ସୁଦୃଶ୍ୟ ମା ଓ ଶିଶୁ ଚିକିତ୍ସା ବିଭାଗ କୋଠା., ଦୃଷ୍ଟିକଟୂ ମାତୃଭାଷା

0

କହିବା କାହାକୁ, ଶୁଣିବ ବା କିଏ ???????? ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ ତ ! ତେଣୁ ଏ ସୁଦୃଶ୍ୟ ମା ଓ ଶିଶୁ ଚିକିତ୍ସା ବିଭାଗ କୋଠା., ଦୃଷ୍ଟିକଟୂ ମାତୃଭାଷା…ବୋଧେ ! କମ୍ପୁଟର ରେ ଟାଇପ କଲାବେଳେ ଟିକେ ତ୍ରୁଟି ହୋଇଯାଇପାରେ, ହେଲେ ଖୋଦେଇ ହୋଇଥିବା ଆଉ ହାତରେ ଲେଖା ହୋଇଥିବା ଅକ୍ଷରରେ ତ୍ରୁଟି ଦୂର କରାଯାଇପାରିଥାନ୍ତା ! ବାଧିଲେ ଦେବେ କ୍ଷମା 

Leave A Reply

Your email address will not be published.