Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଷପାନ କରି ନାବାଳିକାର ଆତ୍ମହତ୍ୟା
ଓଡ଼ଗାଁ,୨୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କେନାଲ ଛକ ଘଷାଦେଇପୁର ଗୋଡ଼ିସାହିର ୧୭ ବର୍ଷର ଜଣେ ନାବାଳିକା ମଙ୍ଗଳବାର ବିଷ ପାନ କରି ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି।ନାବାଳିକା ଜଣକ ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଘରପାଖ ଦୋକାନରୁ ଥଣ୍ଡା ପାନୀୟ ସହିତ…
ଧାନ୍ଦୁପାଲି ହାତୀ ଆକ୍ରମଣ ଘଟଣା, ପରିବାର ବର୍ଗଙ୍କୁ ଭେଟିଲେ ବିଧାୟିକା : ମୃତ ପରିବାରକୁ ୨ ଲକ୍ଷ କ୍ଷତି ପୂରଣ
ପାଇକମାଳ:- ପାଇକମାଳ ବ୍ଳକ ଟେମରୀ ପଞ୍ଚାୟତ ଧାନ୍ଦୁପାଲି ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଣୁଆ ହାତୀ ଆକ୍ରମଣରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଗନ୍ଧମାର୍ଦ୍ଦନ ପାହାଡ଼ର ପଠାରରୁ ଏକ ବଣୁଆ ହାତୀ ବୁଲାବୁଲି କରୁଥିଲା । ଧାନ୍ଦୁପାଲି ଗାଁର ବଳରାମ…
ଆଜିର ମୋବାଇଲ୍ ଦୁନିଆରେ ମଧ୍ୟ ବଡ଼ ପରଦା ର ଚାହିଦା ଅଧିକ
ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା }: ମୋବାଇଲ ଓ ଟେଲିଭିଜନର ବହୁଳ ବ୍ୟବହାର ଫଳରେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଭଞ୍ଜନଗର ସହରରେ ଥିବା ଗଣେଶ ଟକିଜ୍ ଓ ସନ୍ଦୀପ ହଲ୍ ୨ଟି ଯାକ ସିନେମା ହଲ୍ ବନ୍ଦ ରହିଛି।ଫଳରେ ବହୁ ଚଳଚ୍ଚିତ୍ର ପ୍ରେମୀ ଏଠାରେ ସିନେମା ଦେଖାରୁ ବଞ୍ଚିତ ଅଛନ୍ତି।କିଛି…
ୱିନର ଗାଁ ନେ ନୁଆଖାଇ ବଜାର୍।
ପଦମପୁର୍ :- ୱିନର ସ୍କୁଲ ର ୱିନର ଗାଁ ନେ ଆଏଜ୍ ନୁଆଖାଇ ବଜାର୍ ବସିଥିଲା। ଇ ବଜାର୍ କେ ଲାୟନ୍ସ କ୍ଲବ୍ ର ମୁଖିଆ ପ୍ରୀତମ ମେହେର୍, କୁନାଲ ପାଣିଗ୍ରାହୀ, ସୌମ୍ୟ ରଞ୍ଜନ ପାଢୀ, କୁନୁଆଁ ହିସାବେ ଆସି କରି ଶୁଭ୍ ଦେଇ କରି ଉଦଘାଟନ କର୍ବାର ସାଙ୍ଗେ ସାଙ୍ଗେ ଇନ ସ୍କୁଲ ର ଛୁଆ ମାନେ ନୂଆଖାଇ ନ…
କ୍ରାଇମ ଓ କ୍ରିମିନାଲଙ୍କ ଉପରେ କଡା ନଜର ରହିବ :ଏସପି ପ୍ରତୀକ ସିଂ
ପୁରୀ, ୨୬/୮ (ଅନିମେଶ ପଟ୍ଟନାୟକ): ପୁରୀର ନୂଆ ଏସପି ପ୍ରତୀକ ସିଂ ମଙ୍ଗଳବାର ବିଧିବଦ୍ଧ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି। ସେ ପ୍ରଥମ ଦିନରୁ ହିଁ ସାମ୍ବାଦିକମାନଙ୍କ ସହ ପରିଚୟ ସଭାରେ ସ୍ପଷ୍ଟ କରିଛନ୍ତି, ଯେ ପୁରୀରେ ଅପରାଧ, ଅପରାଧୀ, ନିଶା ବେପାର ଓ ସମୁଦ୍ରକୂଳରେ ହେଉଥିବା ଅସାମାଜିକ…
ଏସପିଙ୍କ ପ୍ରଥମ ସମୀକ୍ଷା ବୈଠକ; ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା, ଅପରାଧ ଦମନ ସହ ଜନତା-ପୋଲିସ ମଧ୍ଯରେ ସୁସମ୍ପର୍କ…
ପୁରୀ,୨୬/୮ (ଅନିମେଶ ପଟ୍ଟନାୟକ): ପୁରୀର ନୂଆ ପୋଲିସ ସୁପରିଣ୍ଡେଣ୍ଟ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମୀକ୍ଷା ବୈଠକ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ ହଲରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା, ଅପରାଧ ତ ଅପରାଧି ଦମନ ଓ ଜନତା-ପୋଲିସ ମଧ୍ଯରେ…
ପଞ୍ଜିକରଣ ର ସମୟସୀମା ବୃଦ୍ଧି ପାଇଁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କଲା ସଂଯୁକ୍ତ କୃଷକ ସଂଗଠନ।
ବରଗଡ଼ :- ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ବରଗଡ ଜିଲ୍ଲାପାଳ କାର୍ଯ୍ୟାଳୟରେ ପୁଣିଥରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ପୂର୍ବରୁ ଅଗଷ୍ଟ 25 ତାରିଖକୁ ସରକାର ପକ୍ଷରୁ କୃଷକ ପଞ୍ଜିକରଣର ଶେଷ ତାରିଖ ଘୋଷଣା କରାଯାଇଥିଲା। କିନ୍ତୁ ଦୁଃଖର କଥା, ସେଇ ତାରିଖ ସରିଯାଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ…
ଓଡଗାଁ ଥାନାକୁ ବୋମା ପକାଇ ଉଡାଇଦେବା ଧମକ ୪ ଗିରଫ
ଓଡଗାଁ,୨୬।୮(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନାକୁ ବୋମା ପକାଇ ଉଡାଇବାକୁ ଧମକ ଦେବା ଅଭିଯୋଗରେ ଓଡଗାଁ ପୋଲିସ ୪ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ…
ନାବାଳିକାଙ୍କୁ ଟ୍ୟୁସନ୍ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ, ନ୍ୟାୟ ନପାଇ ପରିବାର ଏସ୍ପିଙ୍କ ଦ୍ୱାରସ୍ଥ ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ମହାକାଳପଡ଼ା ତନ୍ତିଆପାଳ ମେରାଇନ ଥାନା ଅନ୍ତର୍ଗତ ସୁନୀତି ପଞ୍ଚାୟତରେ ଜଣେ ନାବାଳିକା ଛାତ୍ରୀ ସହ ଟ୍ୟୁସନ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ଗତ ୨ ବର୍ଷ ଧରି ଟ୍ୟୁସନ ଶିକ୍ଷକ ତାପସ ବେରି ନାବାଳିକାଙ୍କୁ ନାନା ପ୍ରକାର ନିର୍ଯ୍ୟାତନା…
ଅଗଷ୍ଟ ୨୯ ରେ ରାଉରକେଲାରେ ଅନୁଷ୍ଠିତ ହେବ ‘ପଥ ଉତ୍ସବ’
ଓଲିଉଡ ତାରକାଙ୍କ କଣ୍ଠର ଯାଦୁରେ ଝୁମିବେ ରାଉରକେଲାବାସୀ
ସ୍ଥାନୀୟ କଳାକାରଙ୍କ ପାଇଁ ପ୍ଲାଟଫର୍ମ ପାଲଟିବ 'ପଥ ଉତ୍ସବ'
ରାଉରକେଲା,(ବସନ୍ତ କୁମାର ଜେନା): ଦୀର୍ଘ ଦୁଇ ବର୍ଷ ପରେ ପୁଣି ରାଉରକେଲା ସହରରେ ଆୟୋଜନ ହେବାକୁ ଯାଉଛି ପଥ ଉତ୍ସବ। ରାଉରକେଲାବାସୀଙ୍କୁ ମନୋରଞ୍ଜନର…