କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କଟକ-ଚାନ୍ଦବାଲି ରାସ୍ତାର ସଲାର ମଠ ନିକଟରେ ଆଜି ଅପରାହ୍ନରେ ଘଟିଥିବା ଦୁର୍ଘଟଣାରେ ଗୋଟିଏ ଡିଜେ ଗାଡି ଭାରସ୍ୟାମ ହରାଇ ଓଲଟିଗଲା । ଦୁର୍ଘଟଣାରେ ଯାନଚାଳକ ସମେତ କୌଣସି ଗୁରୁତର ଆହତ ଘଟଣା ଘଟିନଥିବା କୁହାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାନ ଉପରେ ନିୟନ୍ତ୍ରଣ କାର୍ଯ୍ୟ ଆରମ୍ଭ କରିଛି ।ପୋଲିସ ଅନୁସାରେ, ଡିଜେ ଗାଡି ଚାଳକ ଯଥେଷ୍ଟ ଗତି ନିୟନ୍ତ୍ରଣ ନ କରି ଥିବାରୁ ଗାଡି ଓଲଟିପଡିଛି । ଘଟଣା ସ୍ଥଳରେ ଆସିଥିବା ଲୋକମାନେ ସହଯୋଗ କରିଥିଲେ ।ଘଟଣାର ସଠିକ୍ କାରଣ ଜଣା ପଡିନଥିବା ବେଳେ କୌଣସି ଲୋକ ଆହତ ଓ ଗୁରୁତ୍ବର ହୋଇନଥିବ ସ୍ଥାନୀୟ ଅଞ୍ଚଳରୁ ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.
Next Post