Sign in
Sign in
Recover your password.
A password will be e-mailed to you.
Browsing Category
Recent News
ଜିଲ୍ଲାରେ ରୁବେଲା ଓ ମିଳିମିଳା ଟୀକାକରଣ ଶତକଡା ୯୯.୪୩ ଭାଗ, ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ପଲସ୍ ପୋଲିଓ ଟୀକାକରଣ ଚଳିତ…
ଯାଜପୁର(ବିଶ୍ୱଜିତ ମାଝି): ଜିଲ୍ଲା୍ରେ ରୁବେଲା ଓ ମିଳିମିଳା ଟୀକାକରଣରେ ଶତକଡା ୯୯.୪୩ ଭାଗ ସଫଳତା ମିଳିଛି । ମୋଟ ୪୮୩୩୯୯ଜଣ ଶିଶୁଙ୍କୁ ଟୀକାକରଣର ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ୪୮୦୬୫୪ଜଣଙ୍କୁ ଟୀକାକରଣ କରାଯାଇଥିଲା । ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯାଳୟଠାରେ…
୫ ହଜାର ଟଙ୍କା ଲାଞ୍ଚ : ଭିଜିଲାନ୍ସ ଟ୍ରାପରେ ଧରାପଡ଼ିଥିବା ଆରଆଇଙ୍କୁ ଜେଲ ଓ ଜୋରିମାନା
ବାରିପଦାରୁ ଦିଲ୍ଲୀପ ମହାନ୍ତି - ୨୦୧୩ରେ ଯଶିପୁର ତହସିଲରେ ଆରଆଇ ରହିଥିବା ବେଳେ ଏକ ଜମିର ପଟ୍ଟା କରାଇ ଦେବା ନିମନ୍ତେ ଯଶିପୁର ପାନ୍ଥ ଗ୍ରାମର ଦିନବନ୍ଧୁ ପୃଷ୍ଟି ୫ ହଜାର ଟଙ୍କା ଲାଞ୍ଚ ନଉଥିବା ବେଳେ ଭିଜିଲାନ୍ସ ଟ୍ରାପରେ ଧରାପଡ଼ି ଜେଲ ଯାଇଥିବା ମାମଲାର ବିଚାର କରି ବାରିପଦା…
ରାଜବୋଡାସମ୍ବର ବ୍ଳକରେ ମନରେଗା ଜନଶୁଣାଣୀ । ଗତବର୍ଷ ୧୧୦୦ଟି ପ୍ରକଳ୍ପରୁ ସରିଛି ୬୦୨, ୩୯୧୪ଟି ପରିବାରଙ୍କୁ ୭୭,୦୨୬…
ପଦ୍ମପୁର(Nila Deep )-ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ପଞ୍ଚାୟତ ସମିତିର ୨୦୧୭-୨୦୧୮ ବର୍ଷ ପାଇଁ ମହାତ୍ମାଗାନ୍ଧୀଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରଦ୍ବିତୀୟ ପର୍ଯ୍ୟାୟ ଜନଶୁଣାଣୀ ବୈଠକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସଭାଗୄହରେ ଅନୁଷ୍ଠିତ ହୋଇଯାଇଛି । ଏହି…
ସ୍ୱଚ୍ଛଭାରତ ଅଭିଯାନ : ପଦ୍ମ ଘୁଂଚି ଘୁଂଚି ଯାଉଛି
ଲକ୍ଷ୍ୟ ହାସଲରେ ଜଗତସିଂହପୁର ଜିଲ୍ଲା ପଛରେ ପଡ଼ିବ !
ଜଗତସିଂହପୁର/ ଅଜୟ କୁମାର ଜେନା : ଜିଲ୍ଲାରେ ସ୍ୱଚ୍ଛଭାରତ ଅଭିଯାନରେ ୨୦୧୯ ସୁଦ୍ଧା ଲକ୍ଷ୍ୟ ରଖାଯାଇଥିବା ବାହ୍ୟ ମଳମୁତ୍ର ତ୍ୟାଗମୁକ୍ତ ଜିଲ୍ଲା ଘୋଷଣା କରିବାର ଆଶା - ଆଶଂଙ୍କାରେ ରହିଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ…
ମୋବାଇଲ ଫୋନରେ ଡେଲିଭରି , ପ୍ରସୂତି ମହିଳା ମୃତ !
ପ୍ରଶାସନ ନିଦରେ, ଚାଲିଛି ଦଲାଲ ହସ୍ପିଟାଲର ଉତ୍ପାତ
ଜଗତସିଂହପୁର ଅଜୟ କୁମାର ଜେନା: ପ୍ରଶାସନ ସବୁ ଜାଣୁଛି | ହେଲେ ଜାଣି ନଜାଣିଲା ପରି ରହୁଛି | ଆମେ କହୁଛୁ ଏକ ଦାଇତ୍ୱହୀନ ହସ୍ପିଟାଲ ବିଷୟରେ | ଏହି ହସଷ୍ପିଟାଲରେ ପୂର୍ବରୁ ଏକାଧିକ ମହିଳାମାନଙ୍କର ମୃତ୍ୟୁ ହୋଇଥିବା କଥା ଚିକିତ୍ସା…
ଭଉଣୀକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଭାଇକୁ ଜେଲ ଓ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଊତିରିକ୍ତ ଜିଲ୍ଲା ଓ ଦୌରା ଜଜ୍-(୧) ତଥା ଚିଲଡେ଼୍ରନ କୋର୍ଟ ଜଜ୍ ଅଜିତ କୁମାର ସିଂ ଆଜି ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ପିଉସୀ ପୁଅ ଭାଇକୁ ଦୋଷୀ ସାବ୍ୟସ୍ତ କରାଇ ୧୦ ବର୍ଷ କାରାଦଣ୍ଡ, ୧୫ ହଜାର ଟଙ୍କା ଅର୍ଥଦଣ୍ଡ ଓ ଏହା ଅନାଦେୟ…
୩ ହଜାର ଟଙ୍କା ଲାଞ୍ଚ ମାମଲା, ଅଭିଯୁକ୍ତ ଜିଆରଏସଙ୍କୁ ଜେଲ ଓ ଜୋରିମାନା
ବାରିପଦା( ଦିଲ୍ଲୀପ ମହାନ୍ତି)- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରାପ୍ରସାଦ ରଥ ଆଜି ଏକ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ଅଭିଯୁକ୍ତ ବହଳଦା ବ୍ଲକର ଗଡ଼ିଘାଟି ଗ୍ରାମପଞ୍ଚାୟତର ଜିଆରଏସ ତଥା ତିରିଂ ଥାନା ମହୁଲଡ଼ୁମା ଗ୍ରାମର ମନୋରଞ୍ଜନ ମହାନ୍ତ(୩୩)ଙ୍କୁ ଦୋଷୀ…
ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଚେକ ପ୍ରଦାନ ।
ପଦ୍ମପୁରରୁ ନୀଳ ଦୀପ - ପଦ୍ମପୁର ବିଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସର ମଧ୍ୟରେ ଅଧ୍ୟକ୍ଷ ସିଦ୍ଧାର୍ଥ ସିଂ ବରିହା, କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପାତ୍ର,ଗୋଷ୍ଠୀ ସଂଗଠିକା ଚିତ୍ରୋତ୍ପଳା ମେହେରଙ୍କ ଉପସ୍ଥିତିରେ ଦିନଦୟାଲ ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଯୋଜନାରେ ପଦ୍ମପୁର…
ବିଜୁ ଯୁବ ବାହିନୀ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୪୫୦. ୪୯ କୋଟି
୨ ଲକ୍ଷ ୯୨ ହଜାର ଯୁବକ ଯୁବତୀ ସାମିଲ ହେଲେଣି
ପ୍ରତ୍ୟେକ ଯୁବ ବାହିନୀକୁ ବାର୍ଷିକ ଦେଢ଼ ଲକ୍ଷ ଟଙ୍କାର ଅନୁଦାନ ରାଶି
ଭୁବନେଶ୍ୱର(ମାନସୀ ମିଶ୍ର) : ପଞ୍ଚାୟତ ଓ ପୌରାଞ୍ଚଳ ସ୍ତରରେ ଓଡ଼ିଶାରେ ବିଜୁ ଯୁବ ବାହିନୀ ଗଠନ କରିବା ପାଇଁ ୩ ବର୍ଷରେ ରାଜ୍ୟ ସରକାର ୪୫୦ କୋଟି ୪୯ ଲକ୍ଷ…
ଏମସିଆଇ ଓ କେନ୍ଦ୍ରର ଚଂଚକତା : ବାଲେଶ୍ୱର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ନେଇ ଅନିଶ୍ଚିତତା !
ଦଳମତ ନିର୍ବିଶେଷରେ ପୁଣି ଏକ ଗଣ ଆନ୍ଦୋଳନ ପାଇଁ ସାଂସଦଙ୍କ ଆହ୍ୱାନ
ବାଲେଶ୍ୱର(ଉଜ୍ଜ୍ୱଳ କର) ଜିଲ୍ଲାବାସୀଙ୍କ ଦୀର୍ଘବର୍ଷର ଆନ୍ଦୋଳନ ପରେ ଅନୁମୋଦନ ପ୍ରାପ୍ତ ତଥା ନିର୍ମାଣ ଶେଷ ବାଲେଶ୍ୱର ସରକାରୀ ମେଡିକାଲ କଲେଜ୍ କାର୍ଯ୍ୟକ୍ଷମକୁ ନେଇ ଏବେ ଅନିଶ୍ଚିତତା ଦେଖାଯାଇଛି । ମେଡିକାଲ…