Browsing Category

Recent News

ଭାରତୀୟ ଜନତା ଯୁବମୋର୍ଚା ତରଫରୁ ପଦୁପୁର ଦୈନିକ ବଜାରରେ ଜଳଛତ୍ର 

ପଦ୍ମପୁର/ Nila Deep : ପଦ୍ମପୁର ସ୍ଥିତ ଦୈନିକ ବଜାର ଠାରେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ବଜାରକୁ ଖରାଦିନ ଆସୁଥିବା ଲୋକଙ୍କ ନିମନ୍ତେ ଏକ ଜଳଛତ୍ର ଉଦଘାଟିତ ହୋଇଯାଇଛି ।ଉକ୍ତ ଉଦଘାଟନୀ ଉତ୍ସବରେ ବି.ଜେ.ପି ର ବରିଷ୍ଠ ନେତା ଶ୍ରୀ ପ୍ରତାପ କେଶରୀ ସିଂ ବରିହା ଯୋଗଦେଇ…

ଜାତି ଭିତ୍ତିକ ସଂରକ୍ଷଣ ପ୍ରତିବାଦ

ବଲାଙ୍ଗିର/Niroj Mishra: ଜାତି ଭିତ୍ତିକ ସଂରକ୍ଷଣ ପ୍ରତିବାଦରେ ଆଜି କିଛି ଗୋଷ୍ଠୀ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଛି। ଏହାର ପ୍ରଭାବ ବଲାଙ୍ଗିର ସହରରେ ଦେଖିବାକୁ ମିଳିଛି। ବଲାଙ୍ଗିରରେ ରୁଦ୍ର ନାରାୟଣ ସେନା ପକ୍ଷରୁ ପିକେଟିଂ କରାଯାଇ ସହରର ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ…

ନିୟମଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ,  ଜଣେ ଡିଭିଏଫ ଜବାନ ଶହୀଦ

ରାୟଗଡା/Saroj Sahu : ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ଶହୀଦ ସଞ୍ଜୟଙ୍କୁ ରାୟଗଡାରେ ଦିଆଯାଇଛି ଶୋକାପ୍ଲୁତ ଅନ୍ତିମ ଶ୍ରଦ୍ଧାଞ୍ଜଳି  । ଏକ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ  ଶରୀରକୁ ଡାକ୍ତରଖାନାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଇବା ପରେ ପୋଲିସ ରିଜର୍ଭ ପଡିଆଠାରେ…

ସୁନ୍ଦର ପ୍ରସ୍ତାବ, ପ୍ରଶାସକଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ସୁରକ୍ଷା ବଳ

ପ୍ରଶାସନିକ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇବେ ସରକାର : ରାଜସ୍ୱ ମନ୍ତ୍ରୀ ହେଲେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ  ସୁରକ୍ଷା ପାଇଁ ନା ଲୋକାଭିମୁଖୀ ଅଧିକାରୀଙ୍କ ପାଇଁ ???????  ଭୁବନେଶ୍ୱର : ପ୍ରଶାସନିକ କାର୍ଯ୍ୟ କଲାବେଳେ ତହସିଲଦାର ତଥା ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପରେ ହେଉଥିବା…

ଆନ୍ଦୋଳନରତ ଅଧ୍ୟାପକଙ୍କ ପାଇଁ ସ୍ୱର ଉଠାଇଲା ଏବିଭିପି

 ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ସରକାର ଉଦ୍ୟମ କରନ୍ତୁ : ଏବିଭିପି ରାଜ୍ୟ ସଂପାଦିକା ପ୍ରିୟଙ୍କା  ଭୁବନେଶ୍ୱର : ଅଧ୍ୟାପକ ମାନଙ୍କୁ ଯେଉଁ ଭଳିଭାବେ ବର୍ଗୀକରଣ କରାଯାଇଛି ଏବଂ ଦରମାଠୁ ନେଇ ଚାକିରିର ଅନିୟମିତା ପର୍ଯ୍ୟନ୍ତ ଆଦି ବିଭିନ୍ନ ସମସ୍ୟାରେ ବହୁଦିନ ଧରି ଶିକ୍ଷକ ସମାଜ…

ଆମ୍ବେଦକର ଜୟନ୍ତୀରୁ ଦେଶ ବ୍ୟାପୀ ଆରମ୍ଭ ହେବ “ଗ୍ରାମ ସ୍ୱରାଜ ଅଭିଯାନ”

ରାଜ୍ୟ ସଂଯୋଜକ ଭାବେ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସହ ସଂଯୋଜକ ଭାବେ ଦିଲୀପ ମଲ୍ଲିକ ମନୋନୀତ ଭୂବନେଶ୍ୱର/chakradhar majhi  : ଆସନ୍ତା ଏପ୍ରିଲ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ଅବସରରେ ସମଗ୍ର ଦେଶରେ ଗ୍ରାମ ସ୍ୱରାଜ ଅଭିଯାନ ଆରମ୍ଭ ହେବାକୁ ନିଷ୍ପତି ନିଆଯାଇଛି । ଏହି ଅଭିଯାନ ଏପ୍ରିଲ ୧୪…

ପେଟ୍ରୋଲ ଡିଜେଲ ଦରବୃଦ୍ଧି ର ପ୍ରତିବାଦ ଓ ସଚେତନତା ଅଭିଯାନ 

 ବଲାଙ୍ଗୀରରୁ ନିରୋଜ ମିଶ୍ର : ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଁ ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ବଲାଙ୍ଗିର ର ସମସ୍ତ ପେଟ୍ରୋଲ ପମ୍ପ ଠାରେ ବଲାଙ୍ଗିର ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଲିଫଲେଟ୍ ମାଧ୍ୟମରେ ଜନ ଜାଗରଣ ଅଭିଜାନ | କେନ୍ଦ୍ର ସରକାରଙ୍କ ଦ୍ୱାରା ଗତ ୪ ବର୍ଷ ମଧ୍ୟରେ…

ସରକାରଙ୍କ ସ୍ୱଚ୍ଛତା ପୁଟରେ ଘଳିଆ,  ମୂଳରୁ ମାଈପ ନାହିଁ ପୁଅ ନା ଗୋପାଳିଆ !

କିଏ ସେଇ ଅଜାତି ଶରଣ, ଯିଏ ସରକାରଙ୍କ ପାଇଁ ଚିନ୍ତାର କାରଣ  (କେନ୍ଦ୍ର ସରକାର ନୀତି ପ୍ରଣୟନ କରିବା ପାଇଁ ଗଢ଼ିଛନ୍ତି କମିଟି, ଏହି ଚିଠିଟି ସେ ସମ୍ପର୍କିତ ) ଭୁବନେଶ୍ୱର/Gyaneswar : ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ଶାସନ କଥା କହୁଛନ୍ତି, ଦୁର୍ନୀତି କରୁଥିବା ଲୋକଙ୍କୁ ସାବାଡ କରୁଥିବା…

 ବିଜେଡି ବିଜେପି ପ୍ରୀତି କୁହେଲି : “ ବାହାରେ କଳି ଓ ଭିତରେ କୋଳାକୋଳି”

 ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ ଭୁବନେଶ୍ୱର-ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ  ପେଟ୍ରୋଲ ଓ ଡିଜେଲ ଦର ପ୍ରତ୍ୟାହାର ଦାବିରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଏକ ବିଶାଳ ର୍ୟାଲି ପ୍ରଦେଶ ଯୁବ କଂଗ୍ରେସ…