Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବିଜେଡି ହୋର୍ଡ଼ିଂଙ୍ଗ ଉଠାଇଦେଉଛି ପୋଲିସ, ବିଜେପି ହୋର୍ଡ଼ିଂଙ୍ଗ ହଟୁନି
ଭଏସ୍ ମେସେଜ୍ ପଠାଇ ଆଚରଣ ବିଧି ଉଲ୍ଲଂଘନ
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଫେରାଦି
ଭୁବନେଶ୍ୱର : ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାର ଜୋରସୋର ଚାଲିଥିଲା ବେଳେ ରାଜ୍ୟ ସରକାରଙ୍କୁ ବଦନାମ କରିବା ସହ ସେଥିରୁ ନିର୍ବାଚନୀ ଫାଇଦା ଉଠାଇବା ଲାଗି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ…
ଯୋଗେଶ ଆଶ୍ୱସ୍ତ, ନରସିଂହ ନିରାପଦ
ସୁପ୍ରିମକୋର୍ଟ ଲଗାଇଲେ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ
କଂଗ୍ରେସ ବିଧାୟକ ଯୋଗେଶ ସିଂଙ୍କ ନିର୍ବାଚନକୁ ମାନ୍ୟବର ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ କିଛି ଗଣମାଧ୍ୟମ ସେତେବେଳେ ବହୁତ ଆଗକୁ ଅନୁମାନ କରି ଏହି ନିଷ୍ପତ୍ତିକୁ ସର୍ବଶେଷ ନିଷ୍ପତ୍ତି ଭାବେ ଦର୍ଶାଇ ଲେଖିଲେ ଆଉ ଘନ ଘନ…
ଅଇଁଠାପଲ୍ଲୀ ଆଦିବାସୀ ଯୁବକ ହାଜତ ମୃତ୍ୟୁ ଘଟଣା: ନବୀନ ସରକାରର ଆଦିବାସୀ ହତ୍ୟା ଯୋଜନାର ଜ୍ୱଳନ୍ତ ନଜୀର
ଅବିନାଶ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ : ପ୍ରଦୀପ
ଭୁବନେଶ୍ୱର- ସମ୍ବଲପୁର ଜିଲାର ଅଇଁଠାପଲ୍ଲୀ ଥାନା ଅନ୍ତର୍ଗତ ଭାଲୁପାଲ୍ଲି ଗ୍ରାମର ଅବିନାଶ ମୁଣ୍ଡାର ହାଜତ ମୃତ୍ୟୁରେ ନବୀନ ସରକାରଙ୍କର ଆଦିବାସୀ ବିରୋଧୀ ମନୋଭାବ ସ୍ପଷ୍ଟ ପ୍ରମାଣିତ ହେଉଛି । ଏହା ବିଜେଡ଼ି ସରକାରର…
ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ନିତେଶଙ୍କୁ ସ୍ୱର୍ଣ୍ଣ ପଦକ
ବାରିପଦାରୁ ଦିଲ୍ଲୀପ ମହାନ୍ତି - ଚଳିତ ଫେବୃଆରୀ ୪ ଏବଂ ୫ ବଲାଙ୍ଗିର ଜିଲା ଟିଟିଲାଗଡ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେଇ ମୟୁରଭଞ ଜିଲାର ନିତେଶ କୁମାର ବାରିକ ଏବଂ ଲେବା ଚାନ୍ଦ ଟୁଡୁ ଜିଲା ପାଇଁ କୃତିତ୍ୱ ଅର୍ଜନ କରିଛନ୍ତି ।…
ପ୍ରଣୟଙ୍କ ପ୍ରତି ବଢୁଛି ଲୋକଙ୍କ ଆସ୍ଥା, କଂଗ୍ରେସରେ ଯୋଗଦେଲେ ବିଜେପି – ବିଜେଡି କର୍ମୀ
ନିର୍ବାଚନ ମୈଦାନରେ ବିଜେପି - ବିଜେଡି ବହୁଦିନରୁ ସେମାନଙ୍କ କସରତ ଆରମ୍ଭ କରି ଦେଇଥିବା ବେଳେ ବିଳମ୍ବରେ ମଇଦାନକୁ ଓଲ୍ହାଇଛନ୍ତି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ | ଗୋଟିଏ ସମୟରେ ଲାଗୁଥିଲା କଂଗ୍ରେସ ଏଥର ବାଜିରେ ପ୍ରାୟତଃ ସାମିଲ ହେଇପାରିବନି | କଂଗ୍ରେସ କରମୀ ଓ ନେତାମାନେ ବିଜେପି…
ସୋସିଆଲ୍ ମିଡିଆରେ ବିଜେପି ଦ୍ୱାରା ପ୍ରସାରିତ ଭିଡିଓ କ୍ଲିପ୍ ଆଚରଣ ବିଧି ଉଲ୍ଲଂଘନ କରୁଛି
ନିର୍ବାଚନ କମିଶନ ଏବଂ ଡିଜିପିଙ୍କୁ ଭେଟି ଦାବି ଜଣାଇଲା ବିଜେଡି
ଭୁବନେଶ୍ୱର,: ଫେସ୍ବୁକ୍ରେ ବିଜେପି ପକ୍ଷରୁ ଛଡ଼ାଯାଇଥିବା ଭିଡିଓ କ୍ଲିପ୍ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବାରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଅନୁରୋଧ…
ବିଜେପି ଉଠାଇଲା ମୁଖ୍ୟମନ୍ତ୍ରୀଙ୍କ କୋକେଇ
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ
ବାରିପଦା(ଦିଲ୍ଲିପ ମହାନ୍ତି)- ବହୁ ଚର୍ଚ୍ଚିତ କୁନ୍ଦଲି ଘଟଣାର ସିବିଆଇ ତଦନ୍ତ ଦାବି ସହିତ ପିଡ଼ିତା ପରିବାରକୁ ନ୍ୟାୟ ପ୍ରଦାନ, ଓଡ଼ିଶାରେ ମହିଳାମାନଙ୍କୁ ସାମାଜିକ କ୍ଷେତ୍ରରେ ସୁରକ୍ଷା ଆଦି ଦାବି ନେଇ ବିଜେପିର…
ମୋଦି ସରକାରଙ୍କର ଚଳିତ ବର୍ଷର ରେଳ ବଜେଟରେ ବ୍ୟୟବରାଦଓଡିଶା ପାଇଁ ଐତିହାସିକ : ବିଜେପି
ମୋଦି ସରକାରଙ୍କ ୫ଟି ବଜେଟରେ ଓଡିଶାକୁ ୨୧ ହଜାର ୫୨୪ କୋଟି ଟଙ୍କାର ବ୍ୟୟବରାଦ
ୟୁପିଏର ପାଂଚଟି ବଜେଟରେ ହୋଇଥିଲା ମୋଟ ୪୧୯୦ କୋଟି ଟଙ୍କାର ବ୍ୟୟବରାଦ
ବଜେଟ ଆଗତ ହେବାର ୧୪ ଦିନ ଅର୍ଥାତ ଜାନୁଆରୀ ୧୭ତାରିଖରେ ମୁଖ୍ୟମନ୍ତୀ ଲେଖିଥିଲେ ଦାବି ପତ୍ର
ନବୀନ ବାବୁ ଲେଖିଥିବା…
୧୮୧୪ କିମି ରେଳ ଲାଇନ ଚୋରି ହୋଇଗଲାକି ??
ଓଡ଼ିଶା ପାଇଁ ରେଳ ବଜେଟ୍ ନୈରାଶ୍ୟଜନକ... ଉପେକ୍ଷା: ବିଜେଡି
ମିଥ୍ୟା ତଥ୍ୟ ଦେଇ ରେଳମନ୍ତ୍ରୀଙ୍କ ଟ୍ୱିଟ୍ ରାଜ୍ୟବାସୀଙ୍କୁ ଉପହାସ
ନୂଆପଡ଼ା-ବରଗଡ଼-ବିଜେପୁର ରେଳ ଲାଇନ୍ ଗଲା କୁଆଡେ଼?
ଭୁବନେଶ୍ୱର,: ସଂସଦରେ ଉପସ୍ଥାପିତ ରେଳ ବଜେଟ୍ରେ ଓଡ଼ିଶା ପାଇଁ ବିଶେଷ କିଛି ଖୁସିର ଖବର…
ବିଜେପିକୁ ଜୋର ସା ଝଟକା ଧୀରେ ସେ ଲଗା
ନାମାଙ୍କନପତ୍ର ଦାଖଲର ୨୪ ଘଣ୍ଟା ନପୁରୁଣୁ କର୍ମୀ ଓ ନେତା ଯୋଗଦେଲେ ବିଜେଡିରେ
ଭୁବନେଶ୍ୱର : ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀମାନେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବିଜେପି ବିଜେପୁର ଉପ-ନିର୍ଚାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ୨୪ ଘଣ୍ଟା ନପୁରୁଣୁ ବିଜେପି…