ଠାରୁ ଶତାଧିକ ବିଜେପି କର୍ମୀ ବିଭିନ୍ନ ସ୍ଲୋଗାନ ଦେଇ ଏକ ପଦଯାତ୍ରରେ ବିଜେପି ନେତା ସାରଦା ପ୍ରଧାନଙ୍କ…
ମାହାଙ୍ଗା : ହସୁଛି ଶଙ୍ଖ , ଖସୁଛି ପଦ୍ମ
ମାହାଙ୍ଗାରେ ବିଜେପିରେ ବଢୁଛି ଅସନ୍ତୋଷ : ଦଳ ଛାଡି ବିଜେଡି ରେ ମିଶୁଛନ୍ତି ବିଜେପି ନେତା
ନିଶ୍ଚିନ୍ତକୋଇଲି (ଶାସକ ପ୍ରଶାସକ): ଆଗକୁ ନିର୍ବାଚନ ରହିଥିବା ହେତୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଯାଇଛି ରାଜନୈତିକ ଅଙ୍କ କଷା । ଲୋକମାନଙ୍କ ପାଇଁ କାମ କରିଥିବା ନେତା ଆରମ୍ଭ…
ପ୍ରତ୍ୟେକ ପ୍ରସଙ୍ଗରେ ଶସ୍ତା ରାଜନୀତି କରିବା ବିଜେପିର ଅଭ୍ୟାସ ହୋଇଗଲାଣି: ବିଜେଡି
ଭୁବନେଶ୍ୱର : ପ୍ରତ୍ୟେକ ପ୍ରସଙ୍ଗର ରାଜନୀତିକରଣ କରିବା ଏବଂ ଶସ୍ତା ରାଜନୀତି କରିବା ଓଡିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଛି । ଏମଏନ୍ଆରଇଜିଏ ପ୍ରସଙ୍ଗରେ ବିଜେପି ନେତାଙ୍କ ବିବୃତ୍ତିର ଜବାବରେ ଏହା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର…
ମମିତା ମେହେର ଅପହରଣ ଓ ହତ୍ୟା ବିରୋଧରେ ଜିଲ୍ଲା ଭାଜପା ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଅପହରଣ ଓ ପରେ ହତ୍ୟା ହୋଇଥିବା ପ୍ରତିବାଦରେ ଆଜି ଗଜପତି ଜିଲ୍ଲା ଭାଜପା ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ସଫଳ ହୋଇଛି । ଏହି ବନ୍ଦ-ଡାକରା ଆଜି ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ…
“ରାଜନୈତିକ ସ୍ୱାର୍ଥ ପାଇଁ ମହିଳା ଅପରାଧ ପ୍ରସଙ୍ଗକୁ ମୋହରା ଭାବେ ବ୍ୟବହାର କରିବା ବିଜେପିର ଆଦତ”
ବିଜେପିକୁ ବିଜେଡିର ଚାଲେଞ୍ଜ : କୁମ୍ଭୀର କାନ୍ଦଣା ଛାଡି ପ୍ରମାଣ ଥିଲେ ପୁଲିସ୍ କିମ୍ବା ଅଦାଲତରେ ଦାଖଲ କର
ଭୋଟ ଥିଲେ ସକ୍ରିୟ, ଭୋଟ ସରିଲେ ନିଷ୍କ୍ରିୟ
ଦୁଇଟି ଉଦାହରଣ ମାଧ୍ୟମରେ ବିଜେପିକୁ ଜବାବ ଦେଲା ବିଜେଡି
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିରୋଧୀ ରାଜନୈତିକ ଦଳ,…
ମନରେଗା ଅର୍ଥରେ ବିଜେଡି ପୋଷଣ ଚାଲିଛି: ଡ.ଲେଖାଶ୍ରୀ
ମନରେଗା ଅର୍ଥକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ବାବୁ ଚିଠି ଲେଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ମନରେଗା ପାଇଁ ଟଙ୍କା ମାଗିଛନ୍ତି । ହେଲେ ପୂର୍ବରୁ ପାଇଥିବା ଅର୍ଥ କେମିତି ଖର୍ଚ୍ଚ କଲେ ତାର ହିସାବ…
ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନରେ ପରାଜୟ ଭୟ ଆଶଙ୍କା : ବାଧ୍ୟହୋଇ ପେଟ୍ରୋଲ୍ ଡିଜେଲ୍ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କଲେ…
ଭୁବନେଶ୍ୱର: ଲୋକଙ୍କ ଭଲପାଇଁ ନୁହେଁ କିମ୍ବା ସାଧାରଣ ଲୋକଙ୍କ ସ୍ୱାର୍ଥରେ ଦରଦାମ୍କୁ ନିୟନ୍ତ୍ରଣ କରିବା ପାଇଁ ନୁହେଁ, ବରଂ ୧୧ଟି ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ଓ ଦୁଇଟି ଲୋକସଭା ଉପ ନିର୍ବାଚନରେ ବିଜେପିର ପରାଜୟ ଯୋଗୁଁ ବାଧ୍ୟହୋଇ କେନ୍ଦ୍ର ସରକାର ପେଟ୍ରୋଲ୍ ଉପରେ ୫ ଟଙ୍କା ଓ…
“ଭଲ କାମ କଲେ ବଦଳି:ସରକାର ଟଙ୍କା ହଡ଼ପ କରି ଖାଇଲେ ସାବାସି !”
ପଦ୍ମପୁର(ଶାସକପ୍ରଶାସକ): ଓଡ଼ିଶା ସରକାର ଗତ କିଛିଦିନ ତଳେ ବିଡିଓ ମାନଙ୍କ ବଦଳି ତାଲିକା ପ୍ରକାଶ ହେବା ପରେ ପୁଣି ଥରେ ପରିବର୍ତ୍ତନ କରି ନୁଆ ତାଲିକା ପ୍ରକାଶ କରିଛନ୍ତି । ମାତ୍ର କମ ଦିନରେ ବଦଳି ହୋଇ ଆସିଥିବା କେତେକ ବିଡିଓ ଯେଉଁ ମାନେ ସ୍ବଚ୍ଛତା ଓ ନିଷ୍ଠାର ସହ ସରକାରୀ କାର୍ଯ୍ଯ…