Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
କଂଗ୍ରେସ ପକ୍ଷରୁ ଶାନ୍ତି ପୁର୍ଣ୍ଣ ବନ୍ଦ ପାଳନ : ଜୀବନ ଯାତ୍ରା ବ୍ୟାହତ
ସୁବର୍ଣ୍ଣପୁର /ପ୍ରକାଶ ହାତୀ -ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କଂଗ୍ରେସ ପକ୍ଷରୁ ଆଜି ପ୍ରଦେଶ କଂଗ୍ରେସ କମିଟୀର ଆହ୍ୱାନ କ୍ରମେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ, ବୃଦ୍ଧି ପ୍ରତିବାଦରେ ଆଜି ଶାନ୍ତିପୁର୍ଣ ଭାବରେ ବନ୍ଦ ପାଳନ କରାଯାଇଛି । …
ଗଜପତି ଜିଲ୍ଲାରେ ଭାରତବନ୍ଦ ଡାକରା- ଜୀବନଯାତ୍ରା ପ୍ରଭାବିତ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ରର ତୈଳ ଦରବୃଦ୍ଧି ବିରୋଧରେ ପ୍ରତିବାଦ କରି ଦିଆଯାଇଥିବା ଭାରତ ବନ୍ଦ ଡାକରା ପାରଳାଖେମୁଣ୍ଡି ସମେତ ସମଗ୍ର ଗଜପତି ଜିଲ୍ଲାକୁ ବନ୍ଦର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ବସ , ମୋଟର ଚଳାଚଳ ବନ୍ଦ…
କେନ୍ଦ୍ର ସରକାରଙ୍କ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ବିଜେଡିର ବିକ୍ଷୋଭ ଓ…
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ରସରକାରଙ୍କ ଅହେତୁକ ତୈଳଦର ଡିଜେଲ, ପେଟ୍ରୋଲ, ଇନ୍ଧନଗ୍ୟାସ ବୃଦ୍ଧି ପ୍ରତିବାଦରେ ୦୯.୦୯.୨୦୧୮ ପୂର୍ବାହ୍ନ ୧୦ ଘଣ୍ଟିକା ଠାରୁ ୧୨ଟା ପର୍ଯ୍ୟନ୍ତ ଦୁଇଘଣ୍ଟା ଧରି ପାରଳାଖେମୁଣ୍ଡି ସହରରେ ଥିବା ୫ଟି ଯାକ ପେଟ୍ରୋଲ ପମ୍ପ ସାମନାରେ ଗଜପତି…
ନବରଙ୍ଗପୁର ଜିଲ୍ଲା ସଂଯୋଜକ ଭାବେ ପ୍ରମୋଦ କୁମାର ପାଢ଼ୀଙ୍କୁ ନିଯୁକ୍ତି
ଭୁବନେଶ୍ୱର - ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନବରଙ୍ଗପୁର ଜିଲ୍ଲା ସଂଯୋଜକ ଭାବେ ଶ୍ରୀ ପ୍ରମୋଦ କୁମାର ପାଢ଼ୀଙ୍କୁ ନିଯୁକ୍ତି ଦେଇଛନ୍ତି । ଶ୍ରୀ ପାଢ଼ୀ ବିଜୁ ଜନତା ଦଳର ନବରଙ୍ଗପୁର ଜିଲ୍ଲା ସଭାପତିଙ୍କ ସହ ମିଶି କାର୍ଯ୍ୟ କରିବାକୁ ସଭାପତି ଶ୍ରୀ…
ଭଦ୍ରକ ବନ୍ଦ ଶାନ୍ତିପୂର୍ଣ୍ଣ, ଦମ ଦେଖାଇଲା କଂଗ୍ରେସ
ବିଶାଳ ବାଇକ ରାଲିରେ ପିକେଟିଂ କଲେ କଂଗ୍ରେସ କର୍ମୀ
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : କେନ୍ଦ୍ରର ମୋଦି ସରକାର ବାରମ୍ବାର ତୈଳ ଦର ବୃଦ୍ଧି କରି ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ଯାତ୍ରାକୁ ବ୍ୟୟ ବହୁଳ କରିବା ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଘଟୁଥିବା ନେଇ କଂଗ୍ରେସ ଦଳ ପକ୍ଷରୁ ଭାରତ…
ବଡ଼ବିଲ ଯୋଡ଼ା ଖଣି ଅଞ୍ଚଳରେ ବନ୍ଦ ସଫଳ
ବଡ଼ବିଲ
ତୈଳ ଦର ପ୍ରତିବାଦରେ ଭାରତ ବନ୍ଦର ପ୍ରଭାବ ଖଣି ଅଞ୍ଚଳରେ ଅନୁଭୂତ ହୋଇଛି। ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରହିଛି। ସେହିପରି କାଁ ଭାଁ ଦୁଇ ଚକିଆ ଯାନ କୁ ଛାଡିଦେଲେ ଗାଡି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ପେଟ୍ରୋଲ ପମ୍ପ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ…
କଂଗ୍ରେସ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରାରେ ଜୀବନ ଯାତ୍ରା ବ୍ୟାହତ / ପଦ୍ମପୁର ଉପଖଣ୍ଡ ଠପ
ବରଗଡ/ପଦ୍ମପୁର/ପାଇକମାଳ (ଗୌରାଙ୍ଗ ଚରଣ ଦାଶ/ନୀଳ ଦୀପ):- ଭାରତ ବନ୍ଦ । ଭାରତୀୟ ଜାତୀୟ କଂଗ୍ରେସ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ ପୁର୍ଣ ମାତ୍ରାରେ ଜିଲ୍ଲାର ସବୁ ଅଂଚଳରେ ଦେଖିବାକୁ ମିଳୁଛି । ବନ୍ଦ କୁ ସଫଳ କରିବା ନିମନ୍ତେ ଗତ କିଛିଦିନ ହେଲା କଂଗ୍ରେସ ନେତା ମାନଙ୍କର…
ଜି ଉଦୟଗିରିରେ ଜୀବନଯାତ୍ରା ବ୍ୟାହତ : କଂଗ୍ରେସ ଡ଼ାକରାରେ ସବୁ କିଛି ଜାମ
ଜି ଉଦୟଗିରି (ଶାସକ ପ୍ରଶାସକ) : କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶରେ ଅହେତୁକ ଭାବରେ ବଢି ଚାଲିଥିବା ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ଅଖିଳ ଭାରତୀୟ କଂଗ୍ରେସ ଜି ଉଦୟଗିରିରେ ଦେଖିବାକୁ ମିଳିଛି | ଆଜି ସକାଳୁ ଜିଲ୍ଲା କଂଗ୍ରେସ କମିଟିର ଡାକରାରେ ଶତାଧିକ…
କଂଗ୍ରେସ କମିଟିର ଭାରତ ବନ୍ଦ ଡାକରା ସଫଳ : ବଲାଙ୍ଗୀର ଠପ
ବଲାଙ୍ଗୀରରୁ ନିରୋଜ ମିଶ୍ର : କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶରେ ଅହେତୁକ ଭାବରେ ବଢି ଚାଲିଥିବା ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ନିଷ୍ପତି କ୍ରମେ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ବଲାଙ୍ଗୀରରେ ଭୀଷଣ ଭାବେ…
ରାୟଗଡ ଜିଲ୍ଲା କଂଗ୍ରେସ କମିଟିର ଭାରତ ବନ୍ଦ ଡାକରା ସଫଳ
ରାୟଗଡରୁ ସରୋଜ କୁମାର ସାହୁ
କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶରେ ଅହେତୁକ ଭାବରେ ବଢି ଚାଲିଥିବା ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ନିଷ୍ପତି କ୍ରମେ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ରାୟଗଡାରେ ମଧ୍ୟ ଦେଖିବାକୁ…