Sign in
Sign in
Recover your password.
A password will be e-mailed to you.
Browsing Category
Recent News
ପୁଣି ପାରାଦୀପ ବନ୍ଦର ରଚିଲା ଇତିହାସ
୧୦୦.୧୨ ମିଲିୟନ ମେଟ୍ରିକ୍ ଟନ୍ କାର୍ଗୋ ପରିବହନ କରି ଏକ ଐତିହାସିକ ରେକର୍ଡ
ପାରାଦୀପ : ଚଳିତ ଆର୍ଥିକ ବର୍ଷ ୨୦୧୮ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ପାରାଦୀପ ବନ୍ଦର ୧୦୦.୧୨ ମିଲିୟନ ମେଟ୍ରିକ୍ ଟନ୍ କାର୍ଗୋ ପରିବହନ କରି ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛି । ଏଥିସହିତ ସର୍ବଭାରତୀୟ…
ବିଜୁ ବାବୁ ଚାରା ଲଗାଇଥିଲେ, ଏବେ ପାଲଟିଛି ବିରାଟ ଗଛ
ଯାଜପୁର ପୌରପରିଷଦ ୧୫୦ବର୍ଷ ପୁର୍ତ୍ତୀ ଓ ୨୫ତମ ଜିଲ୍ଲା ପ୍ରତିଷ୍ଠା ଦିବସ
ଯାଜପୁର ଜିଲ୍ଲା ଏବେ ରାଜ୍ୟର ଶିଳ୍ପ ରାଜଧାନୀ : ମୁଖ୍ୟମନ୍ତ୍ରୀ
ଯାଜପୁରରୁ ଜୟଶଙ୍କର ଦାସ : ଯାଜପୁର ଜିଲ୍ଲା ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା । ପରାଧିନ ଭାରତରେ ସ୍ୱାଧୀନତା ଆନେ୍ଦାଳନ ପାଇଁ ଏହି ଜିଲ୍ଲାର…
ଶେଷରେ ଗଣତନ୍ତ୍ରର ବିଜୟ ହେଲା, ହାର ମାନିଲା ଅମଲାତନ୍ତ୍ର
ଦୀର୍ଘ ୭ ବର୍ଷର ସଂଗ୍ରାମ ପରେ ବିସ୍ଥାପିତଙ୍କୁ ମିଳିଲା ଜମି ପଟ୍ଟା
ବାରିପଦା/ ଦିଲ୍ଲୀପ ମହାନ୍ତି : - ଶେଷରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ସମ୍ମୁଖରେ ଅମଲାତନ୍ତ୍ର ହାର ମାନିଲା । ବିଳମ୍ବରେ ହେଲେ ମଧ୍ୟ ଦୀର୍ଘ ୭ ବର୍ଷ ଧରି ନିଜର ହକ୍ ଆଦାୟ ପାଇଁ ଗାଣତନ୍ତ୍ରିକ ପଦ୍ଧତିରେ ମୟୂରଭଞ୍ଜ ଜିଲା…
ନାବାଳକ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲା : କମ୍ୟୁନିଟି ସର୍ଭିସ ସେଣ୍ଟରରେ ଏକ ବର୍ଷ ଝାଡ଼ୁ ମାରିବେ ଅଭିଯୁକ୍ତ
ବାରିପଦା/ଦିଲ୍ଲୀପ ମହାନ୍ତି - ବାରିପଦା ପ୍ରିନ୍ସପାଲ ମାଜିଷ୍ଟ୍ରେଟ ଜୁଭେନାଇଲ ଜଷ୍ଟିଷ ବୋଡର଼୍ ଜଜ୍ ଅମୀୟ ରଞ୍ଜନ ଜେନା ଆଜି ଏକ ୧୨ ବର୍ଷର ନାବାଳକ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲାର ବିଚାର କରି ଅଭିଯୁକ୍ତ ୧୭ ବର୍ଷର ନାବାଳକକୁ କମ୍ୟୁନିଟି ସର୍ଭିସ ସେଣ୍ଟରରେ ଜିଲ୍ଲା ଶିଶୁ…
୧,୨୦,୦୨୮ କୋଟି ଟଙ୍କାର ବଜେଟ୍ ନୂଆ ଟିକସ ପ୍ରସ୍ତାବ ନାହିଁ, ହେଲେ ବଢିବ ପ୍ରଚଳିତ ଟିକସ
ଏବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ହେବ ୭୬,୪୮୩ କୋଟି ଟଙ୍କା
ଭୁବନେଶ୍ୱର, : ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଶୁକ୍ରବାର ବିଧାନସଭାରେ ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ୧,୨୦,୦୨୮ କୋଟି ଟଙ୍କାର ବଜେଟ୍ ଗୃହରେ ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ରେ ପୁଞ୍ଜିନିବେଶ…
ଚୋପାଛଡା ଦକ୍ଷତା ବିକାଶ, କାଢ଼ୁଆ ବୈଷୟିକ ଶିକ୍ଷା
ବିପୁଟ୍ ସମେତ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ରେ ୨୦୦୦ରୁ ଅଧିକ ପଦବୀ ଖାଲି
ଭୁବନେଶ୍ୱର/ମାନସୀ ମିଶ୍ର : ରାଜ୍ୟର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିରେ ଥିବା ଦୁଇଟି ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୨ହଜାରରୁ ଅଧିକ ପଦବୀ ଖାଲି ପଡ଼ିଛି । ବିଧାୟକ…
ନବୀନ ବାବୁଙ୍କ ୧୭ ବର୍ଷର ବିକାଶ : ୯୫ ପ୍ରତିଶତରେ ପ୍ରତି ଶ୍ରେଣୀ ଲାଗି ଜଣେ ଲେଖାଏଁ ଶିକ୍ଷକ ନାହାନ୍ତି
୮୫ ପ୍ରତିଶତରୁ ଉର୍ଧ୍ଵ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଶ୍ରେଣୀଗୃହ ନାହିଁ
ଭୁବନେଶ୍ୱର/ମାନସୀ ମିଶ୍ର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତରେ ପ୍ରତି ଶ୍ରେଣୀ ଲାଗି ଜଣେ ଲେଖାଏଁ…
ଲୋକକଳାର ମୃତ୍ୟୁ ନାହିଁ, ଏହାର ସମୃଦ୍ଧି ପାଇଁ ପ୍ରତ୍ୟେକଙ୍କ ଉଦ୍ୟମ ଜରୁରୀ ।
ଯାଜପୁର/jayshankar dash :ଲୋକକଳାର ମୃତ୍ୟୁ ନାହିଁ କିମ୍ୱା କଳାକାର କେବେ ହାରେ ନାହିଁ ବୋଲି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଚ୍ଥନ୍ତି । ବୁଧବାର ଅପରାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ୨ ଦିନିଆ ଜିଲ୍ଲା ସ୍ତରୀୟ ଲୋକକଳା ମହୋତ୍ସବ …
ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଗସ୍ତର ସ୍ମାରକୀ ମାର୍ଚ୍ଚ ୨୩ : ଓଡିଶା ମାଟିରେ ପାଦ ଦେଇଥିଲେ ସତ୍ୟ ଓ ଅହିଂସାର ଦେବଦୂତ
ଭୁବନେଶ୍ୱର : ଜାତିର ଜନକ ମହାତ୍ମାଗାନ୍ଧୀ ତାଙ୍କ ପ୍ରଥମ ଓଡ଼ିଶା ଗସ୍ତରେ ଆସିଥିଲେ ୧୯୨୧ ମାର୍ଚ୍ଚ ୨୩ ତାରିଖ ଦୋଳପୂର୍ଣ୍ଣିମା ଦିନ ପ୍ରତ୍ୟୁଷରେ । ଏହି ପ୍ରଥମ ଗସ୍ତରେ ତାଙ୍କ ସହ ଥିଲେ ପତ୍ନୀ କସ୍ତୁରବା, ପୁତ୍ର ଦେବଦାସ ଓ ସେ ସମୟର ଅନ୍ୟତମ ନେତା ରାଜେନ୍ଦ୍ର ପ୍ରସାଦ । ଓଡ଼ିଶାରେ…