କଂଗ୍ରେସର କୋରାପୁଟ କୋରାପୁଟ  ବନ୍ଦକୁ ଅଭୂତପୂର୍ବ ସଫଳତା

0

 

 

କୋରାପୁଟରୁ ଗୁପ୍ତ ପ୍ରସାଦ  : ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଗଣବଲାତ୍କାର କରାଯାଇଥିବା ଘଟଣାରେ ପୋଲିସ ନଇସକ୍ରିୟତାର ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ଦିଆଯାଇଥିବା କୋରାପୁଟ ଜିଲ୍ଲାରେ ୭ ଘଣ୍ଟିଆ ବନ୍ଦପାଳନ ଡାକରା କୄ୭ଉ ଅଭୂତପୂର୍ବ ସଫଳତା ମିଳିଥିବା ଦେଖିବାକୁ ମିଳିଛି  । ପୀଡିତାଙ୍କୁ ଉଚିତ ନ୍ୟାୟ ତଥା ସବୁ  ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଡ଼ାକରାରେ କଂଗ୍ରେସ ଦଳର ବହୁ ନେତା, କର୍ମୀ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ । ଏହାଛଡା କୋରାପୁଟରେ ଦଳ ପକ୍ଷରୁ ଧାରଣା ପ୍ରଦର୍ଶନ ମଧ୍ୟ କରାଯାଇଥିଲା । ଏଥିରେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ,ମୁନା ତ୍ରିପାଠୀ,ନଗରପାଳ ଭଗବାନ ବାହିନୀପତି ପ୍ରମୁଖ ଯୋଗ ଦେଇଛନ୍ତି ।

Leave A Reply

Your email address will not be published.