ଭାରତୀୟ ଜନତା ଯୁବମୋର୍ଚା ତରଫରୁ ପଦୁପୁର ଦୈନିକ ବଜାରରେ ଜଳଛତ୍ର 

0

10-04-18-padampur.jpg - 116.93 kB

ପଦ୍ମପୁର/ Nila Deep : ପଦ୍ମପୁର ସ୍ଥିତ ଦୈନିକ ବଜାର ଠାରେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ବଜାରକୁ ଖରାଦିନ ଆସୁଥିବା ଲୋକଙ୍କ ନିମନ୍ତେ ଏକ ଜଳଛତ୍ର ଉଦଘାଟିତ ହୋଇଯାଇଛି ।ଉକ୍ତ ଉଦଘାଟନୀ ଉତ୍ସବରେ ବି.ଜେ.ପି ର ବରିଷ୍ଠ ନେତା ଶ୍ରୀ ପ୍ରତାପ କେଶରୀ ସିଂ ବରିହା ଯୋଗଦେଇ ଜଳଛତ୍ରକୁ ସାଧାରଣ ଜନତାଙ୍କ ନିମନ୍ତେ ଉଦଘାଟନ କରିଥିବା ବେଲେ ବରଗଡ଼ ଜିଲ୍ଲା ଯୁବମୋର୍ଚା ସଭାପତି ଶ୍ରୀ ପ୍ରିତେଶ କୁମାର ବହିଦାର, ପଦ୍ମପୁର ମଣ୍ଡଳ ସଭାପତି  ସୁନିଲ ଅଗ୍ରୱାଲ, ସୁବାସ ପାତ୍ର,ଅଶୋକ ମିଶ୍ର,କିଶୋର ସାହୁ,ପାଲି ସିଂ,ସରୋଜ ମିଶ୍ର, ଅରବିନ୍ଦ ପାଣିଗ୍ରାହୀ, ନଗର ଯୁବମୋର୍ଚା ସଭାପତି ପ୍ରମୋଦ ମେହେର, ସେବକ ମେହେର, ନରେଣ ଚନ୍ଦ୍ର ସାହୁ,ଅମିତ ଗର୍ଗ, କୁନାଲ ପାଣିଗ୍ରାହୀ,ହିତେଶ ଅଗ୍ରୱାଲ, ନବ କଣ୍ଟା, ନବ କିଶୋର ମେହେର, ଅଭିପ୍ରିତ ପଟ୍ଟନାୟକ, ସିଦ୍ଧେଶ୍ବର ମହାରଣା,ଦିନେଶ ବାରିକ ପ୍ରମୁଖ ଦଳିୟ କର୍ମୀ ଯୋଗଦେଇ ଜଳବଣ୍ଟନ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.