Browsing Category

ରାଜନୀତି

ସବୁ ଦଳରେ ଅସନ୍ତୋଷ,ବିଜେପୁର ଅଙ୍କ ଗୋଳିଆ: ଉପରେ ଉପରେ ନେତା ମାନଭଙ୍ଗ କର୍ମୀଙ୍କ ଭିତରେ ଘଳିଆ, ସମୟ କହିବ ଏଠି କିଏ…

  ଭୁବନେଶ୍ୱରରୁ ଗୋବିନ୍ଦ ପଣ୍ଡା   : ସ୍ବର୍ଗତ ବିଧାୟକ ସୁବଳ ସାହୁଙ୍କ ଧର୍ମପତ୍ନୀ ରୀତା ସାହୁଙ୍କୁ ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରାଯିବା ପରେ ସାମୟିକ ଭାବେ ଅଭିମାନ କରିଥିବା ବରଗଡ଼ ଜ଼ିଲ୍ଲା ବିଜେଡି ପୂର୍ବତନ ସଭାପତି ତଥା ଟାଣୁଆ ଯୁବ ସଂଗଠକ ବିଜେପୁର ପ୍ରଭାଦିତ୍ୟ ମିଶ୍ର…

ବୋଫର୍ସ ମାମଲାର ସିବିଆଇ ପୁନଃତଦନ୍ତ ଜଳଜଳ

  ବିରୋଧୀ କଂଗ୍ରେସ କୁ ଚେକ ଦେବା ପାଇଁ ସଂସଦ ରେ ବୋଫର୍ସ ମାମଲାର ପୁନଃ ତଦନ୍ତ ଦାବି କରାଇବା ସହ ସଂସଦୀୟ କମିଟିରେ ଏହାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବିଜେପି ସଦସ୍ୟ ମାନେ । ମୁଣ୍ଡ ଉପରେ ଗୁଜୁରାଟ ନିର୍ବାଚନ ଥିବା ତଥା ସେଠାରେ ବିଜେପି ଖରାପ ସ୍ଥିତିରେ ଥିବା ଯୋଗୁ ବୋଫର୍ସ ମାମଲା ର…

ନାରାୟଣଙ୍କ ରୋଷ ଦେଖି ମୁକୁଙ୍କ ପଛଘୁଞ୍ଚା : ପ୍ରାର୍ଥୀ ଘୋଷଣା ପୋଷ୍ଟପନ, ସର୍ତ୍ତ ଭୁଲି ଅଶୋକ କହିଲେ ଯୋଗଦାନ…

   ବିଜେପୁର/ପାଇକମାଳରୁ ଗୌରାଙ୍ଗ ଦାଶଙ୍କ ରିପୋର୍ଟ : ସବୁକିଛି ଠିକ ହୋଇଥିଲା । ଅଶୋକଙ୍କ ସର୍ତ୍ତରେ ବି ରାଜି ଥିଲେ ରାଜ୍ୟ ବିଜେପି । ହେଲେ ସବୁକିଛି ବିଜାଡ଼ିଦେଇଥିଲେ ନିଜେ ଅଶୋକ  ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଦେଲେ ସେତିକିବେଳେ ଯେତେବେଳେ କି କହିଲେ ମୁ ବିଜେପିରେ ଯୋଗ ଦେଉଛି ଆଉ…

ବିଜେପୁରରେ ବିଜେ ହେବା ପ୍ରସଙ୍ଗ : ଧର୍ମେନ୍ଦ୍ରଙ୍କ ଦମ୍ଭୋକ୍ତି ଖାଲି ଅର୍ଥବଳର  ଅଂହକାର : ଦାମ,  ଜବାବ ଦେଲେ…

  ବିଜେପୁର ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର 'ଦଳୀୟ ପ୍ରାର୍ଥୀ ଚିହ୍ନଟ ହୋଇ ପାରୁନଥିଲା ବେଳେ "ଆମେ ନିଶ୍ଚୟ ଜିତିବୁ' ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି ତାହା କେବଳ ବିଜେପିର ଅର୍ଥ ଏବଂ ଅହଂକାରର ପରିପ୍ରକାଶ ବୋଲି କହିଲେ…

ବିଜେପିରେ ବିଦ୍ରୋହ,  ଧର୍ମେନ୍ଦ୍ରଙ୍କ ମାମଲତି କୁ ଠାଈ : ବିଜେପିରେ ଅଶୋକ ପାଣିଗ୍ରାହୀଙ୍କ ଯୋଗଦାନ ପୂର୍ବରୁ ଇସ୍ତଫା…

  ବରଗଡ଼: ଆମେ ଆଗରୁ କହିଥିଲୁ ଯେ ବରଗଡ଼ ବିଜେପି ରେ ବିଦ୍ରୋହର ପଦଧ୍ୱନୀ . କେନ୍ଦ୍ର ମନ୍ତୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ଇଙ୍ଗିତରେ ବିଜେଡିରୁ ତଡା ଖାଇଥିବା ଅଶୋକ ପାଣିଗ୍ରାହୀଙ୍କୁ ଦଳକୁ ଆଣିବାର ପ୍ରତିଵାଦର ଖୋଲା ଖୋଲି ଅସନ୍ତୋଷ  ଭରା ଚିଠି ଲେଖିଥିଲେ ଜିଲ୍ଲା ସଭାପତି ନାରାୟଣ ସାହୁ…

ଅଶୋକ ପାଣିଗ୍ରାହୀ ଅଭ୍ୟାସଗତ ବିଶୃଙ୍ଖଳାକାରୀ !!! ବିଜେପୁରରେ ବିଜେଡିର ବିଜୟ ସୁନିଶ୍ଚିତ : ପ୍ରସନ୍ନ ଆଚାର୍ଯ୍ୟ,…

ଭୁବନେଶ୍ୱରରୁ ଚକ୍ରଧର ମାଝି   - ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ବିଜେଡି ଛାଡି ବିଜେପିରେ ଯୋଗ ଦେବେ  । ଏନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଅଭ୍ୟାସଗତ ବିଶୃଙ୍ଖଳାକାରୀଙ୍କ ଠାରୁ ଦଳ ଏବେ ମୁକ୍ତ ହେଲା  । ଏହା ଦ୍ୱାରା ବିଜେଡି ଅଡୁଆ ମୁକ୍ତ ହେବ । ବିଜେପୁରରେ…

ଅଶୋକଙ୍କ ଅଭିଯୋଗକୁ ନେଇ ଏବେ ସନେ୍ଦହ ଏବେ ସିନା କଳ୍ପତରୁ କହିଥିଲେ, ୧୯୯୫ରେ କିଏ କହିଥିଲେ !!!! ବିଜେଡି କହିଲା :…

  ଭୁବନେଶ୍ୱରରୁ ଚକ୍ରଧର ମାଝୀ : ବିଜେଡି ଗୋଟିଏ ଫଲସ ଆଦର୍ଶ ଉପରେ ଠିଆ ହୋଇଛି  । ଏହା ଏକ କୃଷକ ବିରୋଧୀ ପାର୍ଟି  । ଏହା ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ବିଫଳ ହୋଇଛି  । ତେଣୁ ମୁଁ ବିଜେପିରେ ଯୋଗ ଦେଉଛି ବୋଲି କହିଛନ୍ତି ବିଜେଡିରୁ ୨୦୧୪ରେ ତଡା ବହିଷ୍କୃତ ହୋଇଥିବା ଅଶୋକ…

ଦାଲ ମେ କୁଛ କାଲା ୟା ଦାଲ ବରାବର କାଲା ??? ଚୋର ମନ ଚୋର ଗଣ୍ଠିରେ , ଧର୍ମେଦ୍ରଙ୍କ ଫେସବୂକରୁ ମେ ୨୦ରେ କୋଳାକୋଳି…

ଭୁବନେଶ୍ୱର: କଥାରେ ଅଛି କହି ହେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ ବିଜେପି ର ଦୋମୁହାଁ ନୀତି ପଦାରେ ପଡିଯାଇଛି ।  ନୀତି ଭଲ ଓ ନେତା ଭଲ ବୋଲି ସ୍ଲୋଗାନ କେବେ ଗାଉଥିଲେ, ହେଲେ ପାଦ ତଳେ ମାଟି ନଥାଇ ଓ ତଳ ସ୍ତରରେ ପତାକା ଧରିବାକୁ ଲୋକ ନଥାଇ, ମାଗି ଅଣା ତିଅଣରେ ଜ଼ିଲ୍ଲା ପରିଷଦ ଆସନ ହଟେଇ…

ବଡ଼ସାହି : ଅସଜଡ଼ା ଘର ସଜାଡ଼େ କଂଗ୍ରେସ ଶଙ୍ଖରେ ପଶୁଛି ପାଣି, ପଦ୍ମ ଫୁଟିବାକୁ ମନ ବଳାଈଛି ଦେଖି ଏ ଗୋଳିଆ ପାଣି

ବାରିପଦାରୁ ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ  : ଓଡ଼ିଶାରେ ବିଭିନ୍ନ ଜିଲାରେ ଶଙ୍ଖ ମାର୍କା ଦଳର ଭାଉ ଅଧିକ ରହିଥିବା ବେଳେ ମୟୂରଭଞ୍ଜ ଜିଲାରେ ଶଙ୍ଖର ସ୍ୱର ନିଷ୍ପ୍ରଭ ହେବାକୁ ବସିଥିବା ବିଷୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ବଡ଼ସାହି ନିର୍ବାଚନ ମଣ୍ଡଳୀରେ ୨୦୧୯ରେ ଶଙ୍ଖର ସ୍ୱର…

କଂଗ୍ରେସକୁ ଶକ୍ତ ଧକ୍କା: ବିଜେଡି ବି ନିଜ ଗୋଡରେ କୁରାଢି ମାରିଲା, ବିଜେଡିରେ ଯୋଗ ଦେଲେ ମୃତ କଂଗ୍ରେସ ବିଧାୟକ…

  ବିଜେଡି ଭିତରେ ଅସନ୍ତୋଷର ଫାଇଦା ନେଇପାରେ ବିଜେପି  ମୋ ସ୍ୱାମୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ବିଜେଡିରେ ଯୋଗଦେଲି: ରୀତା ସାହୁ ଭୁବନେଶ୍ୱର: ପୂର୍ବତନ କଂଗ୍ରେସ ବିଧାୟକ ସ୍ୱଗତ ସୁବଳ ସାହୁଙ୍କ ପରିବାର ଆଜି ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ…