Browsing Category

ରାଜନୀତି

ବିଜେଡିରେ ସଂଖ୍ୟାଲଘୁ ଯୁବକଙ୍କ ଯୋଗଦାନ

  ବାଲେଶ୍ୱର,(ଉଜ୍ଜ୍ୱଳ କର ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ବାଲେଶ୍ୱର ବିଧାୟକଙ୍କ କାର୍ଯ୍ୟରେ ଉତ୍ସାହିତ  ହୋଇ ବିଜେଡ଼ିରେ ସାମିଲ ହୋଇଛନ୍ତି ବାଲେଶ୍ୱର ମୁନିସିପାଲିଟି ଅଞ୍ଚଳର ୨୦୦ରୁ ଅଧିକ ସଂଖ୍ୟାଲଘୁ ଯୁବକ ।ଏହି ପରିପ୍ରେକ୍ଷୀରେ ହୋଟେଲ କଳିଙ୍ଗରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫସଲବୀମା ଯୋଜନା କେବଳ କମ୍ପାନୀ ପ୍ରିତିରେ ଚାଲିଛି 

ବୀମା ସମୟ ସୀମା ଜୁଲାଇ ୩୧ ତାରିଖ ପରିବର୍ତ୍ତେ ଆସନ୍ତା ଅଗଷ୍ଟ ୧୫ ତାରିଖକୁ ବୃଦ୍ଧି କରାଯାଉ : କଂଗ୍ରେସ କୃଷକ ସେଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ଅବହେଳା ଯୋଗୁ ରାଜ୍ୟର ୧୫ଲକ୍ଷରୁ ଉର୍ଦ୍ଧ ଚାଷୀ ଗତବର୍ଷର ୧୧ଶହ କୋଟି ଟଙ୍କା ବୀମା କ୍ଷତିପୂରଣ ପାଇବାରୁ ବଂଚିତ |  ଚଳିତ ଖରିଫରେ…

ରାଜ୍ୟ ସରକାରଙ୍କ ଋଣଭାର ଦିନକୁୁ ଦିନ ବଢ଼ାଉଥିବା ବିଜେଡି ସରକାର ଗରୀବଙ୍କ ସରକାର ନୁହେଁ ବରଂ ଗରିବୀ ବୃଦ୍ଧି କରିବା…

  ଭୁବନେଶ୍ୱର,:  ରାଜ୍ୟ ସରକାର ଋଣ ଶୁଝିବା ପରିବର୍ତେ ଦିନକୁ ଦିନ ଅଧିକରୁ ଅଧିକ ଋଣ କରି ରାଜ୍ୟରେ ଜନ୍ମ ନେଉଥିବା ନବଜାତ ଶିଶୁ ଉପରେ ଋଣ ଭାର ଲଦି ଚାଲିଛନ୍ତି । ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବ କାରଣରୁ ରାଜ୍ୟ ଦିନକୁ ଦିନ ଅବନତି ଆଡକୁ ଗତି କରୁଛି । ଗୋଟିଏ ପଟେ ରାଜ୍ୟସରକାର ଋଣଭାରରେ…

ସାନିଟାରି ନ୍ୟାପକିନ, ଜଙ୍ଗଲଜାତ ଦ୍ରବ୍ୟ ଓ ମୂର୍ତି ହେଲା ଜିଏସଟି ମୁକ୍ତ

ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି ଭୁବନେଶ୍ୱର  : ଦେଶରେ ଗରୀବଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେଲେ ଯାଇ ଦେଶର ସଠିକ ବିକାଶ ହୋଇପାରିବ । ଏହାକୁ ଉପଲବ୍ଧ କରି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର…

ଅହଲ୍ୟା ଜେନା ଘୁମୁସୁର ସାଂଗଠନିକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

  ଭୁବନେଶ୍ୱର,: ବିଜେପି ରାଜ୍ୟ ସଭାପତି  ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ଘୁମୁସୁର ସାଂଗଠନିକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ  ଅହଲ୍ୟା ଜେନାଙ୍କୁ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ  ପ୍ରଭାତୀ ପରିଡା ନିଯୁକ୍ତି ଦେଇଛନ୍ତିି ।   

ତିର୍ତ୍ତୋଲର ୩ ଯୁବ ବିଜେଡି ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟୀତ୍ୱ 

  ତିର୍ତ୍ତୋଲ(ରମେଶ ମହାନ୍ତି)  -ତିର୍ତ୍ତୋଲ ବ୍ଳକ ଅଞ୍ଚଳର ୩ ଜଣ ଯୁବନେତାଙ୍କୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକର ବିଜେଡି ଦଳୀୟ ପର୍ଯବେକ୍ଷକ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି । ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ  ଯୁବନେତା ଯଶୋବନ୍ତ…

ରାଣୀତାଲ ଦୁର୍ଘଟଣା ମୃତକଙ୍କ ପରିବାରକୁ ସମବେଦନା ଜଣାଇଲା  ଜିଲ୍ଲା କଂଗ୍ରେସ : ପ୍ରତି ମୃତକଙ୍କୁ ୧୦ଲକ୍ଷ ଟଙ୍କା କ୍ଷତି…

ଭଦ୍ରକ /ସତ୍ୟଭୂଷଣ ସ୍ୱାମୀ - ଗତ ୧୯ ତାରିଖ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ଜଣ ନୀରିହ ନିଷ୍ପାପ ପିଲାଙ୍କ ମୃତ୍ୟୁ ପରେ ଜିଲ୍ଲା କଂଗ୍ରେସ ମୃତକଙ୍କ ପରିବାକୁ ଭେଟି ସମବେଦନା ଜଣାଇଛି । ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର…

ଇଂ. ଈଶ୍ୱର ଚନ୍ଦ୍ର  କୋରାପୁଟ ଜିଲ୍ଲା ବିଜେଡି ସଭାପତି

ଭୁବନେଶ୍ୱର : ବିଜୁ ଜନତା ଦଳର ରାଜ୍ୟ ସଭାପତି  ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ସଭାପତି ଭାବେ ଇଂ. ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କୁ ଏବଂ କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରୂପେ ଶ୍ରୀମତୀ ସୁକାନ୍ତି ବାଗଡୋରିଆଙ୍କୁ ନିଯୁକ୍ତ କରିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ସଂପାଦକ ବିଜୟ…

ମହାବାତ୍ୟା ଓ ଫାଇଲିନ୍‍କୁ ଟପିଲା ଚଳିତ ବର୍ଷର ବଡ଼ ବର୍ଷା

୨୪ ଘଣ୍ଟା ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଅବସ୍ଥା ନିୟନ୍ତ୍ରଣାଧୀନ: ବିଜୟ ଭୁବନେଶ୍ୱର: ଗତ ଦୁଇଦିନ ହେଲା ରାଜ୍ୟ ବ୍ୟାପୀ ଲଗାଣ ବର୍ଷା ଲାଗି ରହିଥିଲେ ହେଁ ରାଜ୍ୟ ସରକାରଙ୍କ ସକ୍ରିୟ ଓ ବଡ଼ଧରଣର ପଦକ୍ଷେପ ଯୋଗୁ ପରିସ୍ଥିତି ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ରଖାଯାଇପାରିଛି । ଏଥିଯୋଗୁ…

 ଉଭୟ ଦଳର ଏପ୍ରକାର ଡ୍ରାମାରୁ ବିଜେଡି ଦୂରେଇ ରହିବା ସମୟୋଚିତ ନିଷ୍ପତ୍ତି : ବିଜୟ 

 ଭୁବନେଶ୍ୱର: କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଏବଂ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ଗତ ୧୪ବର୍ଷ ହେଲା କ୍ରମାଗତ ଭାବେ ଓଡ଼ିଶାକୁ ଅବହେଳା କରିଆସିଛନ୍ତି । ମହାନଦୀ, ପୋଲାଭରମ୍‍, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଭଳି ପ୍ରସଂଗରେ ଉଭୟ ସରକାର ଓଡ଼ିଶା କ୍ଷେତ୍ରରେ ଛଳନା କରିଛନ୍ତି ।…