Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁବାଇ ମାଟିରେ ୧ ଟଙ୍କିଆ ସଂଗୀତ ସ୍କୁଲ ଟିମ୍
ସ୍ୱାଗତ କଲେ ନୂଆଁଖାଇ ପରିବାର ସଦସ୍ୟ ପ୍ରଶାନ୍ତ ଓ ଦିନେଶ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ୨୬ା୧୦ : ମାଟିଠାରୁ ହଜାର ହଜାର କିଲୋମିଟର ଦୂରରେ ଦୁବାଇ ମାଟିରେ ଏବେ ଶୁଭିବ ସମ୍ବଲପୁରୀ ସଙ୍ଗୀତର ସୁର ଓ ନୃତ୍ୟର ତାଳ। ଚଳିତ ବର୍ଷର ନୂଆଁଖାଇ ଭେଟଘାଟକୁ ଆହୁରି ରଙ୍ଗାରଙ୍ଗ ଓ ଆକର୍ଷଣୀୟ!-->!-->!-->!-->!-->…
ମନମୋହନ ସାମଲଙ୍କ କଳାହାଣ୍ଡି ଗସ୍ତ: ବିଜେପିର ପ୍ରସ୍ତୁତି ବୈଠକ ସମ୍ପନ୍ନ
ଜିଲ୍ଲା କାର୍ଯ୍ୟକାରିଣୀ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ନେଇ ଆଲୋଚନା
କଳାହାଣ୍ଡି/ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ଭବାନୀପାଟଣା: ବିଜେପିର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ!-->!-->!-->!-->!-->…
ବାହାଡ଼ାଝୋଲା ଫାଣ୍ଡି ପୋଡ଼ି ଘଟଣା, ୧୯ ବର୍ଷ ପରେ ଅନ୍ୟତମ ଅଭିଯୁକ୍ତ ଗିରଫ
ଓଡ଼ଗାଁ, ୨୬।୯(ଶ୍ରୀକାନ୍ତ କୁମାର ମିଶ୍ର): ଦୀର୍ଘ ୧୯ ବର୍ଷ ପରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ବାହାଡ଼ାଝୋଲା ଫାଣ୍ଡି ପୋଡ଼ି ଘଟଣାର ଅନ୍ୟତମ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଫାଣ୍ଡି ନିକଟ ହାଟସାହି ଗ୍ରାମର ମଦନ ନାୟକ। ଓଡ଼ଗାଁ ପୋଲିସ ତାଙ୍କୁ ଗିରଫ କରି!-->…
ତାଲୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର,
ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଓ ପୀଡ଼ିତାଙ୍କୁ ସହାୟତା ଉପରେ ଗୁରୁତ୍ୱ,
ଓଡ଼ଗାଁ, ୨୬।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ର କୁରାଳସ୍ଥିତ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଓଡ଼ଗାଁ ତାଲୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ନିର୍ଯାତନା, ଯୌନ!-->!-->!-->…
ବେଆଇନ ବାଲି ପରିବହନ ବେଳେ ୫ ଭାରୀଯାନ ଜବତ: ୫ ଡ୍ରାଇଭର ଅଟକ, ତଦନ୍ତ ଜାରି
ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ବେଆଇନ ବାଲି ପରିବହନ ବିରୋଧରେ ରାଉରକେଲା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିଶ୍ରା ବ୍ଲକ୍ର ତେତେରକେଲା ଘାଟ ନିକଟରୁ ୫ଟି ବାଲି ବୋଝେଇ ଭାରୀଯାନ ଜବତ କରାଯାଇଛି। ଜବତ ଗାଡ଼ି ମଧ୍ୟରେ ୩ଟି ହାଇୱା ଓ ୨ଟି ଡମ୍ପର ରହିଛି। ଏହି!-->!-->!-->!-->!-->…
ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍ଟେଜ୍ ୨୦୨୬’ ଆୟୋଜିତ
ଭୁବନେଶ୍ୱର, ସେପ୍ଟେମ୍ବର ୨୬: ନିରାପଦ, ପ୍ରଭାବପୂର୍ଣ୍ଣ ଓ ରୋଗୀକେନ୍ଦ୍ରିକ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବାରେ ଫାର୍ମାସିଷ୍ଟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ ଅଲ୍ଟିମେଟ୍!-->!-->!-->…
ସୋଆ ଏସ୍ପିଏସ୍ରେ ବିଶ୍ୱ ଫାର୍ମାସିଷ୍ଟିସ ଦିବସ ପାଳିତ
ଭୁବନେଶ୍ୱର, ସେପ୍ଟେମ୍ବର ୨୬ : ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ (ଏସ୍ପିଏସ୍) ପକ୍ଷରୁ ଶୁକ୍ରବାର ବିଶ୍ୱ ଫାର୍ମାସିଷ୍ଟସ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି ।ଏହି ଅବସରରେ ଏସ୍ପିଏସ୍ର!-->…
ଡିଏଭିରେ ‘ବିହନ ଗୋଳା ପ୍ରସ୍ତୁତି’ ନେଇ କ୍ଷମତା ବିକାଶ କର୍ମଶାଳା
ଝାରସୁଗୁଡ଼ା ୨୬/୦୯/୨୦୨୬: ଭାରତ ସରକାରଙ୍କ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ପରିବେଶ ସୁରକ୍ଷା, ଜୈବ ବିବିଧତାର ସଂରକ୍ଷଣ ତଥା ସବୁଜ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ!-->!-->!-->…
ସତ୍ୟଶ୍ରୀ ଜରାଶ୍ରମ ଠାରେ ଶ୍ରୀ ଭାଗବତ ଜନ୍ମ ଓ ଇନ୍ଦ୍ରୋତ୍ସବ ପାଳନ
ବେଲଗୁଣ୍ଠା,୨୬/୯-(ଶିବରାମ ଚୌଧୁରୀ )-,ଶନିବାର ତନରଡା ଗୋ-ଶାଳା ଛକ ସ୍ଥିତ ସତ୍ୟଶ୍ରୀ ଜରାଶ୍ରମ ଠାରେ ସତ୍ୟଶ୍ରୀ ସେବା ଟ୍ରଷ୍ଟ ତରଫରୁ ଶ୍ରୀ ଭାଗବତ ଜନ୍ମ ଓ ଇନ୍ଦ୍ରୋତ୍ସବ ପାଳନ କରାଯାଇଛି। ଗତ ୧ ବର୍ଷରୁ ଉର୍ଦ୍ଧ ସମୟ ଧରି ଏଠାରେ ଲାଗି ରହିଥିବା ଶ୍ରୀ ଭାଗବତ ପଠନର ଉଦଯାପନ ଅବସରରେ!-->!-->!-->…