Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର
ବାଲୁଗାଁ:(ସେକ କୌସର):ବୁଧବାର ଦିନ ଚିଲିକା ବ୍ଲକ ଅଧିନସ୍ଥ ଡୁଙ୍ଗମାଳ ଏବଂ ସିଙ୍ଗେଶ୍ୱର ଗ୍ରାମପଞ୍ଚାୟତ ଠାରେ ପୃଥକ ଭାବେ ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ କାର୍ଯ୍ୟକ୍ରମକୁ ବାଲୁଗାଁ…
ଆଦିତ୍ୟ ଆଲୁମିନା ରିଫାଇନରୀରେ ବିଶ୍ୱକର୍ମା ପୂଜା ପାଳିତ
ରାୟଗଡା /କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ କଂସାରୀଗୁଡା ସ୍ଥିତ ଆଦିତ୍ୟ ଆଲୁମିନା ରିଫାଇନରୀ ପ୍ରାଙ୍ଗଣରେ ବିଶ୍ୱକର୍ମା ପୂଜା ଭବ୍ୟ ଭାବରେ ପାଳିତ ହୋଇଲା।ଏହି ପୂଜା କାର୍ଯ୍ୟକ୍ରମରେ ୟୁନିଟ୍ ହେଡ୍ ମଜହେର ବେଗ, ଏଚଆର୍ ହେଡ୍ ଦୀପକ ମହାନ୍ତି, ସିଏସଆର୍…
ମା’ ପାଇଁ ଗଛଟିଏ” ଅଭିଯାନରେ ଭାଗନେଲେ ଖୋର୍ଦ୍ଧା ଏସପି
ବାଣପୁର:(ସେକ କୌସର): ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ପରିଦର୍ଶନରେ ଆସି ନୂତନ ଏସପି ବିବେକାନନ୍ଦ ଶର୍ମା ଦୁଇ ଗୋଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଥାନା ପ୍ରାଙ୍ଗଣରେ ନିର୍ମିତ ନୂତନ ଛାୟାଘର ଭିତରେ ପୋଲିସ ଗାଡ଼ି ରଖିବା ନିର୍ଦ୍ଦିଷ୍ଟ ସ୍ଥାନକୁ ଉଦଘାଟନ କରିଥିଲେ ଏସପି।…
ଅନ୍ତରା ମଣ୍ଡଳରେ ସେବାପକ୍ଷ: “ଏକ ପେଡ଼ ମା‘ କେ ନାମ – ୨.୦” ଅଭିଯାନରେ ବୃକ୍ଷରୋପଣ
ଖଇରା ବୁଲୁ ଲେଙ୍କା ୧୭/୦୯/୨୫ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଖଇରା ବ୍ଲକ୍ ଅନ୍ତରା ମଣ୍ଡଳ ତରଫରୁ ଅନ୍ତରା ପଞ୍ଚାୟତରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ75ତମ ଜନ୍ମଦିନ ପାଳିତ ଏହି ଅବସର ରେ ମାନ୍ୟବର ସିମୁଳିଆ ବିଧାୟକ…
ଜିଲ୍ଲା ସ୍ତରୀୟ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଗତସିଂହପୁର,ତା-୧୭. ୦୯. ୨୦୨୫/ସୁମନ୍ତ କୁମାର ଦାସ: ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ୭୫ ତମ ଜନ୍ମ ଦିବସ ପାଳନ ଅବସରରେ ରାଜ୍ୟବ୍ୟାପୀ ୭୫ ଲକ୍ଷ ବୃକ୍ଷରୋପଣ ର ଆହ୍ବାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ତିର୍ତ୍ତୋଲ ବ୍ଲକ୍…
ଜିଲ୍ଲା ସ୍ତରୀୟ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଗତସିଂହପୁର,ତା-୧୭. ୦୯. ୨୦୨୫/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଜଗତ ସିଂହ ପୁର ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମାନ୍ୟବର…
ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନର ଜିଲ୍ଲାସ୍ତରୀୟ…
କେନ୍ଦ୍ରାପଡ଼ା :(ପ୍ରଫୁଲ୍ଲ କୁମାର ମଲ୍ଲ) "ସୁସ୍ଥ ନାରୀ ସଶକ୍ତ ପରିବାର " ଅଭିଯାନର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆଜି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ |…
ହତ୍ୟା ଧମକ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୨ ଅଭିଯୁକ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜମିବାଡି ବିବାଦକୁ ନେଇ ଦିନକୁ ଦିନ ସମାଜରେ ବିଭିନ୍ନ ମାମଲା ଦେଖିବାକୁ ମିଳୁଛି। ସେଇଭଳି ଏକ ମାମଲା ଅଡ଼ବା ଥାନା ଅନ୍ତର୍ଗତ ଆଲିଗଣ୍ଡା ଗ୍ରାମରେ ୨୦୨୩ ମସିହାରେ ଘଟିଯାଇଥିଲା ; ଯେଉଁ ମାମଲାର ଶୁଣାଣି କରି ଆଜି (ମଙ୍ଗଳବାର) ମୋହନା ଜେଏମ୍ଏଫସି…
ଜିଲ୍ଲାସ୍ତରୀୟ “ଏକ ପେଡ ମା କେ ନାମ “ବିଶାଳ ଚାରାରୋପଣ ଅଭିଯାନ ଅନୁଷ୍ଠିତ ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ପ୍ରଶାସନ, ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଂଚାୟତରାଜ ଓ ପାନୀୟଜଳ ବିଭାଗ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ "ଏକ ପେଡ ମା କେ ନାମ ତଥା "ମା ପାଇଁ ଗଛଟିଏ" ଏକ ବିଶାଳ ଚାରାରୋପଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି | ରାଜନଗର ବ୍ଲକ ପେଣ୍ଠ…
ଜିଲ୍ଲାସ୍ତରୀୟ ଏକ୍ ପେଡ୍ ମା କେ ନାମ୍ ୨.୦ ଚାରା ରୋପଣ ଅଭିଯାନ
https://youtu.be/gKnls-N6WPs
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଓ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ “ଏକ୍ ପେଡ୍ ମା କେ ନାମ୍ ୨.୦” ଚାରା ରୋପଣ ଅଭିଯାନ…