Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମ୍ପତ୍ତି ଭାଗରୁ ତୁମୁଳକାଣ୍ଡ ଘଟଣାରେ ଦେଢଶୁରଙ୍କୁ ଭର୍ତ୍ସନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମ୍ପତ୍ତି ଭାଗରୁ ଶତ୍ରୁତା ଓ ପରେ ଏ ନେଇ ଭାଇ ବୋହୂକୁ ଆକ୍ରମଣ କରି ମୁଣ୍ଡ ଫଟାଇବା ଭଳି ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରା ଜଜ୍ (ମହିଳା ଅଦାଲତ) ଶ୍ରୀମତୀ ରଶ୍ମିତା ସାହୁ!-->…
ପତ୍ନୀହନ୍ତା ସ୍ୱାମୀଙ୍କୁ ୧୦ବର୍ଷର ସଶ୍ରମ କାରାଦଣ୍ଡ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦାମ୍ପତ୍ୟ ଜୀବନରେ ଅଳ୍ପ ବହୁତ କଳି ଝଗଡ଼ା ସମସ୍ତଙ୍କର ପ୍ରାୟ ହୋଇଥାଏ। କିନ୍ତୁ ୨୦୨୩ମସିହାରେ ଗଜପତି ଜିଲ୍ଲାର ଅମରସିଂ ଗ୍ରାମରେ ହୋଇଥିବା ଏକ ଅଭାବନୀୟ ଘଟଣା ସମ୍ପୂର୍ଣ୍ଣ ଭିନ୍ନ , ଯେଉଁଥିରେ କି ଏକ ନିର୍ଦୟୀ ସ୍ୱାମୀ ନିଜର ସ୍ତ୍ରୀର!-->…
ୟନେକ୍ସ ସନରାଇଜ ସର୍ବ ଭାରତୀୟ ଜୁନିୟର ବ୍ୟାଡ ମିଣ୍ଟନ ପ୍ରତିଯୋଗିତା
….
ବାଳିକା ଫାଇନାଲ ରେ ଦୀକ୍ଷା ଏସ. ଆର. ଓ ପାରୁଲ ଚୌଧୁରୀ…
ବାଳକ ଫାଇନାଲ ରେ ନିଶ୍ଚଲ ଚାନ୍ଦ ଓ ଟି. ଜ୍ଞାନ ଦତ୍ତ୍ତୃ
ଭୁବନେଶ୍ୱର,୩୧ /୭ - ଭୁବନେଶ୍ୱର କଳିଙ୍ଗ ଷ୍ଟଡିୟମର ଡାଲମିଆ ଭାରତ ଗୋପିଚାନ୍ଦ ବ୍ୟାଡ ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ) ଠାରେ ଚାଲିଥିବା ୟନେକ୍ସ!-->!-->!-->!-->!-->!-->!-->!-->!-->!-->!-->…
ସରକାରଙ୍କର ବ୍ୟବସ୍ଥା ଉପରେ ନିୟନ୍ତ୍ରଣ ନଥିବାରୁ ରାଜ୍ୟରେ ବାରମ୍ୱାର ପ୍ରଶ୍ନପତ୍ର ଲିକ୍ ହେଉଛି: ବିଜେଡି
ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ
ରାଜ୍ୟରେ ୨୪ ମାସର ବିଜେପି ଶାସନରେ ୨୩ଟି ପ୍ରଶ୍ନପତ୍ର ଲିକ୍
ବିଜେପି ସରକାର ଆଣିଥିବା ଆଇନ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ରୋକିବାକୁ ଅସମର୍ଥ
ରାଜ୍ୟ ସରକାର ତୁରନ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ
ଭୁବନେଶ୍ୱର,!-->!-->!-->!-->!-->!-->!-->!-->!-->!-->!-->!-->!-->…
ସରକାରୀ ଓକିଲ ଓ ପୋଲିସ ବିଭାଗ ସମନ୍ୱୟ ବୈଠକ:ମାମଲାର ସଠିକ ପରିଚାଳନା ଓ ଦଣ୍ଡାଦେଶ ବୃଦ୍ଧିକୁ ଗୁରୁତ୍ୱ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମାଜରେ ବୃଦ୍ଧି ପାଉଥିବା ଅପରାଧର କିପରି ହ୍ରାସ ଘଟିବ ତଥା ସମସ୍ତ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ ସେ କଥାକୁ ଚିନ୍ତା କରି ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ!-->!-->!-->…
ଲାଜର ଲିମାଙ୍କ ରଚିତ ‘କଥାମ୍ବୃତ’ ପୁସ୍ତିକା ଉନ୍ମୋଚିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମାଜସେବୀ ଲେଖକ ଶ୍ରୀ ଲାଜର ଲିମାଙ୍କ ରଚିତ ‘କଥାମ୍ବୃତ’ ପୁସ୍ତିକା ଆଜି ଗଜପତି ଜିଲ୍ଲାର ଉପାନ୍ତ ପ୍ରହରୀ ଶ୍ରୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ର , ଅବସର ପ୍ରାପ୍ତ ତହସିଲଦାର୍ , ବରିଷ୍ଠ ସମାଜସେବୀ ଓ ଇତିହାସ ଲେଖକଙ୍କ କର କମଳରେ ଉନ୍ମୋଚିତ!-->…
ଗଜପତିର ସ୍ୱାଗତିକାଙ୍କୁ ବିଶ୍ୱ ମଞ୍ଚରେ ସଫଳତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଚିତ୍ରକାର ସାହିର ବାସିନ୍ଦା ଭାସ୍କର ପାଣିଗ୍ରାହୀଙ୍କ କନ୍ଯା ସ୍ୱାଗତିକା ପାଣିଗ୍ରାହୀ ଥାଇଲାଣ୍ଡରେ ଆନ୍ତର୍ଜାତୀୟ ବିଶ୍ୱମଞ୍ଚରେ ଭାରତ ଓ ଓଡିଶା ପାଇଁ ଗୌରବ ଆଣିଛନ୍ତି।ମୁମ୍ୱାଇ ଗ୍ଲୋବାଲ ଦ୍ୱାରା!-->…
ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି
• "ଶୂନ୍ୟ ମୃତ୍ୟୁହାର ଏବଂ ସର୍ବନିମ୍ନ କ୍ଷୟକ୍ଷତି" ନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
• ପ୍ରମୁଖ ବ୍ୟାରେଜ ଅଞ୍ଚଳ ଗୁଡିକରେ କାର୍ଯ୍ୟାନୁଷ୍ଠାନ ପାଇଁ 2ଟି ଲେଖାଏଁ PCR ଭ୍ୟାନ ନିୟୋଜିତ କରାଯାଇଛି।
• ଆଠଗଡ଼ ଉପଖଣ୍ଡରୁ ୧୫୦୦, ବାଙ୍କି ଉପଖଣ୍ଡରୁ ୬୦୦ ଜଣ ଓ କଟକ ସଦର!-->!-->!-->!-->!-->!-->…
ବନ୍ୟାପାଣିରେ. ଭାସିଗଲେ ଅନ୍ତର୍ଯ୍ୟାମୀ ପରିଡା !
ବାଲେଶ୍ୱର ଜିଲ୍ଲା 31/07/26: ଖଇରା ବ୍ଲକ ଶରତ ଗ୍ରାମରେ ଅନ୍ତର୍ଯ୍ୟାମୀ ପରିଡା, ପିତା -ରବୀନ୍ଦ୍ର ରବୀନ୍ଦ୍ର ପରିଡା ଗ୍ରାମ- ଶରତ ଗତକାଲି ବିଲକୁ କାମକରିବାକୁ ଯାଇ ଅଧିକ ପାଣିରେ ଜାଣିନପାରି ଗଭୀର ଖାତ ମଧ୍ୟକୁପାଣି ସୁଅରେଭାସି ଯାଇଥିଲେ ଫଳରେ ଲୋକମାନେ ବହୁତ ଖୋଜାଖୋଜି କଲେ ମଧ୍ୟଗଭୀର!-->…
କେନ୍ଦ୍ରାପଡ଼ାରେ ଦାରୁଣ ଦୁର୍ଘଟଣା: ଲୁଣା ନଦୀ ବ୍ରିଜରୁ ଗଳିପଡ଼ିଲେ ମହିଳା ,ମିଳୁନି ସନ୍ଧାନ ।
କେନ୍ଦ୍ରାପଡା:31/07(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ହୁ-ହୁ ହୋଇ ବୃଦ୍ଧି ପାଉଥିବା ବେଳେ ଡେରାବିଶ ବ୍ଲକ୍ ଅନ୍ତର୍ଗତ ଦାନପୁର ଗ୍ରାମରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଓ ଚାଞ୍ଚଲ୍ୟକର ଖବର। ଲୁଣା ନଦୀର ବନ୍ୟାଜଳ ଦେଖିବାକୁ!-->!-->!-->…