ମହା ବିଷୁବ ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀ ଉପଲକ୍ଷେ ଶୋଭାଯାତ୍ରା ।

0

 

15-04-18-kendrapara.jpg - 98.46 kB

କେନ୍ଦ୍ରାପଡା-ପ୍ରଫୁଲ୍ଲ କୁମାର ମଲ୍ଲ : ଗତ କାଲି କେନ୍ଦ୍ରାପଡା ଜିଲ୍ଲାରେ ମହାବିଷୁବ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ  ଧର୍ମ ରକ୍ଷା ସେନା, ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବାଇକ ଶୋଭାଯାତ୍ରା ସହ ଏକ ବିରାଟ ରାଲିର ପ୍ରଦଶନ କରାଯାଇଥିଲା । ଏହି ଶୋଭାଯାତ୍ରା ରେ କେନ୍ଦ୍ରାପଡା ର କୌଣସି ଶୃଙ୍ଖଳା ଭଙ୍ଗ ପରିସ୍ଥିତି  ଯେପରି ନ ଘଟିବ ତାହା କୁ ନେଇ କେନ୍ଦ୍ରାପଡା ପୋଲିସ ପ୍ରଶାସନ ବେଶ ସଜାଗ ରହିବା ସହ IG ଙ୍କ ସମେତ କେନ୍ଦ୍ରାପଡା ପଡା sp ମଧ୍ୟ ଉପସ୍ଥିତ ରହିଥିଲେ 

 

 

 

Leave A Reply

Your email address will not be published.