ସୁନ୍ଦରଗଡ : ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ତଥା ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂଙ୍କ ନେତୃତ୍ୱରେ,ସହ ପର୍ଯ୍ୟବେକ୍ଷକ ଶ୍ରୀ ଦେବାଶିଷ ମଲ୍ଲିକ, ବିଜୁ ଜନତା ଦଳ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ତଲସରା ଡ଼କ୍ଟର ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧକ୍ଷ ଶ୍ରୀ ସନ୍ତୋଷ ଅମାତ,ଜ଼ିଲ୍ଲା ଉପସଭାପତି ସୁକାନ୍ତ ମହାପାତ୍ର,ହେମଗିର ବ୍ଲକ ଅଧକ୍ଷା ସ୍ଵଧାରାଣୀ ରାଉଡ଼ିଆ,ଟାଙ୍ଗରପାଲି ବ୍ଲକ ଅଧକ୍ଷ୍ୟ ଜଟିଆ ମୁଣ୍ଡା, ସଦର ବ୍ଲକ ସଭାପତି ଅଶ୍ଵିନୀ କୁମାର ନାଏକ, ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ପଣ୍ଡା, ଆଇନଜୀବି ସାମ୍ମୁଖ୍ୟ ଜ଼ିଲ୍ଲା ଆବାହକ ଅଶୋକ କୁମାର ସ୍ବାଇଁ, ବିଜୁ ଛାତ୍ର ଜନତା ଦଳ ଜ଼ିଲ୍ଲା ସଭାପତି ସାୟଦ ସେହଵାଜ ହୁସେନ ଙ୍କ ଉପସ୍ଥିତିରେ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆସୁଥିବା ୭ ଟି ଜ଼ିଲ୍ଲା ପରିଷଦ ଜୋନ ର ସମସ୍ତ ବ୍ଲକ ସଭାପତି ଓ ବ୍ଲକ ସଂଯୋଜକ ମାନଙ୍କୁ ନେଇ ଆଗାମୀ ଦିନରେ ହେବାକୁ ଥିବା ଜ଼ିଲ୍ଲା ପରିଷଦ ନିର୍ବାଚନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକ ରେ ବିଜେପି ଓ କଂଗ୍ରେସ ଛାଡି ଟାଙ୍ଗରପାଲି ଖ ର ପୂର୍ବତନ ସଦସ୍ୟା ଶ୍ରୀମତୀ ବଲ୍ଳଭି ନାଏକ, ଦିଲୀପ ସା, ବିଦେଶୀ ତାଜନ, ହର୍ଷବର୍ଧନ ମାଝୀ, ବୀରେନ୍ଦ୍ର ବାଗ ସମେତ ଅନ୍ୟମାନେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗଦେଲେ | ଅନ୍ୟମାନଙ୍କ ମଧରେ ଥିଲେ ଅମୃତ ଶେଖର ଦେଓ,ମିତ୍ରଭାନୁ ସେଠ, ସୀତାକାନ୍ତ ପଟେଲ,ଯୁବ ଆଇନଜୀବି ସୁଧୀର ପଟେଲ, ଯୁବ ଆଇନଜୀବି ଅକ୍ଷୟ ବିରଗଣ୍ଠିଆ,ଆଇନଜୀବି ଗେଲବତୀ ପଟେଲ, ଉଦିତ ସେଠ, ମହିମା ସେଠ, କୁନ୍ତୀ ପଧାନ, ମଞ୍ଜୁଲତା ନାଏକ, ଅଞ୍ଜଳି ଘୋଷ, ନିତ୍ୟାନନ୍ଦ ପଟେଲ, ରିତେଶ ସିଂ, ପ୍ରକାଶ ବହିଦାର, ଦିଲୀପ ସାହୁ, ସୁମନ୍ତ ପଟେଲ, ବିଶ୍ୱ ପାଣ୍ଡେ,ସଞ୍ଜୟ ପଟେଲ ,ଅଜିତ ସିଂ,ବାବଲୁ ଦେହୁରୀ, କଳାକାହ୍ନୁ ମେହେର,ପ୍ରଶାନ୍ତ ଖମାରି,ସୁରଜ ପଟେଲ,ମାନସ ସାହୁ,ଶୈଳେଶ ନାଏକ,ଆଦର୍ଶ ପଟେଲ ସମେତ ନେତୃବୃନ୍ଦ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.