Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବହୁଜନ କ୍ରାନ୍ତିମୋର୍ଚ୍ଚାରେ ସମ୍ବିଧାନ ବଞ୍ଚାଓ ଦେଶ ବଞ୍ଚାଓ ଆନ୍ଦୋଳନ
ବାରିପଦା(ଦିଲ୍ଲୀପ ମହାନ୍ତି ) ଭାରତରେ ଆଦିବାସୀ ,ଦଳିତ ,ପଛୁଆବର୍ଗ ,ଧର୍ମ ପରିବର୍ତ୍ତିତ ମୂଳନିବାସୀମାନଙ୍କର ଜନସଂଖ୍ୟା ତୁଳନାରେ ସେମାନଙ୍କୁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କମ ରଖାଯାଉଅଛି । ଓଡିଶା ରାଜ୍ୟରେ ପଛୁଆ ବର୍ଗମାନଙ୍କର ଜନସଂଖ୍ୟା ୫୨ ପ୍ରତିଶତ ଥିଲେ ମଧ୍ୟ…
କୁଚିଣ୍ଡା ଚାଷୀମାନେ କୃଷି ଅଫିସକୁ ତାଲା ପକାଇଲେ
କୁଚିଣ୍ଡା/ଶାନ୍ତନୁ ବେହେରା : କୁଚିଣ୍ଡା ଚାଷୀ ମାନେ ଏକ ବିରାଟ ରାଲି କରି କୃଷି ଅଫିସ୍ କୁ ଯାଇ ଥିଲେ କୁଚିଣ୍ଡା ବ୍ଲକ କୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ସେମାନେ ଅଫିସ ଗେଟ୍ ବନ୍ଦ କରି ଦେଲେ। ତା ପରେ ତହସିଲ୍ କାର୍ଯ୍ୟାଳୟ କୁ ଯାଇ ଗେଟ୍ ରେ ତାଲା ପକାଇ ଦେଇଥିଲେ। ତା ପରେ ବ୍ଲକ କୁ…
ବିଜେଡିର କେଉଁ ଗମାଙ୍ଗ ଧରିବେ ଗୁଣୁପୁର ବିଜେଡି ମଙ୍ଗ
(ଗୁଣପୁରରୁ ସିଦ୍ଧାର୍ଥ ଦାଶ): ଆଗାମୀ ୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗୁଣପୁର ନିର୍ବାଚନ ମଣ୍ଡଳୀ ଅଞ୍ଚଳର ରାଜନୀତି ଚଳଚଞ୍ଚଳ ହୋଇଉଠିଛି । କଂଗ୍ରେସ ପକ୍ଷରୁ ଗୁଣପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଭାବେ ବର୍ତ୍ତମାନ ର ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁରୁଷୋତ୍ତମ…
ମତେ ଯେତେ ସୋଧ ପଛକେ ଲୋକଙ୍କୁ ମୁକ୍ତି ଦିଅ : ଧର୍ମେନ୍ଦ୍ର
ଭୁବନେଶ୍ୱର-ପେଟ୍ରୋଲ ଓ ଡିଜେଲ ଉପରୁ ଯଦି ରାଜ୍ୟ ସରକାର ଭ୍ୟାଟ କମାଇବେ ତାହାହେଲେ ରାଜ୍ୟରେ ତୈଳଦର ହ୍ରାସ ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅନ୍ୟ ରାଜ୍ୟରେ ବେସ ପ୍ରାଇସ ସମାନ ଥିବା ବେଳେ ସେଠାରେ ପେଟ୍ରୋଲ ଠାରୁ ଡିଜେଲର ମୂଲ୍ୟ କମ୍ ରହିଛି । କେବଳ ତାଙ୍କୁ…
ଏସସିବିରେ ୨ ପୀଡିତାଙ୍କୁ ଭେଟିଲେ ମହିଳା କଂଗ୍ରେସ ଟିମ୍
ଭୁବନେଶ୍ୱର - ମହିଳା କଂଗ୍ରେସର ଏକ ଟିମ୍ କଟକ ବଡ଼ ମେଡ଼ିକାଲରେ ପହଂଚି ତିର୍ତୋଲ ଏବଂ ନୟାଗଡ଼ର ଦୁଇ ନାବାଳିକା ପୀଡ଼ିତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଉପସ୍ଥିତ ଡାକ୍ତର ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ…
ଭଦ୍ରକ: ବିଜେପି ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ , ଜିଲ୍ଲାବ୍ୟାପୀ ବ୍ଲକ ଘେରାଓ ପାଇଁ ପ୍ରସ୍ତୁତି
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ): ଭଦ୍ରକ ଜିଲ୍ଲା ବିଜେପିର ଏକ ଜରୁରୀ କାର୍ଯ୍ୟକାରିଣୀ ବୈଠକ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲ୍ଲା ପ୍ରଭାରୀ ମୋହନ ମାଝୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ଉପସଭାପତି…
ଦାମଙ୍କ ସଭାରେ ଯୋଗ ଦେଇ ଚର୍ଚ୍ଚାରେ ଅଧ୍ୟାପିକା ମାନସୀ ରାଣୀ
ଅଧ୍ୟାପିକା ମାନସୀ ରାଣୀ ରାଜନୈତିକ କାର୍ଯ୍ୟକ୍ରମଗୁଡ଼ିକରେ ଯୋଗ ଦେଉଛନ୍ତି ବୋଲି ଜାଣି ନାହାନ୍ତି ଅଧ୍ୟକ୍ଷ
ତଦନ୍ତରେ ପ୍ରମାଣ ମିଳିଲେ ଆଇନ ଅନୁସାରେ କାର୍ଯାନୁଷ୍ଠାନ ନିଆଯିବ- ଗଭର୍ଣ୍ଣିଂ ବୋଡ଼ି ସଭାପତି
ବାରିପଦା(ଦିଲ୍ଲୀପ ମହାନ୍ତି )- ଅଧ୍ୟାପିକାଙ୍କୁ ଘାରିଛି ରାଜନୀତି ନିଶା, ଏଇ…
ଦାମଙ୍କ ପାଇଁ ଚିନ୍ତା ବ୍ୟକ୍ତ କରି ଆଶୁ ଆରୋଗ୍ୟ କାମନା କଲା ବିଜେଡି
"ମାନସିକ ଭାରସାମ୍ୟ ହରାଇଥିବା ଦାମ ବାବୁ ଉଚିତ ଚିକିତ୍ସା ନେଇ ଖୁବ ଶୀଘ୍ର ସୁସ୍ଥ ହୁଅନ୍ତୁ"
ଭୁବନେଶ୍ୱର: ଏହା ଅତି ଦୁଃଖ ଓ ପରିତାପର ବିଷୟ ଯେ ଦାମବାବୁ ବର୍ତ୍ତମାନ ତାଙ୍କର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଆଜିକାଲି ସେ ପ୍ରାୟ ସମସ୍ତଙ୍କ ବିରୋଧରେ କହୁଛନ୍ତି । କେତେବେଳେ…
କଣ ନକହିଲେ ଦାମ, ବାରିପଦା ଛଉ ପଡିଆରେ ନବୀନ ଓ ପାଣ୍ଡିଆନଙ୍କ ଉପରେ ବିଷ ଓଗାଳିଲେ
ଯାହା କହିଲେ ତୁଣ୍ଡରେ ଧରି ହେବନି କି, କାନରେ ଶୁଣି ହେବନି
୧୯ ବର୍ଷ ଧରି କ୍ଷମତା ଉପଭୋଗ କରି ଚୁପ ରହିଥିଲେ ଦାମ , ବିଭିନ୍ନ ଗୁରୁତ୍ୱପୂର୍ଣ ବିଭାଗର ଦାୟିତ୍ୱରେ ଥିଲେ | ହେଲେ ଏବେ କ୍ଷମତାରୁ ବିଦା ହେବା ପରେ ନବୀନ ବାବୁଙ୍କୁ ବୁଲି ବୁଲି ଗାଳି ଦେଉଛନ୍ତି | କ୍ଷମତାରେ ଥିବା ବେଳେ ନବୀନ…
ଶାସକ ଦଳରେ ମାଳମାଳ ରାବଣ , ମୁଖିଆ ସେମାନଙ୍କ କ୍ୟାପଟେନ : ଦାମ
୨୦୧୯ରେ ଜନସାଧାରଣ ପ୍ରମାଣ କରିବେ କିଏ ରାମ କିଏ ରାବଣ : ସମୀର
Bhubaneswar : ଜଗତସିଂହପୁର ଜିଲ୍ଲାର ଏରସମାରେ ରାବଣପୋଡ଼ିକୁ ନେଇ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ମୁହାଁମୁହିଁ ହୋଇଛନ୍ତି । ଏରସମାର ଆଂଚଳିକ ଯୁବ ପରିଷଦ ପଡ଼ିଆରେ…