Browsing Category

ରାଜ୍ୟ

୧୪–୧୭ ବର୍ଷ ବାଳକ ଓ ବାଳିକାଙ୍କ ଜିଲ୍ଲାସ୍ତରୀୟ କ୍ରୀଡ଼ା ଚୟନ ପ୍ରତିଯୋଗିତା

ରାଜ୍ୟସ୍ତରୀୟ ତାଏକୋଣ୍ଡ ଚାମ୍ପିୟନଶିପ୍‌ ପାଇଁ ଖେଳାଳି ଚୟନ ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୧୪–୧୭ ବର୍ଷ ବୟସ ବର୍ଗର ବାଳକ ଓ ବାଳିକାମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ତାଏକୋଣ୍ଡ ଓ ମୁଷ୍ଟିଯୁଦ୍ଧ ଚୟନ ପ୍ରତିଯୋଗିତା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ…

ଭାଗବତ ଆମ ଜୀବନ ଧାରା

🔹🔹🔹🔹🔹🔹🔹 ମାତା ପଦ୍ମାବତୀ ପିତା ଭଗବାନନିଃସନ୍ତାନ ହୋଇଥିଲେଶ୍ରୀଜଗନ୍ନାଥଙ୍କୁ ବଂଶରକ୍ଷା ପାଇଁସୁତଟିଏ ମାଗିଥିଲେ ।। ପୌରାଣିକ ପଣ୍ଡା ଦମ୍ପତ୍ତିଙ୍କ ଡାକଶୁଣିଲେ ଜଗତ ନାଥରାଧାଷ୍ଟମୀ ଦିନ ପୁଣ୍ୟ ତିଥିରେଜନମିଲେ ତାଙ୍କ ସୁତ ।। ଜଗନ୍ନାଥ କିବା ଇଚ୍ଛିଲେ ଉତ୍କଳେଆବିର୍ଭୂତ ହେବା…

ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରସିପ୍ ୨୦୨୬-୨୭ ପାଇଁ ଆବେଦନ ଆହ୍ୱାନ

ଭୁବନେଶ୍ୱର, ୨୧ ସେପ୍ଟେମ୍ବର ୨୦୨୬: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍ ) ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରସିପ୍ ଫର୍ ହାୟର ଏଡ୍ୟୁକେସନ୍ (ପିଜିଡିଏସ) ର ୨୨ତମ ସଂସ୍କରଣ, ୨୦୨୬-୨୭ ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଏହି ସ୍କଲାରସିପ୍ ଇଞ୍ଜିନିୟରିଂ, ମେଡିସିନ୍, ଏସ ଟି…

ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ

ରାଜ୍ୟ ସ୍ୱାର୍ଥ ସମ୍ୱଳିତ ପ୍ରସଙ୍ଗ ବିଧାନସଭାରେ ଉଠାଯିବ: ବିଜେଡି ଏମଏମଡିଆର ସଂଶୋଧନ ଆଇନକୁ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଆଣନ୍ତୁ ପାଠ୍ୟ ପୁସ୍ତକର ତ୍ରୁଟି ସଂଶୋଧନ କରି ପୁସ୍ତକ ଦିଆଯାଇ ନାହିଁ ଭୁବନେଶ୍ୱର, ୨୧/୦୯/୨୦୨୬: ଆସନ୍ତାକାଲି ବିଧାନସଭାର ବର୍ଷା…

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ତିନିଦିନ ଧରି ବନ୍ଦ

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ତା. ୨୨.୦୯.୨୦୨୬ ରିଖ ଠାରୁ ତା.୨୪.୦୯.୨୦୨୬ରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ…

ସାଇ ଆଇଟିଆଇ ତରଫରୁ ବିଶ୍ୱକର୍ମା ମେଢ଼ ବିସର୍ଜନ

ବେଲଗୁଣ୍ଠା,୨୧/୦୯,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସ୍ଥିତ ସାଇ ଆଇଟିଆଇ ପକ୍ଷରୁ ଧୁମଧାମରେ ପାଳିତ ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ପରେ ମେଢ଼ ବିସର୍ଜନ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ମଧୁସୂଦନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବିସର୍ଜନ ଶୋଭାଯାତ୍ରାରେ ଆଇଟିଆଇର…

ବେଲଗୁଣ୍ଠାରେ ଭିଜନ୍ ସ୍କ୍ରିନିଂ ପ୍ରଶିକ୍ଷଣ ଶିବିର

ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା ପାଇଁ ଶିକ୍ଷକଙ୍କୁ ତାଲିମ ବେଲଗୁଣ୍ଠା, ୨୧/୯: -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ବୈଠକ ଗୃହରେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା ଓ ଭିଜନ୍ ସ୍କ୍ରିନିଂ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର…

ଗଜପତିରେ ଏସ ଆଇ ଆର-୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ଅଧୀନରେ ପ୍ରସ୍ତୁତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ପ୍ରକାଶ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ମୁନିଦ୍ର ହୋନନାଗା…

ରାମଗିରିରେ ବ୍ଲକ ସ୍ତରୀୟ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକର ରାମଗିରି ଉଚ୍ଚମାଧ୍ୟମିକ ବିଦ୍ୟାଳୟଠାରେ ବ୍ଲକ ସ୍ତରୀୟ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଅନୁଷ୍ଠାନର ଅଧ୍ଯକ୍ଷା ପ୍ରିୟଦର୍ଶିନୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…

ଗୁରାଣ୍ଡିରେ ବିଶ୍ୱ ଆଲ୍ଜାଇମର୍ସ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ର ସ୍କୁଲ୍ ଅଫ୍ ନର୍ସିଂ ପକ୍ଷରୁ ଆଜି ଗୁରାଣ୍ଡି ଠାରେ ବିଶ୍ୱ ଆଲ୍ଜାଇମର୍ସ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଥିମ୍ ଥିଲା “ଆଲ୍ଜାଇମର୍ସ ପ୍ରତିରୋଧ”। ସମୁଦାୟ…