Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାସୁଦେବପୁର ବିଜେପି ପକ୍ଷରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ୍ ଦିନ ପାଳନ।
ବାସୁଦେବପୁର - ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ୍ ଦିନ ଅବସର ରେ ବାସୁଦେବପୁର ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି। ସମସ୍ତ ମଣ୍ଡଳ ରେ ପୂଜାପାଠ ସହ ଦୀପ ଦାନ, ବୃକ୍ଷ ରୋପଣ ଭଳି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ସକାଳେ ନଗର ମଣ୍ଡଳ ବିଜେପି ପକ୍ଷରୁ…
ଠାବ ହେଲା ଅପହୃତା ନାବାଳିକାର ମୃତ ଦେହ
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ୱାର୍ଡ ନମ୍ୱର୍ ଏକ ରେ ଗତ ଶନିବାର ରାତିରେ ଏକ ନାବାଳିକା କୁ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇ ଥିଲା। ଘଟଣା ଘଟିବାର ଛଅ ଦିନ ରେ କୋଷ୍ଟ କେନାଲ ରେ ମୃତ ଦେହ ଠାବ ହୋଇଛି।ଠାବ କରିଛନ୍ତି ଓଡରାଫ ଓ ଦମକଳ ବାହୀନି ର ମିଳିତ ରେ ପୋଲିସ ର…
ଗୁଣପୁର ଭାଜପା ତରଫରୁ ଯଶୋସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ ଜନ୍ମଦିବସ ପାଳିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ବିଶ୍ଵର ଲୋକପ୍ରିୟ ନେତା ଭାରତର ଯଶୋସ୍ବୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜିଙ୍କ ଜନ୍ମ ଦିନ ଅବସରରେ ଗୁଣପୁର ନଗର ଭାଜପା କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ଉମା ରାମ ଲିଙ୍ଗେଶ୍ୱର ମନ୍ଦିର ଠାରେ ଶ୍ରୀ ମୋଦୀଜିଙ୍କ ଦୀର୍ଘାୟୁ ଓ ଉତ୍ତମ…
କୀଟନାଶକ ଖାଇ ଆତ୍ମହତ୍ୟା ସନ୍ଦେହ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ବ୍ରହ୍ମପୁର ରେଳଷ୍ଟେସନ ରାସ୍ତାରେ ଏକ ଲଜ୍ ରେ ମୁର୍ମୁଷୁ ଅବସ୍ଥାରେ ଜଣେ ଲୋକ କୁ ଉଦ୍ଧାର କରି ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି।…
ପୌରପାଳିକାରେ ଅନୁପସ୍ଥିତ ରହୁଛନ୍ତି ଇଓ କିରଣ ବେହେରା
ରାଜଗାଙ୍ଗପୁର( ବିଷ୍ଣୁ ଭୋମିକ)ରାଜଗାଙ୍ଗପୁର ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧୁକାରୀ କିରନ ବେହେରା ଅନୁପସ୍ଥିତ ରହୁଛନ୍ତି ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ରାଜଗାଙ୍ଗପୁର ପୌରପାଳିକା ରେ ନୂତନ ଭାବେ କାର୍ଯ୍ୟ ରେ ଯୋଗଦାନ କରିବା ପରେ ନିଜ ପୌରପାଳିକା କୁ ଆସୁନାହାନ୍ତି ବିଭିନ୍ନ…
ପୋଖରୀରେ ବୁଡିଯାଇ ଯୁବକ ମୃତ
ରାଜଗାଙ୍ଗପୁର, ୧୬।୯ (ବିଷ୍ଣୁ ଭୋମିକ): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ତଥା କାଂଶବାହାଲ ଫାଣ୍ଡି ଅନସ୍ଥ ଘୋଘର କିଶାନପଡା ଗ୍ରାମର ବିଠଲ ଏକ୍କା (୪୫) ସୋମବାର ରାତିରେ ପୋଖରୀରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ଶୌଚଯିବା ପାଇଁ ଘରୁ ବାହାରି ଘରକୁ ଫେରି ନ ଥିଲେ। ମଙ୍ଗଳବାର ଦିନ…
ଗାୟତ୍ରୀ ମହାବିଦ୍ୟାୟରେ ”ଏକ ପେଡ଼ ମା’ କେ ନାମ” କାର୍ଯ୍ୟକ୍ରମ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁରସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟ ପରିସରରେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ଓଡ଼ିଶା ସରକାରଙ୍କ ପରାମର୍ଶାନୁସାରେ ସାମାଜିକ ଓ ପରିବେଶ ସଚେତନତାର ପ୍ରତୀକ— "ଏକ ପେଡ଼ ମା’ କେ ନାମ” ଶୀର୍ଷକ ବୃକ୍ଷରୋପଣ…
ଏକେ ପେଡ ମାକେ ନାମ
ଭଟଲି :-ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଜନ୍ମଦିନକୁ ସେବା ସପ୍ତାହ ଭାବେ ସମଗ୍ର ଦେଶରେ ପାଳନ କରାଯାଉଥିବା ବେଳେ, ବରଗଡ଼ ଜିଲ୍ଲାର ଭଟଲି ବ୍ଲକ ପିପଲମୁଣ୍ଡା ଗ୍ରାମରେ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ “ମା’ ପାଇଁ ଗଛଟିଏ ୨.୦” ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…
ଗୁଦେରପାଲିରେ “ଏକ ପେଡ଼, ମା’ କି ନାମ” କାର୍ଯ୍ୟକ୍ରମ
ଗାଇସିଲେଟ/ ମନ ଡନସନା :- ଗାଇସିଲେଟ ବ୍ଲକର ଗୁଦେରପାଲିରେ “ଏକ ପେଡ଼, ମା’ କି ନାମ” କାର୍ଯ୍ୟକ୍ରମ ଧୁମଧାମରେ ଆୟୋଜିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ସଚେତନତାକୁ ପ୍ରଚାର କରିବା ସହିତ ମା’ଙ୍କ ସ୍ମୃତିକୁ ସମ୍ମାନିତ କରିବାରେ ଏହି ପଦକ୍ଷେପକୁ ଲୋକମାନେ ବହୁତ ସ୍ୱାଗତ କରିଥିଲେ।ଏହି…
ଜିଲ୍ଲାସ୍ତରୀୟ ଏକ୍ ପେଡ୍ ମା କେ ନାମ୍ ୨.୦’ ଅଭିଯାନ କାର୍ଯ୍ୟକ୍ରମ
ଜିଲ୍ଲାରେ ଲାଗିବ ୨ ଲକ୍ଷ ରୁ ଉର୍ଦ୍ଧ୍ବ ଚାରା
ମାଲକାନଗିରି, ୧୭/୯/୨୫:ଆମ ପରିବେଶର ସୁରକ୍ଷା ପାଇଁ ଗଛ ନିହାତି ଜରୁରୀ। ଏହାକୁ ଦୃଷ୍ଟିରେ ରଖି ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନରେ ସେପ୍ଟେମ୍ବର ୧୭ ରେ ସାରା ରାଜ୍ୟରେ ୭୫ ଲକ୍ଷ ଚାରାରୋପଣ କରାଯାଇଛି। ସେହିଭଳି ମାଲକାନଗିରି ଜିଲ୍ଲାରେ…