Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବିଜେପିକୁ ଜୋର ସା ଝଟକା ଧୀରେ ସେ ଲଗା
ନାମାଙ୍କନପତ୍ର ଦାଖଲର ୨୪ ଘଣ୍ଟା ନପୁରୁଣୁ କର୍ମୀ ଓ ନେତା ଯୋଗଦେଲେ ବିଜେଡିରେ
ଭୁବନେଶ୍ୱର : ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀମାନେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବିଜେପି ବିଜେପୁର ଉପ-ନିର୍ଚାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ୨୪ ଘଣ୍ଟା ନପୁରୁଣୁ ବିଜେପି…
ବିଜେପିରେ ବିଶୃଙ୍ଖଳା : ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ବରଗଡ ଜିଲ୍ଲା ଆଗଲପୁର ମଣ୍ଡଳ ସଭାପତି ଓ ୪ଜଣଙ୍କୁ ପାର୍ଟିରୁ…
ଭୁୁବନେଶ୍ୱର, ବିଜେପିରେ ବିଶୃଙ୍ଖଳା ପଦାକୁ ଆସିଛି | ଦଳର ପୁରୁଣା କର୍ମୀ ଓ ନେତା ମାନେ ରାଜ୍ୟ ତଥା ଜାତୀୟ ନେତାଙ୍କ ନିଷ୍ପତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି |ଯାହାର ନଜିର ଦେଖିବାକୁ ମିଳିଛି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସାରିଥିବା ବିଜେପୁରରେ | ଦଳର…
ଶାସକ ବିଜେଡିର ନେତାମାନେ ଠିକାଦାରଙ୍କୁ ହାତବାରେସି କରି ରାସ୍ତା ପାଇଁ ଆସିଥିବା ଅର୍ଥକୁ ବାଟମାରଣା କରିଛନ୍ତି
ଜାତୀୟ ରାଜପଥ ରାସ୍ତା ମରାମତି ଦାବୀ ନେଇ
ଜାତୀୟ ରାଜପଥ ଆଂଚଳିକ କାର୍ଯ୍ୟାଳୟ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ
ଭୁବନେଶ୍ୱର/କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ମୟୁରଭଂଜ ଜିଲ୍ଲା ସିଙ୍ଗଡାରୁ କେନ୍ଦୁଝର ଜିଲ୍ଲାର ବିଂଜବାହାଲ…
ଲୁଚିଛି ନା ଗୋଡ ଦିଟା ଦିଶୁଛି
ବିଜେଡି ନୁହେଁ, ବିଜେପି ଡୁବିଯିବ: ବିଜୟ ନାୟକ
ଭୁବନେଶ୍ୱର,: ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ନେତାଙ୍କୁ ଡାକିହାକି ଦଳରେ ମିଶାଇବା, ବିଜେପି ଦଳର ବିକଳ ଅବସ୍ଥା ସହଜରେ ଅନୁମେୟ । ବିଜେପୁର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ଗତ କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମେତ ବିଜେପି…
କେନ୍ଦ୍ର ବଜେଟ ଗ୍ରାମୀଣ ଅର୍ଥନୀତିକୁ ସୃଦୁଢ କରିବ : ବିଜେପି
୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ସାଧାରଣ ବଜେଟ ହେଉଛି ପ୍ରୋ-ଇଣ୍ଡିଆ, ପ୍ରୋ-ପୋର, ପ୍ରୋ-ଏଗ୍ରିକଲଚର, ପ୍ରୋ-ଟ୍ରାଇବାଲ ଏବଂ ପ୍ରୋ-ଓଡିଶା ବଜେଟ
ଏହି ବଜେଟ ଦେଶର ସାଧାରଣ ଗରିବ ଲୋକମାନଙ୍କ ପାଇଁ ସମର୍ପିତ ହୋଇଥିବା ବଜେଟ
ଏହି ବଜେଟରେ ମୋଦି ସରକାର ଦେଶର ନ୍ୟୁନତମ ବର୍ଗରେ…
କୁନ୍ଦୁଲି ଗଣଦୁଷ୍କର୍ମ ପ୍ରସଙ୍ଗରେ ରାଜ୍ୟ ମହିଳା କମିଶନଙ୍କ ନୀରବତା, ବହୁ ସନେ୍ଦହ ସୃଷ୍ଟି କରୁଛି: ବିଜେପି
୩ ଜଣିଆ ବିଜେପି କେନ୍ଦ୍ରୀୟ ତଦନ୍ତ କମିଟି ଆସନ୍ତାକାଲି ଓଡିଶାରେ ପହଂଚିବେ
ଭୁବନେଶ୍ୱର, : ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଦୋହଲାଇ ଦେଇଛି । ନ୍ୟାୟ ପାଇଁ ସଂଗ୍ରାମ କରୁଥିବା ପୀଡିତା ଜଣକ ଶେଷରେ ନିରାଶ ହୋଇ ମୃତୁ୍ୟବରଣ କରିବା ନିଶ୍ଚିତ…
ଜଳସେଚନ ବିଭାଗ ନିଷ୍କ୍ରିୟ, ଜଳସଙ୍କଟର ସମ୍ମୁଖୀନ ହେବେ ରାଜ୍ୟବାସୀ: ଭୃଗୁ
ଭୁବନେଶ୍ୱର(Balakrishna Panigrahi, Gajpati) : ମୁଖ୍ୟମନ୍ତ୍ରୀ ରାଜ୍ୟରେ ପ୍ରବାହିତ ହେଉଥିବା ନଦୀମାନଙ୍କ ଜଳକୁ ସୁରକ୍ଷା ଦେଇ ପାରୁନାହାଁନ୍ତି । ଓଡିଶା ସରକାରଙ୍କ ଅପାରଗତା ଓ ସ୍ଥାଣୁତା କାରଣରୁ ପଡୋଶୀ ଆନ୍ଧ୍ର ପ୍ରଦେଶ ସରକାର ଅତି ଚତୁରତାର ସହ ପ୍ରବାହିତର ନଦୀ ପାଣିକୁ ବ୍ୟବହାର…
ବିଜେପୁର ଭୋଟ ସରିବା ପର୍ଯ୍ୟନ୍ତ ବିଜେପି ଜଳାଇରଖିବ କୁନ୍ଦୁଲି ନିଆଁ, ରଣନୀତି ଚୂଡାନ୍ତ !
ଜାନୁଆରୀ ୩୧ରେ କୁନ୍ଦୁଲୀ ପୀଡିତାଙ୍କ ଦଶାହରେ ବିଜେପି ମହିଳା ମୋର୍ଚ୍ଚା ପାଳିବ ସଂକଳ୍ପ ଦିବସ
୧୦୦୨ ମଣ୍ଡଳରେ ଦେବୀ ମନ୍ଦିର ସାମନାରେ ଆତ୍ମାର ସଦଗତି ନିମନ୍ତେ କରାଯିବ ଦୀପଦାନ
ଅମିତ୍ ଶାହାଙ୍କ ଦ୍ୱାରା ୩ ଜଣିଆ କେନ୍ଦ୍ରୀୟ ତଦନ୍ତ କମିଟି ଗଠିତ. ଓଡିଶା ଆସି କରିବେ ତଦନ୍ତ …
ଧର୍ମେନ୍ଦ୍ରଙ୍କ ଅହଙ୍କାର ଓ ଔଦ୍ଧତ୍ୟକୁ ଓଡ଼ିଶାବାସୀ ଜାଣିସାରିଲେଣି: ବିଜୟ ନାୟକ
କହି ହେଉଥାଇ ପରକୁ ବୁଦ୍ଧି ନ ଦିଶଇ ଘରକୁ
ମହାନଦୀ ପ୍ରସଙ୍ଗରେ ଶ୍ରୀ ପ୍ରଧାନଂକ ଅସଲ ଚେହେରା ପଦାରେ ପଡିଯାଇଛି
ଶସ୍ତା ବୟାନବାଜି ନୁହେଁ, ତେଲ ଦରବୃଦ୍ଧିରୁ ଲୋକଙ୍କୁ ଆଶ୍ୱସ୍ତି ଦିଅ
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଅହଙ୍କାରକୁ ପୁଞ୍ଜି କରି ଯେଉଁ…
ଧର୍ମେନ୍ଦ୍ର ମାନିସାରିଲେଣି, ତୁଚ୍ଛାକୁ ଯା ବାହାପିଆ କଥା କହିବାରେ ବ୍ୟସ୍ତ ଅରୁଣ ସିଂ
ବିଜେପିର ଓଡ଼ିଶା ମିଶନ ୧୨୦+ ଏକ ଦିବାସ୍ୱପ୍ନ: ବିଜେଡି
କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ମନଗଢ଼ା କାହାଣୀ ଶୁଣାନ୍ତୁ, କିନ୍ତୁ ଲୋକଙ୍କୁ ବିଭ୍ରାନ୍ତି କରନ୍ତୁ ନାହିଁ
ଭୁବନେଶ୍ୱର,: ବିଜେପି ଓଡ଼ିଶାରେ ଆସିବ ବୋଲି ବାରିପଦାରେ ଏହି ଦଳର ପ୍ରଭାରୀ ଯେଉଁ ତୁଚ୍ଛା ବାହାସ୍ପୋଟ ମାରିଛନ୍ତି,…