Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହନୁମନ୍ତିଆ ପ୍ରାଥମିକ କୃଷି ସମବାୟ ସମିତିରେ ଦୁର୍ନୀତି ,ଜାଲ ସାର୍ଟିଫିକେଟରେ ସମ୍ପାଦକଙ୍କ ନିଯୁକ୍ତି ଅଭିଯୋଗ
ଓଡଗାଁ,୩।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ସମବାୟ ସଂସ୍ଥାର ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପେଡି ଖୋଲୁଥିବା ବେଳେ ପ୍ରାଥମିକ କୃଷିଋଣ ସମବାୟ ସମିତି ପର୍ଯ୍ୟନ୍ତ ଏହି ଦୁର୍ନୀତିର ଚେର ଲମ୍ବିଥିବା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ଖବର ମାନଙ୍କରୁ ଜଣାପଡୁଛି ।ଏପରିସ୍ଥଳେ ଓଡଗାଁ…
ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ଭୁବନେଶ୍ବର, ସେପ୍ଟେମ୍ବର ୩: ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ-୨ରେ ଚଳିତ ଶିକ୍ଷାବର୍ଷରୁ ଏମବିବିଏସ୍ ପାଠ୍ୟକ୍ରମ ନିମନ୍ତେ ୫୦ଟି ସିଟ୍ ବୃଦ୍ଧି କରିବାକୁ ଜାତୀୟ ମେଡିକାଲ କମିଶନ (ଏନ୍ ଏମ୍ ସି) ଅନୁମୋଦନ କରିଛନ୍ତି। ଜାନୁଆରୀ ୨୦୨୩ରେ କଟକ -…
ଚାଷ ଜମିରେ ଜୋର ଜବରଦସ୍ତ ଲୁହା ଜାଲି ବାନ୍ଧିବା ସହ ଗାଳିଗୁଲଜ କରି ମହିଳା ଙ୍କୁ ଦୁଷ୍କର୍ମ ର ଉଦ୍ୟମ।
କୋଲନରା (ଦେବୀପ୍ରସାଦ ମହାନ୍ତି) କୋଲନରା ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଦଣ୍ତସେନା ଶିକାବାଡ଼ି ଗ୍ରାମର ବାହୁବଳୀ ମାନେ ନୀରିହ ଆଦିବାସୀ ଚାଷୀ ଙ୍କ ଜମି ଜବର୍ ଦଖଲ କରିବା ଉଦ୍ଦେଶ୍ୟ ରେ ଆଦିବାସୀ ମାନଙ୍କ ଜମି ଚାରିପଟ ଲୁହା ଜାଲି ର ତାର ବାଡ ବାନ୍ଧି ଦେଇ ଦେଇଛନ୍ତି। ଜମି ମାଲିକ…
ପଟ୍ଟାମୁଣ୍ଡାଇ ଦୋକାନରୁ ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ଗିରଫ
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ପଟ୍ଟାମୁଣ୍ଡାଇରେ ଏକ ଦୋକାନ ଭିତରୁ ଗଳିତ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ଘଟଣାରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ଏହି ଘଟଣାର ପ୍ରଧାନ ଅଭିଯୁକ୍ତ ଚକୁଳି ଓରଫ ସନ୍ତୋଷଙ୍କୁ ପଟ୍ଟାମୁଣ୍ଡାଇ ପୋଲିସ ଯାଜପୁର ଅଞ୍ଚଳରୁ ଉଠାଇ…
ବିଧାୟକଙ୍କ ଦ୍ୱାରା ଋଣ ବଣ୍ଟନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ଆଜି ବେଲଗୁଣ୍ଠା ସେବା ସମବାୟ ସମିତି ଲିଃ ତରଫରୁ ବଳରାମ ଜେ.ଏଲ୍.ଜି ଋଣ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ୨୮ ଟି ମହିଳା ଗୋଷ୍ଠୀଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯାଇଛି I ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏହି ଋଣ…
ଗଣେଶ ବିସର୍ଜ୍ଜନ ଶୃଙ୍ଖଳାର ସହିତ ଶେଷ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ବେଲଗୁଣ୍ଠାରେ କିଛି ବର୍ଷ ହେବ ସମୂହ ଗଣେଶ ବିସର୍ଜ୍ଜନ ଏକ ସ୍ଵତନ୍ତ୍ର ପରମ୍ପରା ଭାବେ ଅନୁଷ୍ଠିତ ହୋଇ ଆସୁଛି I ଏହି ପ୍ରରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟାରେ ବେଲଗୁଣ୍ଠା ଏବଂ ଆଖାପାଖ ଅଞ୍ଚଳର ଏଗାରଟି ବଡ଼ ଗଣେଶ ମୂର୍ତ୍ତୀକୁ ଏକ କାଳୀନ ବିସର୍ଜ୍ଜନ…
ଭାରସ୍ୟାମ ହରାଇ ଓଲଟିଲା ଡିଜେ ଗାଡି ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କଟକ-ଚାନ୍ଦବାଲି ରାସ୍ତାର ସଲାର ମଠ ନିକଟରେ ଆଜି ଅପରାହ୍ନରେ ଘଟିଥିବା ଦୁର୍ଘଟଣାରେ ଗୋଟିଏ ଡିଜେ ଗାଡି ଭାରସ୍ୟାମ ହରାଇ ଓଲଟିଗଲା । ଦୁର୍ଘଟଣାରେ ଯାନଚାଳକ ସମେତ କୌଣସି ଗୁରୁତର ଆହତ ଘଟଣା ଘଟିନଥିବା କୁହାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାନ…
ନବରଙ୍ଗପୁର ଠାରେ ଷଷ୍ଠତମ ଜିଲ୍ଲାପରିଷଦ ର ସାଧାରଣ ବୈଠକ
ନବରଙ୍ଗପୁର ତା ୩.୯.୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକଙ୍କ ଅଧ୍ୟକ୍ଷତାରେ ଷଷ୍ଠତମ ଜିଲ୍ଲା ପରିଷଦ ର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…
ରାୟଗଡ ଜିଲ୍ଲାପାଳଙ୍କ ରାମନାଗୁଡ଼ା ବ୍ଲକ ପରିଦର୍ଶନ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ତା:୦୩-୦୯-୨୦୨୫ରିଖ ଦିନ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ଆଜି ଦିନିକିଆ ରାମନାଗୁଡ଼ା ବ୍ଲକ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ପ୍ରଥମେ କରଡା ଗ୍ରାମ କୁ ଯାଇ ସ୍ଵଂୟ ସହାୟକ ଗୋଷ୍ଠୀ ଙ୍କ ତେନ୍ତୁଳି ପ୍ରକ୍ରିୟାକରଣ ୟୁନିଟ…
ସୀମାନ୍ତ ଇଞ୍ଜନିୟରିଂ କଲେଜ ପ୍ରତିଷ୍ଠାତା ସ୍ୱର୍ଗତ ପରେଶ ଚନ୍ଦ୍ର ବସା ଙ୍କ 20 ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ।
ମୟୂରଭଞ୍ଜ ରୁ ଶ୍ରୀ ଦିପୁ ମହାପାତ୍ର ଙ୍କ ରିପୋର୍ଟ । :: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ସ୍ଥାନୀୟ ଝାରପୋଖରିଆ ଠାରେ ଥିବା ଇଞ୍ଜିନିୟରିଂ କଲେଜ ପରିସରରେ ସୀମାନ୍ତ ପୁରୁଷ ସ୍ବର୍ଗତ ପରେଶ ଚନ୍ଦ୍ର ବସା ଙ୍କ ର 20 ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠାନର ଅଧ୍ୟକ୍ଷ ଡ: ପ୍ରଶାନ୍ତ ନାଏକ…