Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ନିଜ ବିଫଳତା ଲୁଚାଇବାକୁ ଧର୍ମେନ୍ଦ୍ର ମାରୁଛନ୍ତି ମିଛ ଭାଷଣ : ବିଜୟ
"ତୈଳଦର ବୃଦ୍ଧିର ଯନ୍ତ୍ରଣାରେ ଲୋକ ଛଟପଟ, ହେଲେ ବାହାସ୍ପଷ୍ଟ ମାରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି କେନ୍ଦ୍ରମନ୍ତ୍ରୀ "
ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହା ସାଧାରଣ ଜନଜୀବନକୁ ବ୍ୟତିବ୍ୟସ୍ତ କରିସାରିଲାଣି, କାରଣ ପେଟ୍ରୋଲ ଓ ଡିଜେଲ୍ର…
ବିଜେଡ଼ି ଓ ବିଜେପି ୯ବର୍ଷ ଏକାଠି ଲୁଟି, ଏବେ କାଦୁଆ ଫିଙ୍ଗାରେ ବ୍ୟସ୍ତ, ଉଭୟ ଦଳ ଓଡ଼ିଶାର ଶତ୍ରୁ : ଶେଖ ମସ୍ତାନ
ଢେଙ୍କାନାଳ ଜିଲ୍ଲା କଂଗ୍ରେସ ବିଶାଳ କର୍ମୀ ସମାବେଶ
ବିଜେଡି ଓ ବିଜେପି ଓଡିଶାକୁ ରସାତଳଗାମୀ କରିଛନ୍ତି : ନବ ଦାସ
କଂଗ୍ରେସର ପୂର୍ବ ଗୌରବକୁ ଫେରାଇ ଆଣିବାକୁ ଆମେ ଏକତ୍ରିତ ହୋଇ ବିପ୍ଲବ କରିବାର ସମୟ ଆସିଛି : କେପି
ଢେଙ୍କାନାଳ : ଢେଙ୍କାନାଳ କଂଗ୍ରେସ କର୍ମୀ ସମ୍ମିଳନୀରେ…
ମହାନଦୀର ସୁରକ୍ଷା ପାଇଁ ମହା ଅଭିଯାନ, ଶୁଭାରମ୍ଭ କରିବେ ନବୀନ
ମହାନଦୀର ପ୍ରବେଶ ସ୍ଥଳରୁ ପାରାଦୀପ ପର୍ଯ୍ୟନ୍ତ ହେବ ଅଭିଯାନ
ଭୁବନେଶ୍ୱର,(ଚକ୍ରଧର ମାଝି:) ମହାନଦୀର ମହାସଂକଟ ଏ ପର୍ଯ୍ୟନ୍ତ ଟଳିନାହିଁ । ତେଣୁ ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଆ ଜାତିର ମହାସଂଗ୍ରାମ ଅବ୍ୟାହତ ରହିଛି । ଏହାର ପ୍ରଥମ ପର୍ଯ୍ୟାୟ ଆନେ୍ଦାଳନ ପରେ ଗତମାସ ୨୨ ତାରିଖ ଦିନ…
“ବିରୋଧୀ ମାନେ ହେଉଛନ୍ତି ପେଚା, ସେମାନଙ୍କୁ ବିକାଶ ଦେଖାଯାଉନି”
ବିରୋଧୀଙ୍କୁ ଅରୁଣଙ୍କ କଟାକ୍ଷ, ଧର୍ମେନ୍ଦ୍ରଙ୍କ ଏଟିଏମ ମନ୍ତବ୍ୟକୁ ବି କଲେ ସମାଲୋଚନା
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ରାଜ୍ୟରେ ସାମଗ୍ରିକ ବିକାଶ ବିରୋଧୀ ଦଳ ଆଖିକୁ ଦେଖାଯାଉ ନାହିଁ । ଯେପରି ପେଚା ଦିନରେ ଦେଖିପାରେ ନାହିଁ, ଠିକ୍ ସେହିପରି ବିରୋଧୀ ଦଳଙ୍କୁ ରାଜ୍ୟରେ…
ସରପଞ୍ଚ ଓ କାଉନ୍ସିଲରଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ମିଶିଲେ
ଭୁବନେଶ୍ୱର: ବାଙ୍କୀ ନିର୍ବାଚନ ମଣ୍ଡଳୀ ବିଲିପଡ଼ା ପଞ୍ଚାୟତ ସରପଞ୍ଚ କୁମାରୀ ପ୍ରଶାନ୍ତି ସେଠୀ, ଦୁଲଣପୁର ସରପଞ୍ଚ ସୁନୀଲ କୁମାର ସାହୁ, ଗୋବିନ୍ଦପୁର ସରପଞ୍ଚ ନବକିଶୋର ବେହେରା, ଓସ୍ତିଆ ପଞ୍ଚାୟତ ସମିତି ସଭ୍ୟା ସଂଜୁ ଦେଇ, ବାରଙ୍ଗ ବ୍ଲକ ମଧୁପୁର ସରପଞ୍ଚ ସୁମିନା ପ୍ରଧାନ, ବାଙ୍କୀ…
କୋଇଲା ଖଣି ଶ୍ରମିକଙ୍କ ମହଙ୍ଗା ଭତା ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ରାଜ୍ୟ ବିଜେପି
•ମହଙ୍ଗା ଭତା ବଢିଲା ପରେ ଅଣକୁଶଳି ଶ୍ରମିକ ମାନେ ଏବେ ଦୈନିକ ୬୦୮ ଟଙ୍କା ପାଇବେ ।
•ଅର୍ଦ୍ଧକୁଶଳି ଶ୍ରମିକ ମାନେ ଦୈନିକ ୬୭୪ଟଙ୍କା, କୁଶଳି ଶ୍ରମିକମାନେ ଦୈନିକ ୭୩୯ ଟଙ୍କା ଏବଂ ଅତିକୁଶଳି ଶ୍ରମିକ ମାନେ ଦୈନିକ ୮୦୫ଟଙ୍କା ପାଇବେ ।
•ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କୋଇଲା…
ଇମ୍ଫା ପାଇଁ ବାହାରିଲା ବିଜେପି
ନବ ନିର୍ବାଚିତ କିଛି ସାଂସଦ ଏହି ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଛନ୍ତି
କଂଗାରୁ କୋର୍ଟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି
ଭୁବନେଶ୍ୱର(CHAKRADHAR MAJHI) : ଶେଷରେ ବିଜେପି ମୁହଁ ଖୋଲିଛି ନିଲମ୍ବିତ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରୋକ୍ଷ ମାଲିକାନା ବା ତାଙ୍କ ପରିବାରର ମାଲିକାନା…
ଓଡିଶାର ୪୦୦ଟି ଅବହେଳିତ ଗ୍ରାମକୁ ସ୍ୱୟଂ ସପୂର୍ଣ୍ଣ ଗ୍ରାମ ଭାବରେ ଘୋଷିତ କରାଯିବ
୨୯ ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୁରଭଂଜ ଜିଲ୍ଲା ବଡସାହି ନିର୍ବାଚନ ମଣ୍ଡଳୀର ହରିପୁର ଗ୍ରାମରେ ଏହି ଯୋଜନାକୁ ଶୁଭାରମ୍ଭ କରିବେ
ଏହି କାର୍ଯ୍ୟକ୍ରମ ଦ୍ୱାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ସମସ୍ତ ଅବହେଳିତ ଗ୍ରାମରେ ପହଂଚାଯିବ…
ମଧୁବାବୁଙ୍କ ସ୍ୱପ୍ନର ଶିଳ୍ପକୁ ବିକଶିତ କରିବା ପାଇଁ ରାଜ୍ୟସରକାର ଚାହୁଁନାହଁନ୍ତି : ବିଜେପି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି
ରାଜ୍ୟ ସରକାର କେବଳ ହୀନ ରାଜନୀତି କରୁଛନ୍ତି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ଭାରତକୁ ସମୃଦ୍ଧ ତଥା ବିକାଶ ଦିଗରେ ଅଗ୍ରସର…
ଅନେକ ଜନକଲ୍ୟାଣକାରୀ ଯୋଜନା ବନ୍ଦ କରି ରାଜ୍ୟର ଆର୍ଥିକ କ୍ଷତି କରିଛି କେନ୍ଦ୍ର ଏନଡିଏ ସରକାର
ପଞ୍ଚାୟତିରାଜ ଦିବସ ପାଳନକୁ ନେଇ ବିଜେପି ରାଜନୀତି ନକରୁ: ବିଜୟ ନାୟକ
ଭୁବନେଶ୍ୱର(ଚକ୍ରଧର) : ଏପ୍ରିଲ ୨୪ ପଞ୍ଚାୟତିରାଜ ଦିବସ ପାଳନ ପାଇଁ କେନ୍ଦ୍ର ସରକାର ଯେଉଁ ପ୍ରକାରେ ପରାମର୍ଶ ଦେଇଥିଲେ ସେହି ପ୍ରକାରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।…