Browsing Category

ରାଜ୍ୟ

ଦେଉଳ ଗାଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସଙ୍କଟ

-ଶିକ୍ଷକ ନଥିବାରୁ ସ୍କୁଲରେ ତାଲା ମାରିଲେ ଅଭିଭାବକ -‘ଦୁଇଜଣ ସ୍ଥାୟୀ ଶିକ୍ଷକ ନିଯୁକ୍ତି ନହେଲେ ଖୋଲିବନି ତାଲା’ – ଗ୍ରାମବାସୀଙ୍କ ଚେତାବନୀ ପାଟଣାଗଡ଼/ ବଲାଙ୍ଗିର , ୬/୮: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅଧୀନ ଦେଉଳ ଗାଁ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଶିକ୍ଷକ

ଇନୋଭେସନ୍ ଆଣ୍ଡ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬

ଆଜିର ବିଦ୍ୟାର୍ଥୀ ହେବେ ନବସୃଜନର ସର୍ଜନାକାରୀ ଓଡ଼ଗାଁ, ୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନବସୃଜନ ଓ ଉଦ୍ୟୋଗିତାର ନୂଆ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟର ଆଇଟି ଲ୍ୟାବ୍‌ରେ ଗୁରୁବାର ‘ଇନୋଭେସନ୍ ଆଣ୍ଡ

ରଘୁନାଥ ସମବାୟ ମହାବିଦ୍ୟାଳୟରେ +୨ ବାଣିଜ୍ୟ ବିଭାଗନାମଲେଖା ନୈରାଶ୍ୟଜନକ

ଚଳିତବର୍ଷ ହୋଇଛି ମାତ୍ର ୨ ଜଣ ନାମ ପଞ୍ଜିକରଣ, ସଚେତନତା ଓ ନାମଲେଖା ଫି’ ଛାଡ଼ ଦାବି ,ଓଡ଼ଗାଁ, ୬।୮ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଚାଲିଥିବା ଉଚ୍ଚ ମାଧ୍ୟମିକ (+୨) ବାଣିଜ୍ୟ ବିଭାଗରେ ନାମଲେଖାକୁ ନେଇ ନୈରାଶ୍ୟଜନକ

କାନାରା ବ୍ୟାଙ୍କ ତରଫରୁ ବାଳିକା ଶୌଚାଳୟ ନିର୍ମାଣ

ଓଡ଼ଗାଁ,୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ନିକଟବର୍ତ୍ତୀ ଦଧିବାମନ ଉଚ୍ଚ ବିଦ୍ୟାଳୟ, ଶିଖରପୁର ପରିସରରେ କାନାରା ବ୍ୟାଙ୍କ ଆନୁକୁଲ୍ୟରେ ଏକ କର୍ପୋରେଟ ସାମାଜିକ ଦାୟିତ୍ୱ ବୋଧ କାର୍ଯ୍ୟକ୍ରମରେ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ସିଏସଆର

ଶତ୍ରୁ ନୁହେଁ, ମିତ୍ରଭାବ ହିଁ ଜୀବନକୁ ସରସ ସୁନ୍ଦର କରି ଗଢି ତୋଳିବ

ଓଡ଼ଗାଁ, ୬ା୮(ଶ୍ରୀକାନ୍ତ କୁମାର ମିଶ୍ର): ଶିକ୍ଷା କେବଳ ଅର୍ଥ ରୋଜଗାରର ମାଧ୍ୟମ ନୁହେଁ, ଏହା ମଣିଷର ଅନ୍ତର୍ନିହିତ ଜ୍ଞାନ ଭଣ୍ଡାରକୁ ସମୃଦ୍ଧ କରିଥାଏ। ଭୌତିକ ଜୀବନରେ ବଞ୍ଚିବା ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ସମାଜକୁ ସେବା ପ୍ରଦାନ କରିବା ସହ ସମ୍ମାନର ସହ ଅର୍ଥ ଉପାର୍ଜନ

ମିଡିଆ କ୍ଲବ ଜି.ଉଦୟଗିରି ର ଏକ ସାଧାରଣ ବୈଠକ ଅନୁଷ୍ଠିତ

ଜି.ଉଦୟଗିରି, ୦୬/୦୭ ଅବନୀ କୁମାର ପ୍ରଧାନ : .ଜି.ଉଦୟଗିରି ଠାରେ ମିଡିଆ କ୍ଲବ ସଭାପତି ଅରୁଣ କୁମାର ଷଡଙ୍ଗୀ ଙ୍କ ଅଧ୍ୟକ୍ଷତା ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି |ଏହି ବୈଠକ ରେ ସମ୍ପାଦକ ଚିନ୍ମୟ କୁମାର ସେଠୀ ପୂର୍ବ ବିବରଣୀ ପଠନ କରିଥିଲେ। ଏହି ବୈଠକରେ କ୍ଲବ୍ ର ଉପଦେଷ୍ଟା ଶିଶିର

ଘୁ.ଉଦୟଗିରି ଠାରେ ବାଇକ୍ ଦୁର୍ଘଟଣା, ଦୁଇ ଆହତ…

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି-କନବାଗିରି ମୁଖ୍ୟ ରାସ୍ତାର ବେଥେଲ ନିକଟରେ ଗୁରୁବାର ଏକ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା

ଚୋରା ମଦ ଜବତ : ୯ ଜଣ କୋର୍ଟ ଚାଲାଣ ।

କେନ୍ଦ୍ରାପଡ଼ା:୦୬/୦୮(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ଜମ୍ବୁ ମେରେଇନ, କେନ୍ଦ୍ରାପଡ଼ା ସଦର ଓ

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ସ୍ବଚ୍ଛତା ପକ୍ଷ ପାଳନ

ବେଲଗୁଣ୍ଠା,୦୬/୦୮,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସ୍ବଚ୍ଛତା ପକ୍ଷ ପାଳନ କରାଯାଇଛି। ଏଥିରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀଙ୍କ ସହ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗ ଦେଇ ମହାବିଦ୍ୟାଳୟ

ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ୩୨ତମ ପ୍ରତିଷ୍ଠା ଦିବସ

ବେଲଗୁଣ୍ଠା, 0୬/0୮-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ତଥା ପାଖାପାଖି ଅଞ୍ଚଳର କୋମଳମତି ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ୩୨ ବର୍ଷ ତଳେ ଗାଙ୍ଗପୁରରେ ପ୍ରତିଷ୍ଠା ହୋଇଥିଲା ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ I ଆଜି ଏହି ପ୍ରତିଷ୍ଠାନର ୩୨ ତମ ପ୍ରତିଷ୍ଠାନ ଦିବସ