ଠାବ ହେଲା ଅପହୃତା ନାବାଳିକାର ମୃତ ଦେହ

3

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ୱାର୍ଡ ନମ୍ୱର୍ ଏକ ରେ ଗତ ଶନିବାର ରାତିରେ ଏକ ନାବାଳିକା କୁ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇ ଥିଲା। ଘଟଣା ଘଟିବାର ଛଅ ଦିନ ରେ କୋଷ୍ଟ କେନାଲ ରେ ମୃତ ଦେହ ଠାବ ହୋଇଛି।ଠାବ କରିଛନ୍ତି ଓଡରାଫ ଓ ଦମକଳ ବାହୀନି ର ମିଳିତ ରେ ପୋଲିସ ର ସମ୍ପୂର୍ଣ୍ଣ ସହଯୋଗ ରେ ଠାବ ହୋଇଛି।, ଘଟଣା ସ୍ଥଳ ରେ ଭଦ୍ରକ ଏସପି, ତହସିଲଦାର,ପୋଲିସ୍ ପ୍ରଶାସନ ଉପସ୍ଥିତ ରହି ଥିଲେ। ପାଞ୍ଚ ଦିନ ତଳେ ନାବାଳିକା ଅପହରଣ ହୋଇଥିବା ନେଇ ହୋଇଥିଲା ଅଭିଯୋଗ ହୋଇଥିଲା।ଘଟଣା କୁ ଗୁରୁତ୍ଵ ନେଇ ଭଦ୍ରକ ଏସପି ଓ ଡି ଆଇ ଜି କରୁଥିଲେ ଗସ୍ତ ଓ ତଦନ୍ତ ।, ଗୁରୁବାର ରେ ମଧ୍ୟ ଘଟଣା ସ୍ଥଳ ରେ ଏସପି ଉପସ୍ଥିତ ରହି ସାଇନ୍ତି ଫିକ୍ ଟିମ୍ ସହ ମୃତ ଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୃତ ଦେହ ଠାବ ପରେ ଦୋଷୀ କୁ ଧରି କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ଦାବୀ ହେଉଛି।

Leave A Reply

Your email address will not be published.