Sign in
Sign in
Recover your password.
A password will be e-mailed to you.
Browsing Category
Recent News
୫୦ ଲକ୍ଷ ଚାଷୀଙ୍କୁ ରୂପେ କାର୍ଡ ପ୍ରଦାନ କରାଯିବ : ସମବାୟ ମନ୍ତ୍ରୀ
ନଭେମ୍ବର ୧୪ରୁ ରାଜ୍ୟ ସ୍ତରୀୟ ସମବାୟ ସପ୍ତାହ
ଭୁବନେଶ୍ୱର - ଆସନ୍ତା ନଭେମ୍ବର ୧୪ ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ସମବାୟ ସପ୍ତାହ ପାଳନ କରାଯିବ । ଏହି ଅବସରରେ ୫୦ ଲକ୍ଷ ଚାଷୀଙ୍କୁ ରୂପେ କାର୍ଡ ପ୍ରଦାନ କରାଯିବ ବୋଲି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ସୂର୍ଯ୍ୟ ନାରାୟଣ…
ଓଡିଶାରେ ରାଜନୈତିକ ନବ କଳେବର ହେବ – ଜୁଏଲ ଓରାମ , କେନ୍ଦ୍ର ମନ୍ତ୍ରୀ ମିଥ୍ୟା ତଥ୍ୟ ଦେଉଛନ୍ତି –…
ଭୁବନେଶ୍ୱରୁ ଚକ୍ରଧର ମାଝି : ୨୦୧୯ ରେ ଓଡିଶାରେ ରାଜନୈତିକ ନବ କଳେବର ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆଜିର ଯେଉଁ ରାଜନୈତିକ ସ୍ଥିତି ରହିଛି ସେହିପରି ସ୍ଥିତି ରହିବ ନାହିଁ ଓ ୨୦୧୯ରେ ଭାରତୀୟ ଜନତା ପାର୍ଟୀ…
ଜାତୀୟ ଭଲିବଲ ପ୍ରତିଯୋଗିତାରେ ଭାଗ ନେବେ ମୟୂରଭଞ୍ଜର ନିର୍ମଳା
ବାରିପଦା ରୁ ଦିଲ୍ଲୀପ ମହାନ୍ତି -ଅକ୍ଟୋବର ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଆନ୍ଦ୍ରପ୍ରଦେଶ ରାଜ୍ୟ ନିଲାଜର୍ଲାର ପଶ୍ଚିମ ଗୋଦାବରୀଠାରେ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ କମ୍ ଜାତୀୟ ବାଳିକା ଭଲିବଲ ପ୍ରତିଯୋଗିତାରେ ଭାଗ ନେବେ ମୟୂରଭଞ୍ଜ ଜିଲା ପାଇକସାହି ଶ୍ରୀଚୈତନ୍ୟଦେବ…
ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ବିଜୟ : କହିଲେ ‘କେନ୍ଦ୍ର ମନ୍ତ୍ରୀଙ୍କ ବକ୍ତବ୍ୟ ଗାଲୁଆଙ୍କ ବାରବାଟୀ ଚାଷ’ ଭଳି
‘ଗୁଜୁରାଟୀ ବିକାଶ ମଡେଲର ନଙ୍ଗଳା ଚିତ୍ର ଏବେ ଦାଣ୍ଡରେ ଗଡି ହାଟରେ ପଡୁଛି । ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଗୁଜୁରାଟ ଗସ୍ତ ପଦାରେ ପକାଇଛି ଅସଲ ଚେହେରା । ଜିଏସଟି-ବିମୂଦ୍ରାକରଣ ଯୋଗୁ ଦେଶର ଅର୍ଥନୀତି ହୋଇଛି ବିପର୍ଯ୍ୟସ୍ତ । ବିଜେଡିକୁ କହିଲା ବେଳେ ଗୋଦରୀ ଭଳି ନିଜ ଗୋଡକୁ…
ବାର ଆସୋସିଏସନର ପିଆଇଏଲ ଦିଲ୍ଲୀ ହାଇକୋର୍ଟ ବା ସୁପ୍ରିମ କୋର୍ଟକୁ ସ୍ଥାନାନ୍ତର ପାଇଁ ସିବିଆଇର ପିଟିସନ
ଜଷ୍ଟିସ ସି ଆର ଦାସଙ୍କ ଘରେ ସିବିଆଇ ଅଧିକାରୀ ପ୍ରବେଶ ମାମଲା
କଟକ : ହାଇକୋର୍ଟର ବି·ରପତି ଜଷ୍ଟିସ ସି.ଆର୍.ଦାସଙ୍କ ବାସଭବନରେ ରାତିଅଧରେ ସିବିଆଇ ଅଧିକାରୀ ପ୍ରବେଶ ଉଦ୍ୟମ କରିବା ଘଟଣାକୁ ନେଇ ହାଇକୋର୍ଟ କେନ୍ଦ୍ର ସରକାର, ରାଜ୍ୟ ସରକାର, ସିବିଆଇ ସମେତ ଦଶ ଜଣ ପ୍ରତିପକ୍ଷଙ୍କୁ ନୋଟିସ୍…
ସୁଦୃଶ୍ୟ ମା ଓ ଶିଶୁ ଚିକିତ୍ସା ବିଭାଗ କୋଠା., ଦୃଷ୍ଟିକଟୂ ମାତୃଭାଷା
କହିବା କାହାକୁ, ଶୁଣିବ ବା କିଏ ???????? ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ ତ ! ତେଣୁ ଏ ସୁଦୃଶ୍ୟ ମା ଓ ଶିଶୁ ଚିକିତ୍ସା ବିଭାଗ କୋଠା., ଦୃଷ୍ଟିକଟୂ ମାତୃଭାଷା...ବୋଧେ ! କମ୍ପୁଟର ରେ ଟାଇପ କଲାବେଳେ ଟିକେ ତ୍ରୁଟି ହୋଇଯାଇପାରେ, ହେଲେ ଖୋଦେଇ ହୋଇଥିବା ଆଉ ହାତରେ ଲେଖା ହୋଇଥିବା…
ପ୍ରସାଦଙ୍କ ନେତୃତ୍ୱରେ କୋରାପୁଟରେ କଂଗ୍ରେସର ନିର୍ଭୟା ସନ୍ଦେଶ ପଦଯାତ୍ରା
କୁନ୍ଦୁଲି ଗଣବଲାତ୍କାର ରାଜ୍ୟ ସରକାର ଓ ପୋଲିସ ଉଦାସୀନତାର ଦୃଢ ପ୍ରତିବାଦ
କୋରାପୁଟରୁ ଗୁପ୍ତପ୍ରସାଦ : କୁନ୍ଦୁଲିରେ ଘଟିଥିବା ନାବାଳିକା ବଳାତ୍କାର ପ୍ରସଙ୍ଗରେ ପୋଲିସର ନିଷ୍କ୍ରିୟତା ସର୍ବୋପରି ଏଭଳି ଜଘନ୍ୟ ଅମାନବୀୟ କାର୍ଯ୍ୟକୁ ନିନ୍ଦା କରିବା ସହ ରାଜ୍ୟରେ ନବୀନ ପଟନାୟକ ଶାସନ କାଳରେ…
କଂଗ୍ରେସର କୋରାପୁଟ କୋରାପୁଟ ବନ୍ଦକୁ ଅଭୂତପୂର୍ବ ସଫଳତା
କୋରାପୁଟରୁ ଗୁପ୍ତ ପ୍ରସାଦ : ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଗଣବଲାତ୍କାର କରାଯାଇଥିବା ଘଟଣାରେ ପୋଲିସ ନଇସକ୍ରିୟତାର ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ଦିଆଯାଇଥିବା କୋରାପୁଟ ଜିଲ୍ଲାରେ ୭ ଘଣ୍ଟିଆ ବନ୍ଦପାଳନ ଡାକରା କୄ୭ଉ ଅଭୂତପୂର୍ବ ସଫଳତା ମିଳିଥିବା ଦେଖିବାକୁ ମିଳିଛି ।…