ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଚେକ ପ୍ରଦାନ ।

0

ପଦ୍ମପୁରରୁ ନୀଳ ଦୀପ – ପଦ୍ମପୁର ବିଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସର ମଧ୍ୟରେ ଅଧ୍ୟକ୍ଷ ସିଦ୍ଧାର୍ଥ ସିଂ ବରିହା, କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପାତ୍ର,ଗୋଷ୍ଠୀ ସଂଗଠିକା ଚିତ୍ରୋତ୍ପଳା  ମେହେରଙ୍କ ଉପସ୍ଥିତିରେ ଦିନଦୟାଲ ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଯୋଜନାରେ ପଦ୍ମପୁର ବିଞାପିତ ଅଞ୍ଚଳ ପରିଷଦର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଘୄନୟମାନ ପାଣ୍ଠି ବାବଦକୁ ଦଶ ହଜାର ଟଙ୍କା ଲେଖାଏଁ ଚେକ ଆକାରରେ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.