ପଦ୍ମପୁର ବଡ଼ପଡା ଠାରେ ହନୁମାନ ଜୟନ୍ତୀ 

0



ପଦ୍ମପୁର/ Neel Deep -ପଦ୍ମପୁର ସହରର ଯୁବଜ୍ୟୋତି କ୍ଳବ ବଡ଼ପଡା ଠାରେ ହନୁମାନ ଜୟନ୍ତୀ ପାଳନ କରାଯାଇଛି ।ଶ୍ରୀ ଅମୄତ କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ ।ଏହି ପର୍ବ ଅବସରରେ ଅନ୍ନଛତ୍ରର ବ୍ୟବସ୍ଥା କରଯାଇଥିଲା ।ଏହି ଅନ୍ନଛତ୍ରରେ ପାଞ୍ଚ ଶହ ଭକ୍ତ ପ୍ରସାଦ ଗ୍ରହଣ କରି ପ୍ରଭୁ ହନୁମାନଙ୍କ ଶୁଭାର୍ଶିବାଦ ଲାଭ କରିଥିଲେ ।ବିନୋଦ ମାଝୀ,ପ୍ରେମା ଭୋଇ,ଘଷିଆ ସେଠ,କିଶୋର ବାରିକ, କୁନା ପ୍ରଧାନ,ରାଜା ସାହୁ,ବିକାଶ ନାଏକ,ହରି ଭୋଇ, ରିଙ୍କୁ ସୁନାନୀ,ମନୋଜ ବାରିକ,ସଞ୍ଜୀବ ଭୋଇ,ମହେଶ ପ୍ରଧାନ, ପିଣ୍ଟୁ ସନବର୍ଷା,ଜିତେନ ସୁନାନୀ ଓ ଯୁବଜ୍ୟୋତି କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.