Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବିଭିନ୍ନ ଦାବୀ ନେଇ ଜେଏମଏମ ପକ୍ଷରୁ ବିକ୍ଷୋଭ
ବାରିପଦା (ଦିଲ୍ଲୀପ ମହାନ୍ତି) : ଆଜି ଝାଡଖଣ୍ଡ ମୁକ୍ତି ମୋର୍ଛା ପକ୍ଷରୁ ବିଭିନ୍ନ ଦାବୀ କୁ ନେଇ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଅଧିକ୍ଷକ ଙ୍କୁ ଜିଲାପାଳ ଙ୍କ ଦ୍ୱାରା କରାଯାଇଥିବା ଦୂର୍ବବ୍ୟବହାର ଏବଂ…
ଟାଉନ କଂଗ୍ରେସର କର୍ମୀ ସମ୍ମିଳନୀ : ଏକଜୁଟ ହୋଇ ଦୁର୍ନିତି ବିରୁଦ୍ଧରେ ଲଢିବାକୁ ନାରା ଦେଲେ ନରସିଂହ
ବଲାଙ୍ଗିର,(ନିରୋଜ ମିଶ୍ର) - ଗତକାଲି ସ୍ଥାନୀୟ ଏଲ୍ଏନ୍ଏଏସ୍ କ୍ଲବ ବଲାଙ୍ଗିର ଟାଉନ କଂଗ୍ରେସର ଏକ ବିରାଟ କର୍ମୀ ସମ୍ମିଳନୀ ମୁଖପାତ୍ର ହୋଇଯାଇଅଛି । ଟାଉନ ସଭାପତି ସୁଦାମ ସାହୁଙ୍କ ଆବାହକତ୍ୱ ତଥା ଜିଲ୍ଲା ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ହୋଇଥିବା ଏହି ସଭାରେ ପ୍ରଥମେ ଏଆଇସିସି…
“ରୋଗ କ’ଣ ବିପିଏଲ୍ କାର୍ଡ ଦେଖିକି ଆସେ….ଦୁର୍ଘଟଣା କ’ଣ ବିପିଏଲ କାର୍ଡ ଦେଖିକି ଆସେ?”
ଭୁବନେଶ୍ୱର : "ଓଡ଼ିଶାର ସାଢେ଼ ଚାରିକୋଟି ଓଡ଼ିଆଙ୍କ ଭରସାର ପ୍ରତୀକ ହେଉଛି ବିଜୁ ଜନତା ଦଳ ସରକାର । ଆମେ ସବୁବେଳେ ଲୋକଙ୍କ ସାଥିରେ ଅଛୁ ଓ ଲୋକଙ୍କ ପାଇଁ କାମ କରିଚାଲିଛୁ । ଆମେ କଥା ନୁହେଁ, କାମରେ ବିଶ୍ୱାସ କରୁ । ମୁଁ ଆପଣମାନଙ୍କୁ ୪ଟି କଥା କହିଥିଲି । ନମ୍ବର-୧ ଖାଦ୍ୟ ସୁରକ୍ଷା,…
୭ ଦଫା ଦାବିପତ୍ର ନେଇ ବିଜେପି ପକ୍ଷରୁ ମୁରିବାହାଲ ବ୍ଲକ ଘେରାଉ ଓ ଧାରଣା
ଟିଟିଲାଗଡ଼, (ସୁନୀଲ ବେହେରା ) ମୁରିବାହାଲ ବିଜେପି ଜିଲ୍ଲା ଉପ ସଭାପତି ଶ୍ରୀବତ୍ସ ବେହେରାଙ୍କ ନେତୃତ୍ୱରେ ମୁରିବାହାଲ ହାଟପଦାରୁୁ ସତାଧିକ ବିଜେପି କର୍ମୀ ଏକତ୍ର ହୋଇ ବିରାଟ ରେଲି ବାହାରି ନବିନ ସରକାର ମୁର୍ଦ୍ଧାବାଦ ,ନବିନ ଗରିବ ମାରଣା ନିତୀ ଚଲିବ ନାହିଁ,ରାଜ୍ୟରେ ସ୍ୱାସ୍ଥ୍ୟସେବା…
ବିଜେପି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା
ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା : ଵୋଡେନ ବ୍ଲକ ସମ୍ମୁଖ ରେ ଭାରତୀୟ ଜନତା ପାର୍ଟି ତରଫ ରୁ ମରୁଡି ସହାୟତା ଯୋଗାଇଦେବାକୁ ଏବଂ ଦୁର୍ନୀତି ଦୁର କରିବା ତଥା ଅଂଚଳରେ ପ୍ରତିବର୍ଷ ହେଉଥିବା ମରୁଡି ର ନିରାକରଣ ପାଈଁ ଉଦନ୍ତି ବେରେଜ୍ ନିର୍ମାଣ କରିବାକୁ ସ୍ୱର ଉତ୍ତୋଳନ କରିଥିଲେ । ଵୋଡେନ ବିଡ଼ିଓ…
ଶେଷରେ ବିଧାୟକ ପଦରୁ ଇସ୍ତଫା ଦେଲେକୃଷ୍ଣ , କଂଗ୍ରେସ ବିଧାୟକ ଦଳ ଅଡ଼ୁଆ ବଢ଼ିଲା
ଶାସକ ପ୍ରଶାସକ କହିଥିଲା "ଇସ୍ତଫା ଦେବେ କୃଷ୍ଣ"
ଭୁବନେଶ୍ୱର: ଏବେ ଅଡୁଆରେ କଂଗ୍ରେସ | ବିଧାନସଭାରୁ ବିଧାୟକ ପଦରୁ କୋରାପୁଟ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆଜି ତାଙ୍କ ବିଧାୟକ ପଦବିରୁ ଇସ୍ତଫା ଦେବା ପରେ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ହରାଇବା ନିଶ୍ଚିତ ହୋଇଯାଇଛି | କିଛି ଦିନ…
କ୍ଷତିଗ୍ରସ୍ତଙ୍କ ପ୍ରତି ସରକାରଙ୍କ ଆନ୍ତରିକତା ନାହିଁ :ଜୁଏଲ
କେନ୍ଦ୍ର ମନ୍ତ୍ରୀ ଜୁଏଲଓରାମଙ୍କ ଗଜପତିର ତିତଲି କ୍ଷୟକ୍ଷତି ଗ୍ରସ୍ତ ବିଭିନ୍ନ ଅଞ୍ଚଳ ପରିଦର୍ଶନ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜୁଏଲଓରାମ ଆଜି ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ତିତଲି ବାତ୍ୟା କ୍ଷତିଗ୍ରସ୍ତ ବିଭିନ୍ନ ବ୍ଲକାଞ୍ଚଳ…
ଗାଁରେ ଚହଳ ସୃଷ୍ଟି କରୁଛି ଜନସମ୍ପର୍କ ପଦଯାତ୍ରା
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ ) :୨୯.୧୦:ଦୀର୍ଘ ୧୫ଦିନର ନୀରବତା ପରେ ଆଜି ଭଦ୍ରକ ବିଧାନସଭା କ୍ଷେତ୍ର ବିଜେଡ଼ି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ମହାଆଡ଼ମ୍ବର ସହକାରେ ଗ୍ରାମାଞ୍ଚଳରେ ଚହଳ ସୃଷ୍ଟି କରୁଛି । ପୂର୍ବପରି ଆଜି ସକାଳୁ ପ୍ରାକ୍ତନ ମନ୍ତ୍ରୀ ତଥା ଭଦ୍ରକର ବରିଷ୍ଠ ବିଧାୟକ ଯୁଗଳ କିଶୋର…
ଭଦ୍ରକ ପୁରୁଣାବଜାର ଠାରେ କଂଗ୍ରେସ କାର୍ଯ୍ୟାଳୟ ଉଦ୍ଘାଟିତ
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ ) : ଭଦ୍ରକ ପୌରପାଳିକା ଅନ୍ତର୍ଗତ ପୁରୁଣାବଜାର କାଳୀମଣ୍ଡପ ସମ୍ମୁଖରେ କଂଗ୍ରେସର ଏକ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି । ରାଜ୍ୟ କଂଗ୍ରେସର ମିଡିଆ ସେଲ ଅଧ୍ୟକ୍ଷ ତଥା ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ସତ୍ୟ ପ୍ରକାଶ ନାୟକ ମୁଖ୍ୟ ଅତିଥି,…
ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ଜନସମ୍ପର୍କ ଯାତ୍ରା ।
କାଳିଆପାଣି ରୁ ଦୟାନିଧି ମହାନ୍ତ : ସୁକିନ୍ଦା ବିଧାୟକ ଖଣି ଅଂଚଳର ୨ ଟି ପଂଚାୟତରେ ଜନ ସମ୍ପର୍କ ଯାତ୍ରା ଅଭିଯାନରେ ଭାଗ ନେଇ ଅନେକ ଜନ କଲ୍ୟାଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।
ଏହା ମଧ୍ୟରେ ଅତି ଜରୁରୀ ଭାବେ କଲରଙ୍ଗୀ ଢ଼ାବା ଛକ ଠାରୁ କୁସୁମୁଡ଼ିଆ ଯାଏ ରାସ୍ତାର ପ୍ରଶସ୍ତିକରଣ ଏବଂ…