Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହିଳା ସ୍ନାତକ ମହାବିଦ୍ୟାଳୟ , ଶିକ୍ଷା ବିଭାଗରେ ” ସ୍ବାଗତୋତ୍ସବ ଓ ପାଠଚକ୍ର ” କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ମଧ୍ଯରେ ଶିକ୍ଷା ବିଭାଗ ତରଫରୁ ନୂତନ ବର୍ଷର ଛାତ୍ରୀମାନଙ୍କୁ ସ୍ବାଗତ କରିବା ସହିତ ଚଳିତବର୍ଷର ପ୍ରଥମ ବିଭାଗୀୟ ପାଠଚକ୍ରର ଆୟୋଜନ କରାଯାଇଥିଲା। ଏହି ସମାରୋହରେ ଅନୁଷ୍ଠାନ ର ଅଧ୍ୟକ୍ଷା ଡ.ରୀନା…
ପାର୍ବତୀ ଗିରି ମାର୍କେଟ କମ୍ପ୍ଲେକ୍ସ ପାଇଁ ନୂତନ ଟ୍ରାନଫରମର ସ୍ଥାପନର ଶୁଭ ଦେଲେ ବିଧାୟକ ସନତ କୁମାର ଗଡତୀୟା
ବିଜେପୁର:-ବିଜେପୁର ପାର୍ବତୀ ଗିରି ମାର୍କେଟ କମ୍ପ୍ଲେକ୍ସ ର ବିଦ୍ୟୁତ କାର୍ଯ୍ୟକ୍ଷମ ସଂଯୋଗ ପରିପ୍ରେକ୍ଷୀରେ ମାର୍କେଟ କମ୍ପ୍ଲେକ୍ସ ଠାରେ ୧୦୦ କେବି ବିଶିଷ୍ଟ ଟ୍ରାସଫରମର ସ୍ଥାପନ ପାଇଁ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ଭୂମି ପୂଜନ…
ତାଳପଦର ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର
ବରଗଡ: ବରଗଡ ବିକାଶ ହସ୍ପିଟାଲ ଓ ତାଳପଦର ଗ୍ରାମବାସୀଙ୍କ ମିଳିତ ପ୍ରୟାସରେ ଆଜି ଗୋଟିଏ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ଅଞ୍ଚଳବାସି ଙ୍କୁ ମାଗଣା ପରାମର୍ଶ ଓ ଚିକିତ୍ସା ପ୍ରଦାନ କରିଥିଲେ।ଚକ୍ଷୁ ବିଭାଗରୁ ଡ଼.…
ପୋଲ ନଥିବାରୁ ଇଲେକ୍ଟ୍ରି ଖୁଣ୍ଟ ସାହା ଭରସା, ଅଙ୍ଗନବାଡି ପିଲେ ବିପଜ୍ଜନକ ଭାବେ ପାରି ହେଉଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିଜ ଅଂଚଳର ବିକଳ ଚିତ୍ର।
କେନ୍ଦୁଝର,ତା୨୬/୯- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପଶି ପଞ୍ଚାୟତର କାଳିଶୁଇ ଗ୍ରାମରେ ନାଳ ଉପରେ ପୋଲ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ଆସିଛି। ଗାଁ ପାଖ ନାଳରେ ପୋଲ ଥିଲା ତେବେ ପ୍ରବଳ ବର୍ଷା…
ସୋଆ ଏନ୍ଏସ୍ଏସ୍ ପକ୍ଷରୁୂ ‘ବିକଶିତ ଭାରତ ଯୁବ ସଂଯୋଗ କାର୍ଯ୍ୟକ୍ରମ’ ଆୟୋଜିତ
ଭୁବନେଶ୍ୱର, ସେପ୍ଟେମ୍ବର୨୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ଏନ୍ଏସ୍ଏସ୍ ଶାଖା ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ “ବିକଶିତ ଭାରତ ଯୁବ ସଂଯୋଗ କାର୍ଯ୍ୟକ୍ରମ” ବୁଧବାର ଆଯୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଯୁବ ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ସହଯୋଗରେ ଏହି ଜାତୀୟ ସ୍ତରୀୟ…
ଏଏସ୍ଆଇ ପ୍ରଭାକର ଗାଣ୍ଟାଙ୍କ ସ୍ମୃତି ଚାରଣ ସଭା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଗତ ପନ୍ଦର ତାରିଖରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାର କର୍ତ୍ତବ୍ୟରତ ଏଏସ୍ଆଇ ପ୍ରଭାକର ଗାଣ୍ଟାଙ୍କ ହୃଦ୍ ଘାତରେ ଅକାଳ ବିୟୋଗ ଘଟିଥିଲା I ଆଜି ସ୍ଵର୍ଗତ ଗାଣ୍ଟାଙ୍କ ଦ୍ୱାଦଶାହ ତିଥିରେ ଗାଙ୍ଗପୁର ଥାନା ପରିସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି…
ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ ର ପ୍ରଥମ ବୈଠକ
ନବରଙ୍ଗପୁର ତା ୨୬.୯.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ କମିଟି ର ପ୍ରଥମ ବୈଠକ ନବରଙ୍ଗପୁର ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି । କମିଟି ର ଆବାହକ ତଥା…
ରାଜ୍ୟ ସ୍ତରୀୟ ଜୁଡୋ ଚାମ୍ପିଅନସିପ ରେ ଭାଗନେବେ ମାଲକାନଗିରି ର ୨୩ ଜଣିଆ ଟିମ୍।
ମାଲକାନଗିରି ତା:-୨୬/୦୯ ଚଳିତ ସେପ୍ଟେମ୍ୱର ୨୭ ତାରିଖ ରୁ ୩୦ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର କେ.ଟି ଗ୍ଲୋବଲ୍ ବିଦ୍ୟାଳୟ ପରିସର ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ? ଜୁଡୋ ? ଚାମ୍ପିଅନସିପ ରେ ବିଭିନ୍ନ ବର୍ଗ ଯଥା ସବ୍ ଜୁନିଅର୍, ଜୁନିଅର୍, କେଡେଟ, ସିନିୟର୍, ପୁରୁଷ ଏଵଂ ମହିଳା ବିଭାଗ ରେ…
ସୋଆ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ କ୍ୟାମ୍ପସ – ୨ ଫୁଲନଖରାରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ
ଭୁବନେଶ୍ୱର, ସେପ୍ଟେମ୍ବର ୨୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟଇକାଲ୍ ସାଇନ୍ସେସ୍ - କ୍ୟାମ୍ପସ-୨, ଫୁଲନଖରାରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଗତ ଗୁରୁବାର ଦିନ ପାଳିତ ହୋଇଯାଇଛି । ଚଳିତ ବର୍ଷର ପ୍ରସଙ୍ଗ ‘ଥିଙ୍କ ହେଲଥ, ଥିଙ୍କ ଫାର୍ମାସିଷ୍ଟ’କୁ ନେଇ ଆୟୋଜିତ…
ରାସ୍ତା ପାଲଟିଛି ମରଣଯନ୍ତା ବେହୁସିୟାର ହେଲେ ଦୁର୍ଘଟଣା ସୁନିଶ୍ଚିତ।
ମୁଖ୍ୟମନ୍ତ୍ରୀ ନିଜ ଅଞ୍ଚଳ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ।
କେନ୍ଦୁଝର,ତା୨୬/୯- ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଅଞ୍ଚଳ କେନ୍ଦୁଝର ସଦର ବ୍ଲକରେ ଲୋକେ ରାସ୍ତା ଲାଗି ତ୍ରାହି ତ୍ରାହି ଡାକୁଛନ୍ତି। ନିଜ ଲୋକ ମୁଖ୍ୟମନ୍ତ୍ରୀ ହେଲେ ତେଣୁ ରାସ୍ତା ହେବ ଲୋକେ ଭାବିଥିଲେ…