ପଦ୍ମପୁର:– ବିଜେପି ଦଳର ମିଥ୍ୟା ପ୍ରତିଶ୍ରୁତି ଯୋଗୁଁ ନିଜ ଦଳ ପ୍ରତି ଅତିଷ୍ଠ ତଥା ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଙ୍କ କାର୍ଯ୍ୟଶୈଳୀ ରେ ଅନୁପ୍ରାଣିତ ହୋଇ ରାଜ୍ୟସମ୍ପାଦକ ରାଜୁ ଘିବେଲା ଙ୍କ ନେତୃତ୍ୱରେ, ବରିଷ୍ଠ ନେତା ପ୍ରଶାନ୍ତ ମହାନ୍ତି,ଜିଲ୍ଲା ବିଜେଡି ଉପସଭାପତି ଟାଇଲ ଚନ୍ଦ୍ର ଭୋଇ, ରାଜବୋଡାସମ୍ବର ବ୍ଲକ୍ ଉପସଭାପତି ମହେଶ୍ୱର ପୁରୀ ଙ୍କ ଉପସ୍ଥିତିରେ ପାଇକମାଳ ବ୍ଲକ୍ ରୁ ୧୧ଜଣ କର୍ମୀ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି।ଭୁବନେଶ୍ୱରପୁର ପଞ୍ଚାୟତ ଅନ୍ତର୍ଗତ ବୁରୋଟିକ୍ରା ଗ୍ରାମର ବିଶମ୍ବର ରଣା, ବାହାଦୂର ରଣା, ସିନ୍ଧୁ ପଟେଲ, ଶତ୍ରୁଘନ ରଣା, ଅରକ୍ଷିତ ମିର୍ଦ୍ଧା, ବଂଶ ରଣା, ଓ ଲଖମରା ପଞ୍ଚାୟତ ଅନ୍ତର୍ଗତ ଧୁମାଭଟା ଗ୍ରାମର କ୍ଷୀରସିନ୍ଧୁ ବେହେରା ,ଚତୁର୍ଭୁଜ ଡନସନା, ମଧୁ ବରିହା, ଭଲ ବରିହା, ଭୀମସେନ ସାହୁ, ରାଜ କିଶୋର ପଟେଲ, ନିତେଶ ବେହେରା ପ୍ରମୁଖ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.