Browsing Category

Recent News

ମାଡିଆସୁଛି ଗ୍ରୀଷ୍ମ ଋତୁ  : ପଦ୍ମପୁର ସହରରେ ସବୁଆଡେ ଦେଖାଦେବ ଜଳାଭାବ 

  ପଦ୍ମପୁର/ Nila Deep : ମାଡିଆସୁଛି ଗ୍ରୀଷ୍ମ ଋତୁ , ସବୁଆଡେ ଦେଖାଦେବ ଜଳାଭାବ । ମୁଖ୍ୟତଃ ସହରାଞ୍ଚଳରେ ଅଧିକ ଜନସଂଖ୍ୟା ହେତୁ ପାଣିର ଅଧିକ ପରିମାଣରେ ବ୍ୟବହାର ହୋଇଥାଏ । ପଦ୍ମପୁର ସହରରେ ଆଗରୁ ଜଳାଭାବ ଦେଖାଦେଇଛି। ଏହାର ସମାଧାନ ପାଇଁ ପଦ୍ମପୁର ସହରର ଜନସାଧାରଣ ଗରା ବାଲଟି ମାଠିଆ…

ପାଟଣାଗଡ଼ ଗିଫଟ ବୋମା ବିସ୍ଫୋରଣ : ପୂରା ସତ ଜାଣିଲେ ଆହତ ନବବଧୂ ରିମା

  bolangir / Niroj Mishra : ପାଟଣାଗଡ଼ ଗିଫଟ ବୋମା ବିସ୍ଫୋରଣର ପୂରା ସତ ଜାଣିଲେ ଆହତ ନବବଧୂ ରିମା । ବିସ୍ଫୋରଣରେ ସ୍ୱାମୀ ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିବା ଖବର ଘଟଣାର ୨୫ ଦିନ ପରେ ଜାଣିଲେ ରିମା । କଟକ ମେଡିକାଲ୍ ପ୍ଲାଷ୍ଟିକ୍ ସର୍ଜରି ବର୍ନ ୱାର୍ଡରେ ସକାଳୁ ଟିଫିନ୍…

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାୟନ ବର୍ଜନ 

ମୂଲ୍ୟାୟନ ବର୍ଜନ ପାଇଁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ବଲାଙ୍ଗିର(ନିରୋଜ ମିଶ୍ର) ସ୍ଥାନୀୟ ବାଳିକ ବିଦ୍ୟାଳୟ ସମ୍ମୁଖରେ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାୟନ ବର୍ଜନ ପାଇଁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଓଷ୍ଟା ରାଜ୍ୟସଭାପତି…

କଳାକାର ଦୁସ୍ଥ ନୁହେଁ ; ସ୍ୱାଭିମାନୀ ଓ କଳାପାଇଁ ସମର୍ପିତ- ଜିଲ୍ଲାପାଳ 

ଯାଜପୁର(ଜୟଶଙ୍କର ଦାଶ): ପାରମ୍ପରିକ ଲୋକ କଳା ଆମ ସଂସ୍କୃତିର ପ୍ରତୀକ ।  ଏହାର ସୁରକ୍ଷା ଓ ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଜିଲ୍ଲା  ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଲା …

ଆରମ୍ଭ ହେଲା ମ୍ୟାଟ୍ରିକ ଖାତା ମୂଲ୍ୟାୟନ, ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଧାରଣା

ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ଶିକ୍ଷା ବର୍ଷ ୨୦୧୮ରେ ଅନୁଷ୍ଠିତ  ମ୍ୟାଟ୍ରିକ ପରୀକ୍ଷାର ଖାତା ମୂଲ୍ୟାୟନ ମାର୍ଚ୍ଚା ୨୦ ମଙ୍ଗଳବାରଠାରୁ ଆରମ୍ଭ ହୋଇଅଛି । ଏଥି ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟ, କଦଞ୍ଜିଆ…

ରାଜ୍ୟପାଳଙ୍କ ମୁହଁରେ ମିଛ କୁହାଇଛନ୍ତି ରାଜ୍ୟ ସରକାର : ବିଜେପି

   ପ୍ରଥମେ ୧୫  ବର୍ଷରେ ୧୦ ଲକ୍ଷ ଘରକୁ ଦୁଇ ବର୍ଷରେ ଦଶ ଲକ୍ଷ କହିବା ପରେ ଏବେ ପୁଣି ଆଉଥରେ ମିଛ କହି ୧୫ ଲକ୍ଷ ୫୦ ହଜାର କହିଛନ୍ତି  ଏକ ବର୍ଷରେ ୫ ଲକ୍ଷ ୫୦ ହଜାର ନିର୍ମାଣ କଥା ମିଥ୍ୟା ତଥ୍ୟ  ୨୦୧୯ ସୁଦ୍ଧା ସମସ୍ତ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ କହିବା କେବଳ ମିଛ…

କେନ୍ଦ୍ରସରକାରଙ୍କ ଯୋଜନାକୁ ହାଇଜାକ୍ କରି ନିଜ ନାଁ ଦେବାରେ ମୁଖ୍ୟମନ୍ତ୍ରୀ ମାହିର : ବିଜେପି

ମୁଖ୍ୟମନ୍ତ୍ରୀ “ଲଘୁଶସ୍ୟ ମିଶନ” ଘୋଷଣା କରିବା ପ୍ରସଙ୍ଗ ଭୁବନେଶ୍ୱର : ଲଘୁ ଶସ୍ୟ ମିଶନ ରାଜ୍ୟ ସରକାରଙ୍କ ନୁହେଁ ବରଂ ଏହା କେନ୍ଦ୍ର ସରକାରଙ୍କ ଯୋଜନା । ମୁଖ୍ୟମନ୍ତ୍ରୀ କେବଳ ମିଥ୍ୟା କହି ସାଧାରଣ ଜନତାଙ୍କୁ ବିଭ୍ରାନ୍ତି କରାଉଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦ୍ରର ସମସ୍ତ ଯୋଜନାକୁ  ହାଇଜାକ…

 ଏପ୍ରିଲ ୪ ଓ ୫ରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

 ୪ ତାରିଖରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଜନ ସାଧାରଣଙ୍କୁ ଦେବେ ଉଦ୍ବୋଧନ  ୫ରେ ବଲାଙ୍ଗୀରଠାରେ ଯୁବ ସମାବେଶକୁ କରିବେ ସମ୍ବୋଧନ ଭୁବନେଶ୍ୱର/chakradhar majhi   : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା ଆସନ୍ତା ଏପ୍ରିଲ ମାସ ୪ ଏବଂ ୫ ତାରିଖରେ ଏକ ଦୁଇ ଦିନିଆ…

ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡାଙ୍କୁ ନୂତନ ଦାଇତ୍ୱ, ଏମଏସଟିସି ଲିମିଟେଡର  ସ୍ୱତନ୍ତ୍ର…

  ଆଗାମୀ ୩ ବର୍ଷ ପାଇଁ ତୁଲାଇବେ ଦାୟୀତ୍ୱ  ରାଜ୍ୟ ବିଜେପି ତରଫରୁ ଅଭିନନ୍ଦନ ଭୁବନେଶ୍ୱର,(ଚକ୍ରଧର ମାଝି)  : ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ତରଫରୁ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡାଙ୍କୁ ଏମଏସଟିସି ଲିମିଟେଡର ସ୍ୱତନ୍ତ୍ର ନିର୍ଦ୍ଦେଶିକା ଭାବେ…

ଖସି ପଡିଲା ବାୟୂସେନାର ମିଗ୍ ୩୬ ବିମାନ ।

baripada/ dillip mohanty : ମାର୍ଚ୍ଚ ୨୦ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୨ ସମୟରେ ପଶ୍ଚିମବଙ୍ଗ ରାଜ୍ୟ ଖଡ଼ଗପୁର ନିକଟ କଲେଇକୁଣ୍ଡା ବାୟୁସେନା ଘାଟିର ଏକ ପ୍ରଶିକ୍ଷଣ ବିମାନ ଆକାଶରେ ଉଡ଼ୁଥିବା ଅବସ୍ଥାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଥିଲା । ଉକ୍ତ ଅଗ୍ନିକାଣ୍ଡ ବିଷୟରେ ପାଇଲଟ ନଜରକୁ…