ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସ-ବିଜେପି କରମୀ ମାନଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ ….. On Oct 21, 2017 21 Share ବଲାଙ୍ଗୀରରୁ ନିରୋଜ ମିଶ୍ର ଏବଂ ଗୁରୁ ଶଙ୍କର ପାଇକ : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି କରମୀ ମାନଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ । ….ବହୁ ସଂଖ୍ୟାରେ କଂଗ୍ରେସ କରମୀ ଓ ନେତା ବି ଗିରଫ ହୋଇଛନ୍ତି ବିକ୍ଷୋଭ ପ୍ରଦର୍ଶନ କଲା ବେଳେ । ଗତକାଲି କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଟି ପ୍ରଶ୍ନର ଜବାବ ମଗାଯାଇ ସହରସାରା ରଥ ବୁଲାଯାଇଥିଲା କଂଗ୍ରେସ ଦଳ ୫ଟି ପ୍ରଶ୍ନ । ୧- ଆସନ୍ତା ୨୦୧୮ରେ ବଲାଙ୍ଗୀର ମେହିକାଲ କଲେଜରେ ନାମଲେଖା ହେବ ବୋଲି ଘୋଷଣା କରିବେ କହି ? ୨- ବଲାଙ୍ଗୀରାର ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ଘୋଷଣା କରିବେ କି ? ୩- ବହୁଦିନର ଦାବି କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଘୋଷଶ କରିବେ କି ? ୪- ବେକାରୀ ସମସ୍ୟା ଦୂରୀକରଣ ପାଇଁ କଂଟାବାଞ୍ଜିରେ ରେଲ ୱାଗନ ପ୍ରତିଷ୍ଠାପାଇଁ କେନ୍ଦ୍ରକୁ ଚିଠି ଲେଖିବେ କି ? ୫- ଦେଓଗାଁ ବିଜୟାନନ୍ଦ ଚିନି କଳ କେବେ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଘୋଷଣା କରିବେ ? 21 Share FacebookTwitterGoogle+ReddItWhatsAppPinterestEmail