Sign in
Sign in
Recover your password.
A password will be e-mailed to you.
Browsing Category
Recent News
ବାଲେଶ୍ୱର ପୌରାଞ୍ଚଳରେ‘ବିଜୁ ଯୁବ ବାହିନୀ’ଗଠିତ
ବାଲେଶ୍ୱର/ ujjwal kar ,: ବାଲେଶ୍ୱର ପୌରାଞ୍ଚଳରେ ଆଜି ‘ବିଜୁ ଯୁବ ବାହିନୀ’ଗଠନ ଶୁଭାରମ୍ଭ ହୋଇଛି । ପୌରପାଳିକା ଅନ୍ତର୍ଗତ ୧୩ ଓ ୧୫ ନଂ ୱାର୍ଡର଼୍ର ଯୁବ ଗୋଷ୍ଠୀଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମ୍ୟୁନିସିପାଲିଟି ସଭାଗୃହରେ ଆୟୋଜିତ ହୋଇଥିଲା । ପୌରପାଳ ଆଲୋକ କୁମାର ସାହୁ ଏଥରେ…
ଜୁଏଲ୍ଙ୍କ ଗାଡ଼ିରେ ଆଉ ଫୁଏଲ୍ ନାହିଁ
ବିକାଶକୁ ବିରୋଧ କରିବା ନିଜ ଗୋଡ଼ରେ କୁରାଢ଼ୀ ମାରିବା ସଦୃଶ: ବିଜୟ ନାୟକ
ଭୁବନେଶ୍ୱର : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ନିଜେ ଜଣେ ଆଦିବାସୀ ଓ ଦୁଇ ଦୁଇଥର କେନ୍ଦ୍ରରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ହୋଇଥିବା ସତ୍ତେ୍ୱ ଜନଜାତିଙ୍କ ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ…
ଜନଜାତି ମାନଙ୍କର ସ୍ୱତନ୍ତ୍ର ପରିଚୟର ସୁରକ୍ଷା ଆମର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ
ଆରମ୍ଭ ହେଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ
ଭୁବନେଶ୍ୱର : ପ୍ରକୃତି ଓ ପରିବେଶ ମଧ୍ୟରେ ଜୀବନକୁ ଭଲ ପାଇବା ହେଉଛି ଜନଜାତିଙ୍କ ସଂସ୍କୃତି । ଓଡିଶାରେ ଥିବା ୬୨ ପ୍ରକାର ଜନଜାତି ସମ୍ପ୍ରଦାୟ ଆମର ଗୌରବ । ସାରା ବିଶ୍ୱରେ ଏଭଳି ବିବିଧତା କେଉଁଠାରେ ଦେଖାଯାଏନାହିଁ । ତେଣୁ ଜନଜାତି…
ପ୍ରସିଦ୍ଧ ବାରୁଣୀ ସ୍ନାନ ମାର୍ଚ ୧୫ରେ
ପୈାର ପ୍ରଶାସନର ୧୫୦ବର୍ଷ ପୂର୍ତିର ବିବିଧ କାର୍ଯ୍ୟକ୍ରମ ରହୁଥିବାରୁ ବାରୁଣୀ ମେଳାରେ ଦୋକାନ ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ଭବ ହେବନାହିଁ
ଯାଜପୁରରୁ ଜୟଶଙ୍କର ଦାସ : ଯାଜପୁର ପ୍ରସିଦ୍ଧ ବାରୁଣୀ ସ୍ନାନ ଓ ମେଳା ଚଳିତ ମାସ ୧୫ତାରିଖରେ ଅନୁଷ୍ଠିତ ହେବ । ଗତବର୍ଷ ପରି…
ସିଫାରେ ଆନ୍ତର୍ଜାତୀୟ ମହିଳା ଦିବସ
ଭାରତୀୟ କୃଷି ଗବେଷଣା ପରିଷଦ ଅନ୍ତର୍ଗତ ସିଫା, କୌଶଲ୍ୟାଗଙ୍ଗଠାରେ ମାର୍ଚ୍ଚ ୮ ତାରିଖ ଦିନ ଆନ୍ତର୍ଜାତୀକ ମହିଳା ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର ଅଧିବେଶନରେ ନଗର ତଥା ଗ୍ରାମାଂଚଳ ମହିଳାଙ୍କ ଜନଜୀବନର ଅଭ୍ୟୁଦୟ ଏବଂ ବିକାଶ ଉପରେ ଆଲୋକପାତ କରାଯାଇଥିଲା ।…
ମାନସିକତାରେ ପରିବର୍ତ୍ତନ ଲୋଡ଼ା : ଶର୍ମିଳା ଟାଗୋର
କିଟ୍ ଓ କିସରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ଭୁବନେଶ୍ୱର: ମହିଳାଙ୍କ ସଶକ୍ତିକରଣ ଓ ସୁରକ୍ଷା ନେଇ ଯେତେେ ଯାହା ଆଇନ୍ କାର୍ଯ୍ୟକାରୀ କଲେ ମଧ୍ୟ ସମାଜରେ ମହିଳାଙ୍କ ପ୍ରତି ଥିବା ମାନସିକତାରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ବିଶିଷ୍ଟ ଅଭିନେତ୍ରୀ ପଦ୍ମଭୂଷଣ ଶର୍ମିଳା ଟାଗୋର…
କ୍ୟାଡର ପୁନର୍ଗଠନ ଦାବିରେ ଡିପ୍ଲୋମା ଇଂଜିନିୟରଙ୍କ ଆନ୍ଦୋଳନ
ଭୁବନେଶ୍ୱର - ନ୍ୟାୟୋଚିତ ଦାବି ପୂରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ଅବହେଳା ଓ ବୈମାତୃକ ମନୋଭାବ ପ୍ରଦର୍ଶନ କରାଯାଉଥିବା ପ୍ରତିବାଦରେ ଓଡିଶା ଡିପ୍ଲୋମା ଇଂଜିନିୟରସ୍ ସେବା ସଂଘ ପକ୍ଷରୁ ଭୁବନେଶ୍ୱରରେ ଗଣଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହାସହ ଦାବି ପୂରଣ…
ନାରୀ ଓ ପୁରୁଷ ଉଭୟେ ପରସ୍ପର ସହେଯାଗିତା ଓ ବୁଝାମଣାରେ ସମାଜର ସ୍ରୋତରେ କାମ କରିବାକୁ ମହିଳା ସମାଜକୁ ଆହ୍ୱାନ
ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆନ୍ତର୍ଜାତୀକ ମହିଳା ଦିବସ ପାଳିତ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳାଙ୍କ ପ୍ରତି ସମର୍ପିତ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ମଧ୍ୟ ଆଲୋଚନା
ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ କାନନବାଲା ପଟ୍ଟନାୟକଙ୍କୁ “ ଅନନ୍ୟା…
ମୁନାଙ୍କୁ କାଜୁ ଧରାଇଲେ ନବୀନ , ପ୍ରଭାଦିତ୍ୟଙ୍କୁ ଆଗ୍ରୋ
ଯୋଜନା ବୋର୍ଡରେ ତିନି ସଦସ୍ୟ ନିଯୁକ୍ତ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କେତେକ ବୋର୍ଡ ଓ ନିଗମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କିଛି ନେତାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ଥିବା ମୁଜିବୁଲ୍ଲା…
ଇଣ୍ଟେଲିଜେନ୍ସ ମ୍ୟାନ ଉପରୁ ତୁଟିଲା କି ଭରସା !, ବଦଳିଲେ ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ଅରୁଣ ଷଢଙ୍ଗୀ !!
ଅନୁପ ସାହୁ ହେଲେ ଭୁବନେଶ୍ୱର ଡିସିପି, ସଞ୍ଜୟ ସିଂହ ଏସିପି
ଭୁବନେଶ୍ୱର :(ଗିରିଜା ଶଙ୍କର ଦାଶ) ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ଗୁରୁତ୍ୱପୂର୍ଣ ଘଟଣାକ୍ରମରେ ମୁଖ୍ୟମନ୍ତ୍ରୀ ତାଙ୍କ ଗୁଇନ୍ଦା ନିର୍ଦ୍ଦେଶକ ତଥା ଅତିରିକ୍ତ ମହାନିର୍ଦ୍ଦେଶକ ତଥା…