Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁରୀରୁ ଆସିଲା ରଥ ଉପକରଣ
ବେଲଗୁଣ୍ଠା,୨୨/୦୬, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ବେଣୀପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ତ୍ରିବେଣୀ ସଙ୍ଗମରେ ପୂଜା ପାଉଥିବା ଜଗନ୍ନାଥ ଠାକୁରଙ୍କ ପାଇଁ ପୂର୍ବରୁ ରଥ ନଥିଲା। ଦୀର୍ଘ ୩୪ ବର୍ଷ ପ୍ରତୀକ୍ଷାର ଅନ୍ତ ପରେ ଚଳିତ ବର୍ଷ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ପାଇଁ ଏକ ଭବ୍ୟ ରଥ…
ଏମ୍ଭି-୭୯ ଇରିଗେସନ୍ କଲୋନୀରେ ମଦ ଦୋକାନକୁ ବିରୋଧ, ସ୍ଥାନାନ୍ତର ପାଇଁ ପ୍ରଶାସନଙ୍କୁ ଦାବି
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଜିଲ୍ଲାରେ ନୂତନ ମଦ ଦୋକାନ ପାଇଁ ଟେଣ୍ଡର ପ୍ରକ୍ରିୟା ସମ୍ପନ୍ନ ହୋଇଥିବା ବେଳେ ଏମ୍ଭି-୭୯ ଇରିଗେସନ୍ କଲୋନୀରେ ମଦ ଦୋକାନ ଖୋଲିବାକୁ ସ୍ଥାନୀୟ ବାସିନ୍ଦାମାନେ ତୀବ୍ର ବିରୋଧ କରିଛନ୍ତି। ଏହାକୁ ଆବାସିକ ଅଞ୍ଚଳରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ…
ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଲେ ସଂଯୁକ୍ତା ଦାସ।
କେନ୍ଦୁଝର,ତା୨୨/୬- ନିକଟରେ କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଥିବା ରାଜ୍ୟ ସ୍ତରୀୟ କ୍ୟୁରୋଗୀ ଓ ପୁମସେ ପ୍ରତିଯୋଗିତାରେ କେନ୍ଦୁଝର ପ୍ରତିଯୋଗୀ ମାନେ ସଫଳତା ଲାଭ କରିଛନ୍ତି। ୧୪ବର୍ଷରୁ କମ ବାଳିକା ବିଭାଗରେ କେନ୍ଦୁଝର ସହରର ସଂଯୁକ୍ତା ଦାସ ଭାଗ ନେଇ…
ବେଲଗୁଣ୍ଠାରେ ପିତୃ ଦିବସ ପାଳିତ
ବେଲଗୁଣ୍ଠା,୨୨/ ୦୬,-(ଶିବରାମ ଚୌଧୁରୀ )-ରବିବାର ସନ୍ଧ୍ୟାରେ ବେଲଗୁଣ୍ଠାରେ ପବିତ୍ର ପିତୃ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବେଲଗୁଣ୍ଠl ବଡ ଦାଣ୍ଡରେ ଜୟ ଜଗନ୍ନାଥ ଭଜନ ମଣ୍ଡଳୀ ଆନୁକୁଲ୍ୟରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଓ କଳାକାର ମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ…
କେବିକେ ଜିଲ୍ଲାରେ ଚାକିରୀ ପାଇବା ପରେ ନିଜ ଜିଲ୍ଲାକୁ ବଦଳି ମାଲକାନଗିରି ଶିକ୍ଷା ବ୍ୟବସ୍ଥା ର ଭବିଷ୍ୟତକୁ ନେଇ ପ୍ରଶ୍ନ…
ଜିଲ୍ଲାର ୧୨୬ ଶିକ୍ଷକଙ୍କ ବଦଳି ଆବେଦନ ଅସୁସ୍ଥତାର କାରଣ ସତ୍ୟ ନା କେବଳ ବଦଳିର ମାଧ୍ୟମ , ମେଡିକାଲ ଯାଞ୍ଚ ଦାବି ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଏବେ ଚିନ୍ତା ବଢ଼ିଛି। ଅନେକ ପ୍ରାର୍ଥୀ ଚାକିରି…
ମାଲାଭରମରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର: ୩୦ଟି ମାମଲାର ହେଲା ବିଚାର
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ କାଲିମେଳା ପଞ୍ଚାୟତ ସମିତି ଅନ୍ତର୍ଗତ ମାଲାଭରମଠାରେ ଏକ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ବିଶେଷ ଶିବିରରେ ଜିଲ୍ଲାପାଳ ଏବଂ ଏସପି ଯୋଗଦେଇ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଗୁଡ଼ିକୁ…
ବାଲେଶ୍ବର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଳେଶ୍ୱର, ତା: ୨୨/୦୬/୨୦୨୬: ଆଜି ପୂର୍ବାହ୍ନ ଘ: ୧୦.୦୦ ଟିକା ସମୟରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବାଲେଶ୍ୱର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଜଳେଶ୍ୱର ପଞ୍ଚାୟତ ସମିତି ଅଧୀନସ୍ଥ…
ପୋକ୍ସୋ ଆଇନ, ପୀଡ଼ିତ କ୍ଷତିପୂରଣ ଯୋଜନା ଓ ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡି.ଏଲ.ଏସ.ଏ.)ର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳଙ୍କ ସଭାପତିତ୍ୱରେ ଆଜି ଗୁରାଣ୍ଡିସ୍ଥିତ ଏସ୍.କେ.ସି.ଜି.…
ସୋରଡ଼ାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି : ୧୩୭ଟି ଅଭିଯୋଗର ବିଚାର, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ
ଲୋକଙ୍କ ପାଖରେ ପ୍ରଶାସନ: ସୋରଡ଼ାରେ ମିଳିତ ଅଭିଯୋଗ ଶୁଣାଣି ଶିବିର, ବଣ୍ଟାଗଲା ସହାୟତା
ସୋରଡ଼ା ପଞ୍ଚାୟତ ସମିତିରେ ଜିଲ୍ଲା ସ୍ତରୀୟ ଜନଶୁଣାଣୀ; ସହାୟତା ପାଇଲେ ଦିବ୍ୟାଙ୍ଗ ଓ ହିତାଧିକାରୀ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ; ସୋରଡ଼ାରେ ଜିଲ୍ଲା ସ୍ତରୀୟ…
ପ୍ରାକୃତିକ ଓ ଜୈବିକ ଚାଷ କର୍ମଶାଳା ଅନୁଷ୍ଠିତ
ନବରଙ୍ଗପୁର, ୨୧.୦୬.୨୦୨୬: କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ନବରଙ୍ଗପୁର ଠାରେ ଆଜି ପ୍ରାକୃତିକ ଓ ଜୈବିକ ଚାଷ ସମ୍ବନ୍ଧୀୟ ଏକ ଦିନିଆ କର୍ମଶାଳା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ନବରଙ୍ଗପୁର ସୁଧିର ରଂଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୃଷକମାନଙ୍କ ମଧ୍ୟରେ ପ୍ରାକୃତିକ…