Browsing Category

ରାଜ୍ୟ

ମହାପ୍ରଭୁଙ୍କୁ ରାଜନୈତିକ ପରିଧିରେ ରଖିବାକୁ ବିଜେପି ଦୁଃସାହସ କରୁଛି: ବିଜେଡି

-ନୀଳାଦ୍ରି ବିଜେରେ ଚାହାଣି ମଣ୍ଡପକୁ ବିଜେପି ନେତାଙ୍କ ପ୍ରବେଶ-ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଓ ବିଧାୟକଙ୍କ ପ୍ରବେଶ ନେଇ ଥାନାରେ ଅଭିଯୋଗ-ଘଟଣା ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ଦାବିଭୁବନେଶ୍ୱର, ୩୧/୦୭/୨୦୨୬: ନୀଳାଦ୍ରି ବିଜେରେ ଚାହାଣୀ ମଣ୍ଡପକୁ ବିଜେପି ନେତାଙ୍କ ପ୍ରବେଶକୁ ନେଇ

ବନ୍ୟା ବିପର୍ଯ୍ୟୟ ପରିଚାଳନାରେ ସରକାର ବିଫଳ: ଓଜେସି

-ବନ୍ୟା ବିଭୀଷିକା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ସରକାରଙ୍କ ଦାୟିତ୍ୱହୀନତା ସୂଚାଉଛି-ଆସନ୍ତାକାଲିଠାରୁ ଓଡ଼ିଶା ଜନତା କଂଗ୍ରେସର ବନ୍ୟାଞ୍ଚଳ ପରିଦର୍ଶନ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଭୁବନେଶ୍ୱର, (୩୧.୦୭.୨୦୨୬): ରାଜ୍ୟରେ ଭୟାଭହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭିନ୍ନ

ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ: ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା

ବଲାଙ୍ଗୀର (୩୧/୦୭): ବଲାଙ୍ଗୀର ସ୍ଥିତ ମାଗୁରବେଡାଠାରେ ଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଡ୍ୟାମ୍ ପରିସରରେ ନିରାପତ୍ତା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବଲାଙ୍ଗୀର ଉପ-ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଶ୍ରୀ

ଛୁରୀ ମୁନରେ ଲୁଟ୍ ଘଟଣାର ପର୍ଦ୍ଦାଫାସ, ୩ ଅଭିଯୁକ୍ତ ଓ ଜଣେ ନାବାଳକ କାବୁ

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ରଘୁନାଥପାଲି ଥାନା ପୁଲିସ ଏକ ଛୁରୀ ମୁନରେ ଲୁଟ୍ ଘଟଣାର ପର୍ଦ୍ଦାଫାସ କରି ୩ ଜଣ ଅଭିଯୁକ୍ତଙ୍କ ସହ ଜଣେ ନାବାଳକଙ୍କୁ କାବୁ କରିଛି। ଏହି ମାମଲାରେ ରଘୁନାଥପାଲି ଥାନା କେସ୍ ନଂ-୪୫୩, ତାରିଖ ୩୦.୦୭.୨୦୨୬ ଅନୁଯାୟୀ ବିଏନଏସ୍ (BNS)

ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଭାଷୀ ସମୀକ୍ଷା ବୈଠକ

ବଲାଙ୍ଗୀର (୩୧/୦୭): ଆଜି ପୂର୍ବାହ୍ନରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଭାଷୀ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ବର୍ତ୍ତମାନର ବନ୍ୟା ସ୍ଥିତି ଏବଂ ବିଭିନ୍ନ କ୍ଷେତ୍ରରେ

ମତ୍ସ୍ୟ କ୍ଷେତ୍ରରେ ଉଦ୍ୟୋଗୀ ଓ ଷ୍ଟାର୍ଟଅପ୍ ସୃଷ୍ଟି ଉପରେ ଜାତୀୟ ସେମିନାର ଅନୁଷ୍ଠିତ

ଭୁବନେଶ୍ୱର, ଜୁଲାଇ ୩୧: ଶିକ୍ଷା 'ଓ' ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ରେ ‘ ଆଟ୍ରାକ୍ଟିଙ୍ଗ ଏନ୍ଟ୍ରପ୍ରେନୁ୍ୟଅର୍ସ ଆଣ୍ଡ ଷ୍ଟାର୍ଟଅପ୍ସ ଟୁ ଦ ଫିସରିସ୍ ସେକ୍ଟର’ ଶୀଷର୍କ ଏକ ସେମିନାର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି

ଜଗତସିଂହପୁର ଜିଲ୍ଲାରେ ବନ୍ୟା ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ

ଜଗତସିଂହପୁର-ତା -୩୧. ୦୭.୨୦୨୬ ରିଖ: ଜିଲ୍ଲାରେ ବନ୍ୟା ଜନିତ ସ୍ଥିତି ନିମନ୍ତେ ଗତକାଲି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଅଧିକାରୀମାନଙ୍କ ସହିତ ସମୀକ୍ଷା କରି ବିଭାଗୀୟ ଅଧିକାରୀ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ର ୪ ଜଣ

ବେଲଗୁଣ୍ଠା ଏନ୍.ଏ.ସି. ପାର୍ଶ୍ୱରେ ପରିତ୍ୟକ୍ତ ପରିସ୍ରାଗାର :ଦୁର୍ଗନ୍ଧ ଓ ଅବ୍ୟବସ୍ଥାରେ ଅତିଷ୍ଠ ସାଧାରଣ ଲୋକ

ବେଲଗୁଣ୍ଠା, ୩୧/୦୭,-(ଶିବରାମ ଚୌଧୁରୀ )-ସ୍ୱଚ୍ଛ ଭାରତ ମିଶନ ଅଧୀନରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା ଓ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ସରକାର ବିଭିନ୍ନ ସ୍ଥାନରେ ସାର୍ବଜନୀନ ପରିସ୍ରାଗାର ଓ ଶୌଚାଳୟ ନିର୍ମାଣ କରିଛନ୍ତି। ମାତ୍ର ଦୁଃଖ ଓ ପରିତାପର ବିଷୟ, ବେଲଗୁଣ୍ଠା

120 ଶଯ୍ୟା ବିଶିଷ୍ଟ ଦୁଇଟି ଭିନ୍ନ ଭିନ୍ନ ଛାତ୍ରୀନିବାସ , ଶିଳାନ୍ୟାସ ସହ ଏକ ଛାତ୍ରୀ ନିବାସ ଉଦ୍ଘାଟନ କଲେ ବିଧାୟକ।

ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ରେ ଶିକ୍ଷା ଓ ଛାତ୍ରଛାତ୍ରୀ କଲ୍ୟାଣ ଦିଗରେ ଆଉ ଏକ ବଡ଼ ପଦକ୍ଷେପ। ନେଇ ଛନ୍ତି ବିଧାୟକ ଭାଦ୍ରବ ଚନ୍ଦ୍ର ହାଁସଦା,।ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ

ଆସିଷ୍ଟାଣ୍ଟ କଲେକ୍ଟର ସନ୍ତୋଷ କୁମାର ପତିଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଦୀର୍ଘ ୩୪ ବର୍ଷର ନିରବଚ୍ଛିନ୍ନ ଓ ନିଷ୍ଠାପର ସରକାରୀ ସେବା ପରେ ଆଜି ପଦ୍ମପୁର ଆସିଷ୍ଟାଣ୍ଟ କଲେକ୍ଟର ସନ୍ତୋଷ କୁମାର ପତି ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ପଦ୍ମପୁର କାର୍ଯ୍ୟାଳୟ ପରିସରରେ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ