Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଚାନକ ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟ ଗସ୍ତ କଲେ ବିଧାୟକ ରୂପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ ଅଚାନକ ଗସ୍ତ କରି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା , ଭିତ୍ତିଭୂମି ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ!-->!-->!-->…
ଗଜପତି ଜିଲ୍ଲାରେ ବର୍ଷା ଅଭାବରୁ ଚାଷୀ ହତାଶ : ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ବିଧାୟକ ରୂପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ଖରିଫ ଋତୁରେ ଗଜପତି ଜିଲ୍ଲାରେ ପର୍ଯ୍ୟାପ୍ତ ବର୍ଷା ନ ହେବାରୁ କୃଷି କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ ଅଞ୍ଚଳର ଚାଷ ଜମି ଶୁଖିଲା ପଡ଼ିଥିବା ବେଳେ ଚାଷୀମାନେ ଧାନ ଚାଷ ଆରମ୍ଭ କରିପାରୁ ନଥିବାରୁ ଗଭୀର ଚିନ୍ତା ଓ!-->…
ନବରଙ୍ଗପୁରକୁ ବାଲ୍ୟ ବିବାହମୁକ୍ତ ଜିଲ୍ଲା ଗଠନ ପାଇଁ ପଞ୍ଚାୟତ ସ୍ତରରେ ସକ୍ରିୟ ହୁଅନ୍ତୁ
GPDPରେ ଶିଶୁ ସୁରକ୍ଷା ଯୋଜନା ସାମିଲ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ନବରଙ୍ଗପୁର, ୬ ଅଗଷ୍ଟ: ବାଲ୍ୟ ବିବାହ ରୋକିବା ସହିତ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଶିଶୁ ଅନୁକୂଳ ପଞ୍ଚାୟତରେ ପରିଣତ କରିବା ଦିଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ ବୋଲି!-->!-->!-->…
ସଂସ୍କୃତି ଅନୁଷ୍ଠାନର ନୂତନ କାର୍ଯ୍ୟକାରିଣୀ ଗଠନ; ସଭାନେତ୍ରୀ ହେଲେ ସରସ୍ୱତୀ ସାହୁ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ସହରର ବହୁ ପୁରାତନ ମହିଳା ଅନୁଷ୍ଠାନ ‘ସଂସ୍କୃତି’ର ନୂତନ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଛି। ସର୍ବସମ୍ମତି କ୍ରମେ ସରସ୍ୱତୀ ସାହୁଙ୍କୁ ଅନୁଷ୍ଠାନର ସଭାନେତ୍ରୀ ଭାବେ ମନୋନୀତ କରାଯାଇଛି। ଏହାପୂର୍ବରୁ ସେ ଅନୁଷ୍ଠାନର ସମ୍ପାଦିକା ଭାବେ!-->!-->!-->!-->!-->…
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ
ନବରଂଗପୁର ତା ୬.୮.୨୦୨୬: ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ନବରଙ୍ଗପୁର ପକ୍ଷରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୬ ଉପଲକ୍ଷେ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା,!-->!-->!-->…
ଓଡ଼ିଶାର ପ୍ରଥମ ମହିଳା ପର୍ବତାରୋହୀ ଦଳର ୟୁନାମ ଶିଖରକୁ ଐତିହାସିକ ଯାତ୍ରା
୨୦,୧୦୦ ଫୁଟ ଉଚ୍ଚ ଶିଖରରେ ୮୦ ମିଟର ତ୍ରିରଙ୍ଗା ଉଡ଼ାଇବା ଲକ୍ଷ୍ୟ
ଭୁବନେଶ୍ୱର, ୦୬.୦୮.୨୦୨୬: ଓଡ଼ିଶାର କ୍ରୀଡ଼ା ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ମହିଳା ନେତୃତ୍ୱାଧୀନ ପର୍ବତାରୋହୀ ଦଳ ହିମାଚଳ ପ୍ରଦେଶର ୨୦,୧୦୦ ଫୁଟ ଉଚ୍ଚ!-->!-->!-->!-->!-->…
ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତିତ ହେଲେ ଆନ୍ଦୋଳନ ତେଜିବ : ଉତ୍କଳ ସାମ୍ବାଦିକ ସଂଘ
ଭୁବନେଶ୍ୱର: ଦୀର୍ଘ ଦିନର ଦାବି ଓ ପ୍ରତିବାଦ ଉପରାନ୍ତେ ପୂର୍ବ ସରକାର ରାଜ୍ୟର କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ "ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା" ପ୍ରଣୟନ କରିଥିଲେ । ଏହା ମାଧ୍ୟମରେ ରାଜ୍ୟର ସାମ୍ବାଦିକ ମାନେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁଧା!-->!-->!-->…
ବୈଜ୍ଞାନିକ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ କୃଷକ ସଚେତନତା…
ଭୁବନେଶ୍ୱର, ଅଗଷ୍ଟ ୬: କୃଷି ଗବେଷଣାର ଫଳାଫଳକୁ କୃଷକଙ୍କ କ୍ଷେତ୍ରରେ ପହଂଚାଇ ବୈଜ୍ଞାନିକ କୃଷି ପଦ୍ଧତିର ପ୍ରସାର ସହ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଶିକ୍ଷା \'ଓ\' ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)!-->!-->!-->…
ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍ଇଏସ୍ଏଚ୍–୨୦୨୬’ ଉଦ୍ଘାଟିତ
ଭୁବନେଶ୍ୱର, ଅଗଷ୍ଟ ୬: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଅନ୍ତର୍ଗତ ଗଣିତ ବିଭାଗ ପକ୍ଷରୁ ତିନିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ‘ଇଂଟରନ୍ୟାସନାଲ୍ କନଫରେନ୍ସ ଅନ୍ କଂପ୍ୟୁଟେସନାଲ୍!-->!-->!-->…
ଓଡ଼ଗାଁ ରଘୁନାଥ ଜିଉଙ୍କ ହୁଣ୍ଡିରୁ ମିଳିଲା ୭ ଲକ୍ଷ ୨୫ ହଜାର ଟଙ୍କା
ଓଡ଼ଗାଁ, ୫ା୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ପ୍ରସିଦ୍ଧ ଶ୍ରୀ ରଘୁନାଥ ଜିଉଙ୍କ ହୁଣ୍ଡି ବୁଧବାର ଖୋଲାଯାଇଛି। ହୁଣ୍ଡିରେ ପଡିଥିବା ଦାନ ଟଙ୍କାର ଗଣତି ମଣତି ପରେ ୮ ଲକ୍ଷ ୯ ହଜାର ୪୯୭ ଟଙ୍କା ମିଳିଥିବା ଜଣାପଡ଼ିଛି। ଏଥିସହିତ ହୁଣ୍ଡିରୁ ୧ ଗ୍ରାମ ୨୦୦!-->!-->!-->…