Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ସହରବାସିନ୍ଦାଙ୍କ ଜୀବନମାନର ଉନ୍ନତି ଆଣିବା ମୋଦି ସରକାରଙ୍କ ମୂଳ ଲକ୍ଷ୍ୟ: ସମୀର ମହାନ୍ତି
ଭୁବନେଶ୍ୱର ସମେତ ନିମାପଡାରେ ରାଜ୍ୟ ସଭାପତିଙ୍କ ପୈାର ନିର୍ବାଚନ ପ୍ରଚାର
ଭୁବନେଶ୍ୱର :ମୋଦୀ ସରକାର ସର୍ବଦା ସାମଗ୍ରିକ ବିକାଶର ନୀତିରେ ବିଶ୍ୱାସ କରନ୍ତି। ଗ୍ରାମାଚଂଳ ଓ ସହରାଚଂଳ ବିକାଶକୁ ମଧ୍ୟ ସମାନ ଗୁରୁତ୍ୱ ଦେଇ ଆସୁଛନ୍ତି। ମୋଦିଜୀଙ୍କ ମୁଳମନ୍ତ୍ର ; “ସବ୍କା ସାଥ୍, ସବ୍କା ବିକାଶ୍,…
ଦଳୀୟ ପ୍ରାର୍ଥୀ ଙ୍କ ପାଇଁ ନିର୍ବାଚନ ପ୍ରଚାର ରେ ବିଧାୟକ ଓ ସାଂସଦ।
ବାସୁଦେବପୁର/ ପ୍ରତାପ ପାଢ଼ୀ : ବାସୁଦେବପୁର ରେ ଜୋର ଧରିଛି ନିର୍ବାଚନ ପ୍ରଚାର ର ସରଗରମ। ବିଭିନ୍ନ ରାଜନୈତିକ ଦଳ ର ପ୍ରାର୍ଥୀ ମାନେ ଆରମ୍ଭ କରି ଦେଉଛନ୍ତି ଘର କୁ ଘର ବୁଲି ପ୍ରଚାର କ।ର୍ଯ୍ୟକର୍ମ, ତା ସହିତ ମଧ୍ୟ ବିଭିନ୍ନ ସଭା ସମିତି ରେ ଯୋଗ ଦେଇ ସପକ୍ଷ ରେ ଭୋଟ ପାଇଁ ନିବେଦନ…
ସରକାରୀ କଳ ଏବଂ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀଙ୍କ ସହାୟତାରେ ନିର୍ବାଚନ ଲଢୁଛି ଶାସକ ବିଜେଡି:…
ପଦ୍ମପୁର ଏବିଡିଓଙ୍କ ପତ୍ନୀ ହେଉଛନ୍ତି ଶାସକ ବିଜେଡିର ଚେୟାରମ୍ୟାନ ପ୍ରାର୍ଥୀ
କାର୍ଯ୍ୟରତ ଏବିଡିଓଙ୍କୁ ତୁରନ୍ତ ବଦଳି କରାଯାଉ
ଭୁବନେଶ୍ୱର : ସରକାରୀ କଳ ଏବଂ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀଙ୍କ ସହାୟତାରେ ଶାସକ ବିଜେଡି ନିର୍ବାଚନ ଲଢୁଛି। ଏହାର ଏକ…
ଲଗାତର ପଞ୍ଚମ ଥର ପାଇଁ ସୋହେଲା ବ୍ଲକର ଅଧ୍ୟକ୍ଷ ପଦବୀ ଅକ୍ତିଆର କଲା ବିଜେଡି
ବରଗଡ : ବରଗଡ ଜିଲ୍ଲା ସୋହେଲା ବ୍ଲକର ଅଧ୍ୟକ୍ଷ ପଦବୀକୁ ବିଜୁ ଜନତା ଦଳ ୨୦୦୨ରୁ ଚଳିତ ୨୦୨୨ ପର୍ଯ୍ୟନ୍ତ ୫ଥର ହେଲା ଲଗାତର ଭାବରେ ଅକ୍ତିଆର କରି ଆସିଛି । ଏହାର ଶ୍ରେୟ ଯାଉଛି ବିଜେଡିର ପଶ୍ଚିମ ଓଡିଶାର ଲୋକପ୍ରିୟ ଦମଦାର ଟାଣୁଆ ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କୁ ।…
ନିର୍ଦ୍ୱନ୍ଦରେ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ହେଲେ ନିରୁପମା ପଟେଲ
ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ଧଣ୍ଡାମୁଣ୍ଡା ସମିତି ସଭ୍ୟା ନିରୂପମା ପଟେଲ । ଶନିବାର ଏଥିପାଇଁ ଅନୁଷ୍ଠିତ ନିର୍ବାଚନ ପ୍ରକ୍ରିୟାରେ ନିରୂପମା ପଟେଲ ପ୍ରର୍ଥୀପତ୍ର ଦାଖଲ କରିଥିବାବେଳେ ସୁଖିରାମ…
ଅସ୍ତରଙ୍ଗ : କଂଗ୍ରେସ ମେଣ୍ଟର ବିପୁଳ ବିଜୟ
ଆରତୀ ନାଏକ ହେଲେ ବ୍ଲକ ଅଧ୍ୟକ୍ଷା
ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ର ଅଧ୍ୟକ୍ଷ ନିର୍ବାଚନରେ କଂଗ୍ରେସ ସମର୍ଥୀତ ମେଣ୍ଟକୁ ବିପୁଳ ବିଜୟ ମିଳିଛି । ଯାହା ଫଳରେ କି, ଶାସକ ଦଳ ଅଧୀନରେ ଦୀର୍ଘ ଦିନ ଧରି ଥିବା ଅସ୍ତରଙ୍ଗ ପଞ୍ଚାୟତ ସମିତି ବିରୋଧୀ କଂଗ୍ରେସ ମେଣ୍ଟ…
ଲୋକ ଓ ପୋଲିସ କର୍ମୀଙ୍କ ଉପରେ ଚିଲିକା ବିଧାୟକ ଗାଡ଼ି ଚଢ଼ାଇବା ଘଟଣାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ
ବାଣପୁର ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ-ଧର୍ମେନ୍ଦ୍ର
ଭୁବନେଶ୍ୱର - ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ନିର୍ବାଚିତ ପ୍ରତିନିଧି ପ୍ରଶାନ୍ତ ଜଗଦ୍ଦେବ ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ…
ଭଞ୍ଜନଗର ବ୍ଲକର ନୂତନ ଅଧ୍ୟକ୍ଷ ହେଲେ ନରୀସଭା
ଭଞ୍ଜନଗର / ନିଲୁ ବିଷୋୟୀ: . ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ପଦବୀ ନିମନ୍ତେ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଶନିବାର ହୋଇଥିବା ନିର୍ବାଚନରେ ବିଜେଡ଼ି ସମର୍ଥିତ ସମିତି ସଭ୍ୟ ନରୀସଭା ନାୟକ ବିଜୟ ଲାଭ କରିଛନ୍ତି।ଏହି ଆସନଟି ଅନୁସୂଚିତ ଜାତି ବର୍ଗର ଲୋକଙ୍କ ନିମନ୍ତେ ସଂରକ୍ଷିତ ଥିବା…
ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପିର ନୃଶଂସ ଆକ୍ରମଣ ନିନ୍ଦନୀୟ: ବିଜେଡି
ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପି ନେତା ଓ କର୍ମୀଙ୍କ ଦ୍ୱାରା ହୋଇଥିବା ନୃଶଂସ ଆକ୍ରମଣକୁ ବିଜେଡି ଦୃଢ ଭାବେ ନିନ୍ଦା କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଶ୍ରୀ ଇପ୍ସିତା ସାହୁ । ଆଜି ଏଠାରେ ଗଣମାଧ୍ୟମକୁ ସୁଶ୍ରୀ ସାହୁ କହିଛନ୍ତି ଯେ ଗଣତନ୍ତ୍ରରେ…
ଜଗଦେବଙ୍କ ବର୍ବର କାର୍ଯ୍ୟକୁ ଦୃଢ ଭାବେ ନିନ୍ଦା କଲା ବିଜେଡି
ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ: ସସ୍ମିତ
ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଆଜି ବାଣପୁରରେ ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ଘଟାଇଥିବା ବର୍ବର କାର୍ଯ୍ୟକୁ ବିଜେଡି ଦୃଢ ଭାବେ ନିନ୍ଦା କରୁଥିବା କହିଛନ୍ତି ଦଳୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।ଆଜି ଏଠାରେ ଡକ୍ଟର…