Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ପଦ୍ମପୁରରେ ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ପାଲିତ
ପଦ୍ମପୁର/ନୀଳ ଦୀପ -ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ପଦ୍ମପୁର ଠାରେ ପାଲିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ତଥା ବରଗଡ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଜୟ ରଂଜନ ସିଂ ବରିହାଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି…
ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ବିଜେଡିରେ ଯୋଗଦାନ
ବଲାଙ୍ଗୀର/ ନିରୋଜ ମିଶ୍ର : ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ଦେଓଗାଁ ବ୍ଳକର ବିଭିନ୍ନ ଅଞ୍ଚଳ ଗସ୍ତ କାର୍ଯ୍ୟକ୍ରମ ସମୟରେ କୁଲତାପଡା ଗ୍ରାମ ପଞ୍ଚାୟତରେ ବରିଷ୍ଠ ନେତୃବୃନ୍ଦ ନବୀନ ସରକାରଙ୍କ ଲୋକାଭମୁଖି କାର୍ଯ୍ୟକ୍ରମ ଓ ଅର୍କେଶଙ୍କ ନେତୃତ୍ୱକୁ ସ୍ୱାଗତ ଜଣାଇ ବିଧିବଧ ଭାବରେ…
ଓଡିଶାର ବିକାଶ ପାଇଁ ବିଜେପି ସରକାର ଅଙ୍ଗୀକାରବଦ୍ଧ : ମୋଦି
- ପାଇକ ବିଦ୍ରୋହର ବୀର ନାୟକମାନଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
-କେନ୍ଦ୍ର ସରକାର ୫ ଗୁଣା ଧନରାଶି ପ୍ରଦାନ କରିଛନ୍ତି
- ନୂଆ ବିମାନବନ୍ଦର, ସଡକ ଆଦି ଭିତିଭୂମି ତିଆରି କରାଯାଉଛି
ଭୁବନେଶ୍ୱର - କେନ୍ଦ୍ର ସରକାର ସବୁବେଳେ ଲୋକଙ୍କର ସୁଖ ସୁବିଧା ପାଇଁ ପ୍ରୟାସରତ । ଏଥିପାଇଁ ଜନତାଙ୍କ…
ଲୋକଙ୍କ ସୁଖ ଦୁଃଖରେ ସାମିଲ ରହିବ ପାଇଁ କରମୀ ଓ ନେତାଙ୍କୁ ପତ୍ର ଲେଖିଲେ ନବୀନ
ସଭ୍ୟ ସଂଗ୍ରହ ଅଭିଯାନରେ ପ୍ରତ୍ୟେକ ୱାର୍ଡରୁ ଅତିକମରେ ୨୦୦ ନୂତନ ସଭ୍ୟ ଯୋଡିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,: ବିଜୁ ଜନତା ଦଳର ନୂଆ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରି ପ୍ରତି ପଞ୍ଚାୟତ ତଥା ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରୁ ଅତିକମରେ ରେ ୨୦୦ ନୂତନ ସଭ୍ୟ ଯେପରି ଦଳରେ ଯୋଗଦାନ…
ଜାମସେଥଠାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ
ପାଇକମାଲ :- ଆଜି ପାଇକମାଲ ବ୍ଲକର ଜାମସେଥଠାରେ ବିଜୁ ଜନତା ଦଳର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଥିଲା । ଉକ୍ତ ସମ୍ମିଳନୀରେ ବରଗଡ ଜିଲ୍ଲାର ବିଜୁ ଜନତା ଦଳର ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜୁ ଜନତା ଦଳର ତଥା ରାଜ୍ୟ ସରକାରଙ୍କର ବିଭିନ୍ନ…
ଐତିହାସିକ ବରୁଣେଇର ପାହଡ ତଳୁ ପୁଣି ହକ୍ ଲଢେଇ ଆରମ୍ଭ କରିବେ ଓଡିଆ : ଧର୍ମେନ୍ଦ୍ର
"ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଏବେ ଓଡିଶା: ଏଇତ ଗସ୍ତ ଆରମ୍ଭ, ଆଗକୁ ଅନେକ ବାକି"
Bhubaneswar (SHASAK PRASHASAK): ଐତିହାସିକ ବରୁଣେଇର ପାହଡ ତଳୁ ପୁଣି ହକ୍ ଲଢେଇ ଆରମ୍ଭ କରିବେ ଓଡିଆ | ଖୋର୍ଦ୍ଧାର ଐତିହାସିକ ବରୁଣେଇ ପାହଡ ତଳେ ୨୦୦ ବର୍ଷ ତଳେ ଓଡିଆ ଜାତି ତାହାର ହକ୍ ପାଇଁ ଲଢେଇ…
ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ଆଜି, ବିଜେପି ଶିବିର ଚଳ ଚଂଚଳ
୧୪,୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ କାର୍ଯ୍ୟାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ପାଇକବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକଟିକେଟ ଓ ଉକ୍ରଳ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ଗବେଷଣା ଚେୟାରର ଶୁଭାରମ୍ଭ ହେବ
ଭୁବନେଶ୍ୱର, - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଦିନ ଦିନିକିଆ…
ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ କେସିଆର
ଭୁବନେଶ୍ୱର - ଦେଶରେ କଂଗ୍ରେସ ବିଜେପିର ତୃତୀୟ ବିକଳ୍ପ ନେଇ ଆଲୋଚନା ପ୍ରକ୍ରିୟା ଆରମ୍ଭ ହୋଇଛି । ତା ଉପରେ କୌଣସି ନିର୍ଦ୍ଧିଷ୍ଟ ରୂପରେଖ ହୋଇନାହିଁ । ଦେଶରେ ବର୍ତମାନ ପରିବର୍ତନର ସମୟ ଆସିଛି । ଯାହାକି ନିକଟରେ ଅନୁଷ୍ଠିତ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି । ସେହି ପରିବର୍ତନକୁ…
ଆଗାମୀ ନିର୍ବାଚନରେ ବାଲେଶ୍ୱର ଜିଳ୍ଲାରେ ୮ ବିଧାୟକଙ୍କ ସମେତ ସାଂସଦ ବିଜୁ ଜନତା ଦଳରୁ ବିଜୟୀ ହେବେ : ସାଂସଦ
ବିଜେଡିର ଜୋନସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ
ବାଲେଶ୍ୱର (ଉଜ୍ଜ୍ୱଳ କର ): ବିଜେଡିର ସଦର ବିଧାନସଭା ନିର୍ବାଚନମଣ୍ଡଳୀର ୨୮ନଂ ଜିଲ୍ଲା ପରିଷଦ ଜୋନ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଛାନୁଆଠାରେ ଅନୁଷ୍ଟିତ ହୋଇଯାଇଛି । ସଦର ବ୍ଲକ ବିଜେଡ଼ି ଏସ୍.ସି ସେଲ ସଭାପତି ସଭାପତି ସନ୍ତୋଷ ସେଠୀଙ୍କ…
ଶ୍ରୀକାନ୍ତଙ୍କ ଗଡରେ ନିରଞ୍ଜନଙ୍କ ଦଳିତ ସମାବେଶ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ନିରଞ୍ଜନ ବିରୋଧୀ ପ୍ରଚାରକୁ ପ୍ରତିହତ କରିବା ପାଇଁ ତାଙ୍କ ଗଡରେ ମାନେ ସେ ଯେଉଁଠୁ ସଂସଦ ଭାବେ ଜିତି ମନ୍ତ୍ରୀ ହୋଇଥିଲେ ବାଲେଶ୍ୱରରେ କଂଗ୍ରେସର ଏସସି ସେଲ ସମାବେଶ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ମାଇନସ ଶ୍ରୀକାନ୍ତ | ରାଜ୍ୟ…