ସରପଞ୍ଚ ଙ୍କ ଅନୁପସ୍ଥିତ ରେ ଚାଲିଛି ଭତା ବଣ୍ଟନ । On Apr 16, 2018 19 Share କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ : ବେଣୀପୁର ଗ୍ରାମପଞ୍ଚାୟତରେ ସରପଞ୍ଚ ଙ୍କ ବିନା ଉପସ୍ଥିତିରେ କରାଗଲା ଭତ୍ତା ବଣ୍ଟନ ସାଧାରଣ ଲୋକଙ୍କ ମଧ୍ୟରେ ଦେଖାଗଲା ଅସନ୍ତୋଷ ।ଏମିତି କି ତିନିମାସ ହେବ ଭତ୍ତା ନପାଇବାର ଅଭିଯୋଗ ଆଣିଲେ ହିତାଧିକାରୀ । 19 Share FacebookTwitterGoogle+ReddItWhatsAppPinterestEmail