Sign in
Sign in
Recover your password.
A password will be e-mailed to you.
Browsing Category
Recent News
ସରପଞ୍ଚ ଙ୍କ ଅନୁପସ୍ଥିତ ରେ ଚାଲିଛି ଭତା ବଣ୍ଟନ ।
କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ : ବେଣୀପୁର ଗ୍ରାମପଞ୍ଚାୟତରେ ସରପଞ୍ଚ ଙ୍କ ବିନା ଉପସ୍ଥିତିରେ କରାଗଲା ଭତ୍ତା ବଣ୍ଟନ ସାଧାରଣ ଲୋକଙ୍କ ମଧ୍ୟରେ ଦେଖାଗଲା ଅସନ୍ତୋଷ ।ଏମିତି କି ତିନିମାସ ହେବ ଭତ୍ତା ନପାଇବାର ଅଭିଯୋଗ ଆଣିଲେ ହିତାଧିକାରୀ ।
ସରପଞ୍ଚ ଙ୍କ ଅନୁପସ୍ଥିତ ରେ ଚାଲିଛି ଭତା ବଣ୍ଟନ ।
କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ : ବେଣୀପୁର ଗ୍ରାମପଞ୍ଚାୟତରେ ସରପଞ୍ଚ ଙ୍କ ବିନା ଉପସ୍ଥିତିରେ କରାଗଲା ଭତ୍ତା ବଣ୍ଟନ ସାଧାରଣ ଲୋକଙ୍କ ମଧ୍ୟରେ ଦେଖାଗଲା ଅସନ୍ତୋଷ ।ଏମିତି କି ତିନିମାସ ହେବ ଭତ୍ତା ନପାଇବାର ଅଭିଯୋଗ ଆଣିଲେ ହିତାଧିକାରୀ ।
ମହା ବିଷୁବ ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀ ଉପଲକ୍ଷେ ଶୋଭାଯାତ୍ରା ।
କେନ୍ଦ୍ରାପଡା-ପ୍ରଫୁଲ୍ଲ କୁମାର ମଲ୍ଲ : ଗତ କାଲି କେନ୍ଦ୍ରାପଡା ଜିଲ୍ଲାରେ ମହାବିଷୁବ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ ଧର୍ମ ରକ୍ଷା ସେନା, ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବାଇକ ଶୋଭାଯାତ୍ରା ସହ ଏକ ବିରାଟ ରାଲିର ପ୍ରଦଶନ କରାଯାଇଥିଲା । ଏହି…
ପ୍ରଥମ ପର୍ଯ୍ୟାୟ ପଲସ୍ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ
ଯାଜପୁରରୁ ଜୟଶଙ୍କର ଦାଶ : ଯାଜପୁର ଜିଲାରେ ପ୍ରଥମ ପର୍ଯ୍ୟାୟ ପଲସ୍ ପୋଲିଓ କାର୍ଯ୍ୟକ୍ରମ ରବିବାର ଠାରୁ ଆରମ୍ଭ ହୋଇଛି । ଜିଲାର ଜନ୍ମରୁ ୫ବର୍ଷ ବୟସ ପର୍ଯ୍ୟନ୍ତ ମୋଟ୍ ୧୮୯୮୩୨ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବାର ବ୍ୟବସ୍ଥା ହୋଇଛି । ୩୦୨୬୫୮ ଗୃହକୁ ସର୍ଭେ କରି ୩୩୭୪କର୍ମଚାରୀ ଏହି…
ପଦ୍ମପୁର ବଡ଼ପଡା ଠାରେ ହନୁମାନ ଜୟନ୍ତୀ
ପଦ୍ମପୁର/ Neel Deep -ପଦ୍ମପୁର ସହରର ଯୁବଜ୍ୟୋତି କ୍ଳବ ବଡ଼ପଡା ଠାରେ ହନୁମାନ ଜୟନ୍ତୀ ପାଳନ କରାଯାଇଛି ।ଶ୍ରୀ ଅମୄତ କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ ।ଏହି ପର୍ବ ଅବସରରେ ଅନ୍ନଛତ୍ରର ବ୍ୟବସ୍ଥା କରଯାଇଥିଲା ।ଏହି ଅନ୍ନଛତ୍ରରେ ପାଞ୍ଚ ଶହ ଭକ୍ତ ପ୍ରସାଦ ଗ୍ରହଣ କରି ପ୍ରଭୁ ହନୁମାନଙ୍କ…
ଘଇତାର ଅଯୋଗ୍ୟ ପଣେ, ମାଇପ ଶୁଅଇ ସନ୍ତରା ବଣେ
ଆନ୍ଧ୍ରର ଅନୁପ୍ରବେଶ ପରେ ପହଞ୍ଚିଲା ପ୍ରଶାସନ
ମାଦିଆ ଖଳା ଗାଁକୁ ଯୋଗାଇଦିଆଯିବ ସବୁ ସୁବିଧାସୁଯୋଗ : ଜିଲ୍ଲାପାଳ
Gajpati/ Balakrishna Panigrahi : କେରାପୁଟ ଜିଲ୍ଲାର କୋଟିଆ ପରେ ବର୍ତ୍ତମାନ ଗଜପତି ଜିଲ୍ଲା ରାୟଗଡ ବ୍ଳକ୍ର ଗଙ୍ଗାବାଡ ପଞ୍ଚାୟତରେ ଥିବା ସୀମାନ୍ତବର୍ତ୍ତୀ…
ମୁଖ୍ୟମନ୍ତ୍ରୀଂକ ଛାତ୍ର କଲ୍ୟାଣ ପାଣ୍ଠିରୁ ଆକାଶ ଦିପଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ
ବଲାଙ୍ଗିର/ niroj mishra - ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଖୁଜେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଗତ ଶିକ୍ଷା ବର୍ଷର ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଖୁଜେନପାଲିର ଛାତ୍ର ଆକାଶ ଦିପ ଯିଏକି ବର୍ତ୍ତମାନ ଭଗବାନ ବିଦ୍ୟା ମନ୍ଦିର ଖୁଜେନପାଲିର ନବମ ଶ୍ରେଣୀର ଛାତ୍ରଙ୍କୁ…
ଶାଳା ସିଦ୍ଧି ପ୍ରଶିକ୍ଷଣ କର୍ମଶାଳା
ବଲାଙ୍ଗିର/ନିରୋଜ ମିଶ୍ର - ବଲାଙ୍ଗିର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ରାମ ଗୋପାଲ ହିନ୍ଦୀ ହାଇସ୍କୁଲ ଠାରେ ଶାଳା ସିଦ୍ଧି ପ୍ରଶିକ୍ଷଣ କର୍ମଶାଳା ଆୟୋଜନ କରାଯାଇଥିଲା । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ନିଳମଣୀ ପଟେଲ ଏହାକୁ ଉଦଘାଟନ କରିଥିଲେ…
ଲୋକ ଭୁଲିବା ଆରମ୍ଭ କଲେଣି ବଲାଙ୍ଗୀରରେ ମୁନିସିପାଲିଟି ଅଛି ବୋଲି
ଦୁର୍ନୀତିଗ୍ରସ୍ତ ପୈାରପରିଷଦକୁ ବରଖାସ୍ତ କରାଯାଉ : ସମରେନ୍ଦ୍ର..
ବଲାଙ୍ଗିରରୁ ନିରୋଜ ମିଶ୍ର : ଦିର୍ଘବର୍ଷ ହେଲା ବଲାଙ୍ଗିର ପୈାରପରିଷଦ ଶାସକ ଦଳର କବଜାରେ ଅଛି । ଏହାର କାର୍ଯ୍ୟକାଳ ଯେତିକି ବଢୁଛି ପୈାରପରିଷଦର ଶୂନ୍ୟତା ସେତେ ବୃଦ୍ଧି ପାଉଛି । ଧିରେ ଧିରେ ଲୋକେ ପୈାରପରିଷଦ…
କେମିତି ପୂରଣ ହୋଇ ଚାଲିଛି ବିଜୁ ବାବୁଙ୍କ ସ୍ବପ୍ନ
ତାଙ୍କ ଦ୍ୱାରା ପ୍ରତିଷ୍ଠା ୧୪୭ ପଞ୍ଚାୟତ ଶିଳ୍ପରୁ ୧୩୭ ବନ୍ଦ
ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଛି ୨୦ କୋଟି ୮୦ ଲକ୍ଷ ଟଙ୍କା
ଭୁବନେଶ୍ୱର : ଗ୍ରାମାଞ୍ଚଳରେ ଲୋକଙ୍କୁ କାମଧନ୍ଦା ଯୋଗାଇବା ସହିତ ଆଞ୍ଚଳିକ ଶିଳ୍ପର ବିକାଶ ପାଇଁ ପ୍ରବାଦ ପୁରୁଷ ବିଜୁ ଚାଲୁଥିବା ବେଳେ ୧୩୭ଟି…