Browsing Category

ରାଜନୀତି

ରାଜେନ୍ଦ୍ର କଲେଜରେ ଛାତ୍ର ଅଶାନ୍ତି

ବଲାଙ୍ଗୀର(Niroj Mishra): ରାଜ୍ୟବ୍ୟାପୀ ଛାତ୍ର ସଂସଦ ନିର୍ବାଚନକୁ ନେଇ ଅନେକ ସ୍ଥାନରେ ଉତ୍ତେଜନା ଦେଖା ଦେଇଥିବା ବେଳେ  ବଲାଙ୍ଗୀର ରାଜେନ୍ଦ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟ ସେଥିରୁ ବାଦ ପଡିନି | କଲେଜରେ ମଙ୍ଗଳବାର ଛାତ୍ର ଅଶାନ୍ତି ଦେଖାଦେଇଛି। ଉତ୍ତ୍ୟକ୍ତ ଛାତ୍ରମାନେ କଲେଜ…

ବିଜେଡିରେ ମିଶିଲେ କଂଗ୍ରେସ ନେତା ଓ କର୍ମୀ 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପ ସଭାଗୃହ ଠାରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ  ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଏବଂ ପୂର୍ବତନ ବିଧାୟକ…

ନୂଆଖାଇ ଭେଟଘାଟ : ନା ନନେଇ ବିରୋଧୀଦଳ ନେତାଙ୍କ ଉପରେ ବର୍ଷିଲେ ଅର୍କେଶ 

ବଲାଙ୍ଗୀର/ ନିରୋଜ ମିଶ୍ର :  ଅବସର ଥିଲା ନୂଆଖାଇ ଭେଟଘାଟ | ଉପସ୍ଥିତ ଥିଲେ ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ସଂସଦ ପ୍ରଭାସ ସିଂ, ପୂର୍ବତନ ରାଜ୍ୟସଭା ସଂସଦ ଅନଙ୍ଗ ଉଦୟ ସିଂଦେଓ, ଦିଲ୍ଲୀପ ତିର୍କି, ପୂର୍ବତନ ମନ୍ତ୍ରୀ ବିଧାୟକ ଯୋଗେନ୍ଦ୍ର ବେହେରା, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟିକା…

ଧନୁତୀର  ଉଠାଇଲେ ଲକ୍ଷ୍ମଣ 

ବାରିପଦା(ଦିଲ୍ଲୀପ ମହାନ୍ତି )-  ବିଜୁ ଜନତା ଦଳର ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ସଭାପତି ତଥା ପୂର୍ବତନ ଲୋକସଭା ସାଂସଦ ଲକ୍ଷ୍ମଣ ଟୁଡ଼ୁ ଦୁଇଦିନ ତଳେ ବିଜୁ ଜନତାଦଳ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଥିବା ବେଳେ ରବିବାର ଦିନ ଧନୁ ଧାରଣ କରି ଝାରଖଣ୍ଡ ମୁକ୍ତିମୋର୍ଚ୍ଚାରେ ଯୋଗ ଦେଇଛନ୍ତି ।…

ହାତ ଛାଡ଼ିଲେ : ପଦୁଅଁ ଧରିବେ ପଦ୍ମଲୋଚନ 

'ବିଶ୍ୱାସଘାତୀଙ୍କୁ ନେଇ ପିସିସି ସଭାପତି ସଂଗଠନକୁ ଆଗକୁ ବଢ଼ାଇବା ଅସହ୍ୟ" ବାଲେଶ୍ୱର(ଉଜ୍ଜ୍ୱଳ କର): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ  ରାଜନେତା ପଦ୍ମଲୋଚନ ପଣ୍ଡା ସହଯୋଗୀ ଓ ଶୁଭାକାଂକ୍ଷୀଙ୍କ ସହ ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର…

କୃଷି ବୀମା ପ୍ରାପ୍ୟ ଚାଷୀଙ୍କୁ ପ୍ରଦାନ କରିବା ଦାବିରେ ବିଜେପିର ବିକ୍ଷୋଭ 

ଟିଟିଲାଗଡ,(ସୁନୀଲ ବେହେରା ) କୃଷି ବୀମା ପ୍ରାପ୍ୟ ପ୍ରଦାନ କରିବା ଦାବି ନେଇ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟପାଳଙ୍କ ଉଦେ୍ଧ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ ସ୍ଥାନୀୟ…

 କୋଣଠେସା ହୋଇ କେତେଦିନ ଦଳରେ ପଡ଼ି ରହିଥାନ୍ତି !!!!!

ବିଜେଡ଼ି ଛାଡ଼ିଲେ ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ସଭାପତି ଲକ୍ଷ୍ମଣ ବାରିପଦା(ଦିଲ୍ଲୀପ ମହାନ୍ତି )- ବିଜୁ ଜନତା ଦଳର ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ସଭାପତି ତଥା ପୂର୍ବତନ ଲୋକସଭା ସାଂସଦ ଲକ୍ଷ୍ମଣ ଟୁଡ଼ୁ ଆଜି ବିଜୁ ଜନତାଦଳ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଛନ୍ତି । ଶ୍ରୀଟୁଡ଼ୁଙ୍କ କହିବା…

ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା

ପଦ୍ମପୁର, (ନୀଳ ଦୀପ).- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ପୂର୍ବତନ ମନ୍ତ୍ରୀ ତଥା ବରଗଡ ଜିଲ୍ଲା ବିଜେଡି ସଭାପତି ବିଜୟ ରଞ୍ଜନ ସିଂ ବରିହା ଙ୍କ ଅଧ୍ୟକ୍ଷତା ରେ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ  ହୋଇ ଯାଇ ଅଛି । ସରାଇକେଲା ରୁ ଧୁମାଭଟା ଯାଏଁ  ଅନୁଷ୍ଠିତ  ଏହି ପଦ…

କଂଗ୍ରେସର ଜନସମ୍ପର୍କ ଓ ଜାଗରଣ ଯାତ୍ରା ଆରମ୍ଭ, ଖୋଲାମଂଚରେ ସିଧାସଳଖ କଥା ହେଲେ ନିରଞ୍ଜନ

ଭୁବନେଶ୍ୱର - ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ନିକଟରେ ପହଂଚି ସେମାନଙ୍କ ଦୁଃଖସୁଖ ସମ୍ପର୍କରେ ପ୍ରତ୍ୟକ୍ଷ ଭାବେ ଅବଗତ ହେବା ଏବଂ ଦଳକୁ ସେମାନଙ୍କର ନିକଟତର କରାଇବା ଉଦ୍ଦେଶ୍ୟରେ  କଂଗ୍ରେସ ପକ୍ଷରୁ ଜନସମ୍ପର୍କ ଓ ଜାଗରଣ ଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରେ ଗତ ୧୮ ବର୍ଷ ଧରି…

 ନବୀନଙ୍କ ଫମ୍ପା ମାଠିଆକୁ ଧର୍ମେନ୍ଦ୍ର କହିଲେ ବିଜେଡି ଭଙ୍ଗା ମାଠିଆ

 ନବୀନ ବାବୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରି, ବର୍ତମାନର ୧ ଟଙ୍କିଆ ଚାଉଳ ମୋଦିଙ୍କର ଥିଲା ବୋଲି ସ୍ୱୀକାର କରିଛନ୍ତି   ମୋଦିଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୨୬ ଲକ୍ଷ ମାତ୍ର ନବୀନଙ୍କ ନିଜସ୍ୱ ଯୋଜନାରେ ମାତ୍ର ୨୫ ଲକ୍ଷ  ମଲାବେଳେ ହନୁ ସତ କହିବା ଭଳି, ନାଟକର ଶେଷ…